• Likes
  • Followers
  • Subscribers
  • Followers
  • Android App
  • Thursday, September 11, 2025
  • Home
  • About
  • Contact Us
  • E-Paper
  • YouTube

Odisha Bhaskar Odisha Bhaskar - Latest Odia News, Odisha latest news

KHIMJI SEPT 2025
  • Home
  • ଭିଡ଼ିଓ
  • ଖବର
    • କୃଷି
    • ଖବର
    • ଭିଡିଓ ଖବର
  • ଦେଶ ବିଦେଶ
    • ଦେଶ
    • ବିଦେଶ
    • ୟୁକ୍ରେନ-ରୁଷିଆ ଯୁଦ୍ଧ
  • ରାଜ୍ୟ
    • ମହାନଗର
  • ରାଜନୀତି
    • ପଞ୍ଚାୟତ ନିର୍ବାଚନ
    • ପୌର ନିର୍ବାଚନ
    • ରାଜ୍ୟସଭା
  • ଅପରାଧ
  • ଶିକ୍ଷା
    • ନିଯୁକ୍ତି
  • ସ୍ୱାସ୍ଥ୍ୟ
    • କରୋନା
  • ଖେଳ
    • IPL
    • ଅଲିମ୍ପିକ୍
    • ଟି-୨୦ ବିଶ୍ୱକପ୍
  • ବାଣିଜ୍ୟ
  • ମନୋରଞ୍ଜନ
  • ଜୀବନଚର୍ଯ୍ୟା
    • Astrology
    • Rasifala
  • ଜ୍ଞାନ ବିଜ୍ଞାନ
  • ପରମ୍ପରା
    • ରଥ ଯାତ୍ରା
      • ଦୁର୍ଗା ପୂଜା
Odisha Bhaskar
  • Home
  • Breaking News
  • ସାଇକିୟାଟ୍ରିକ ସୋସିଆଲ ୱାର୍କର ପଦ ପାଇଁ ଓପିଏସସି ପକ୍ଷରୁ ଆରମ୍ଭ ହେଲା ଅନଲାଇନ୍ ରେଜିଷ୍ଟ୍ରେସନ

ସାଇକିୟାଟ୍ରିକ ସୋସିଆଲ ୱାର୍କର ପଦ ପାଇଁ ଓପିଏସସି ପକ୍ଷରୁ ଆରମ୍ଭ ହେଲା ଅନଲାଇନ୍ ରେଜିଷ୍ଟ୍ରେସନ

By Manas Pradhan Last updated Apr 6, 2024 at 5:43 PM
OPSC
Share

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ନିଯୁକ୍ତି ପାଇବେ ‘ସାଇକିୟାଟ୍ରିକ ସୋସିଆଲ ୱାର୍କର’ । ଏନେଇ ଓଡ଼ିଶା ଲୋକସେବା ଆୟୋଗ (ଓପିଏସସି) ପକ୍ଷରୁ ଗତମାସରେ ବିଜ୍ଞପ୍ତି ଜାରି କରାଯାଇଥିବା ବେଳେ ଏବେ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅଧିନରେ ଡ୍ରଗ-ଦେ-ଆଡିକସନ ସେଣ୍ଟର୍ସ (ଡିଏସି) ପାଇଁ ଷ୍ଟେଟ ସର୍ଭିସର ‘ଗ୍ରୁପ-ବି’ରେ ଏହି ନିଯୁକ୍ତି ଦିଆଯିବ । ଇଚ୍ଛୁକ ପ୍ରାର୍ଥୀମାନେ ଓପିଏସସିର ଅଫିସିଆଲ ୱେବସାଇଟକୁ ଯାଇ ସବିଶେଷ ତଥ୍ୟ ପାଇ ପାରିବେ ।

ଏପ୍ରିଲ ମାସ ୪ ତାରିଖରୁ ଏଥିପାଇଁ ଅନଲାଇନ୍ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇ ମେ ମାସ ୫ ତାରିଖରେ ସମାପ୍ତ ହେବ । ଅଣସଂରକ୍ଷିତ, ଶିକ୍ଷା ଓ ସାମାଜିକ କ୍ଷେତ୍ରରେ ପଛୁଆ ବର୍ଗ (ଏସଇବିସି), ଅନୁସୂଚିତ ଜାତି (ଏସସି), ଅନୁସୂଚିତ ଜନଜାତି (ଏସଟି) ପ୍ରାର୍ଥୀଙ୍କ ପାଇଁ ପଦ ଖାଲି ରହିଛି । ମୋଟ ୧୩ଟି ପଦ ଖାଲି ରହିଥିବା ବେଳେ ସେଥିମଧ୍ୟରୁ ୨ଟି ପଦ ମହିଳାଙ୍କ ପାଇଁ ସଂରକ୍ଷିତ ରହିଛି ।

ଚଳିତ ବର୍ଷ ଜାନୁଆରୀ ମାସ ୧ ତାରିଖ ସୁଦ୍ଧା ପ୍ରାର୍ଥୀଙ୍କର ଶିକ୍ଷାଗତ ଯୋଗ୍ୟତା ୨୧ରୁ ୩୮ ବର୍ଷ ମଧ୍ୟରେ ରହିଥିବା ଆବଶ୍ୟକ । ଏଥିରେ ଆବେଦନ କରିବାକୁ ହେଲେ ପ୍ରାର୍ଥୀ ସୋସିଆଲ ୱାର୍କରେ ପୋଷ୍ଟ-ଗ୍ରାଜୁଏଟ ଡିଗ୍ରୀ କରିଥିବେ ଓ ସାଇକିୟାଟ୍ରିକ ସୋସିଆଲ ୱାର୍କରେ ମାଷ୍ଟର ଅଫ୍ ଫିଲୋସଫି କରିଥିବେ । ଦୁଇ ବର୍ଷିଆ ଫୁଲ୍ ଟାଇମ୍ କୋର୍ସ ସମାପ୍ତ ପରେ ଏହି ଶିକ୍ଷା ଗ୍ରହଣ କରିଥିବା ଆବଶ୍ୟକ । ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ଦ୍ୱାରା ସ୍ୱୀକୃତିପ୍ରାପ୍ତ କୌଣସି ବିଶ୍ୱବିଦ୍ୟାଳୟରୁ ସୁପରଭାଇଜ୍ କ୍ଲିନିକାଲ ଟ୍ରେନିଂ ମଧ୍ୟ ଏଥିରେ ଅନ୍ତର୍ଭୁକ୍ତ ରହିଥିବା ଆବଶ୍ୟକ ।

ଆହୁରି ପଢନ୍ତୁ

ରାଜ୍ୟ କ୍ୟାବିନେଟ୍‌ରେ ବଡ଼ ଘୋଷଣା ;…

(Viral Video )ଦେଖନ୍ତୁ କିଭଳି ହେଲିକପ୍ଟର…

ଅନଲାଇନ୍ ଆବେଦନ ଲିଙ୍କ: https://opscechayan.in/#/auth/landing

 

Share

Prev Post

ଲିଭ୍‌-ଇନ୍‌ରେ ବ୍ରେକ୍‌ଅପ୍ ହେଲେ ବି ଦେବାକୁ ପଡିବ ଭରଣପୋଷଣ ଖର୍ଚ୍ଚ, ମହିଳାଙ୍କ ଅଧିକାରକୁ ନେଇ ଆସିଲା ହାଇକୋର୍ଟଙ୍କ ବଡ ଆଦେଶ

Next Post

ଓଡ଼ିଶା ମ୍ୟୁନିସିପାଲ ଫାଇନାନ୍ସ ସର୍ଭିସ କ୍ୟାଡରରେ ନିଯୁକ୍ତି: ଫାଇନାନ୍ସ ଓ ଆକାଉଣ୍ଟସ ଅଫିସର ପଦ ପାଇଁ ଆବେଦନ ଆରମ୍ଭ

You might also like More from author
Breaking News

ରାଜ୍ୟ କ୍ୟାବିନେଟ୍‌ରେ ବଡ଼ ଘୋଷଣା ; ୫ପ୍ରସ୍ତାବରେ ଲାଗିଲା ମୋହର

Featured

(Viral Video )ଦେଖନ୍ତୁ କିଭଳି ହେଲିକପ୍ଟର ରଶିରେ ଝୁଲି ଚମ୍ପଟ ମାରୁଛନ୍ତି ନେପାଳୀ ମନ୍ତ୍ରୀ !…

Breaking News

କିଏ ଏହି ସୁନ୍ଦରୀ ? ଯାହାଙ୍କ ପାଇଁ ନେପାଳରେ ଦେଖା ଦେଇଛି ଭୟଙ୍କର ପରିସ୍ଥିତି, କାହିଁକି ସେନା ମଧ୍ଯ…

Asia Cup

ୟୁଏଇ ଚିତପଟାଙ୍ଗ, ଦମଦାର ବିଜୟ ସହ ଟିମ୍ ଇଣ୍ଡିଆର ଏସିଆ କପ ଅଭିଯାନ ଆରମ୍ଭ, ସଣ୍ଡେରେ ସୁପର…

Featured

ଶୋଇବା ପୂର୍ବରୁ ଆଦୌ ଛୁଅନ୍ତୁ ନାହିଁ ଏହି ୬ଟି ଜିନିଷ, ନଚେତ ରାତି ତମାମ ରହିବେ ଅନିଦ୍ରା…

Asia Cup

ଗାଁ ଓ ଗଲି କ୍ରିକେଟଠୁ ବି ହୀନ, ୟୁଏଇ ମାତ୍ର 57 ରନରେ ଅଲଆଉଟ, ଗୋଟିଏ ମ୍ୟାଚରେ ଟିମ୍ ଇଣ୍ଡିଆ କଲା…

Prev Next
Odisha Bhaskar

Recent Posts

ରାଜ୍ୟ କ୍ୟାବିନେଟ୍‌ରେ ବଡ଼ ଘୋଷଣା ;…

୧ ଓଭରରେ ୩ ଓ୍ୱିକେଟ୍… ଏକ ବର୍ଷ ପରେ…

(Viral Video )ଦେଖନ୍ତୁ କିଭଳି ହେଲିକପ୍ଟର…

କିଏ ଏହି ସୁନ୍ଦରୀ ? ଯାହାଙ୍କ ପାଇଁ ନେପାଳରେ…

ୟୁଏଇ ଚିତପଟାଙ୍ଗ, ଦମଦାର ବିଜୟ ସହ ଟିମ୍…

ଶୋଇବା ପୂର୍ବରୁ ଆଦୌ ଛୁଅନ୍ତୁ ନାହିଁ ଏହି ୬ଟି…

Polls

ପ୍ରବାସୀ ଭାରତୀୟ ଦିବସ ଓଡ଼ିଶାର ପ୍ରଗତିରେ ସହାୟକ ହେବ କି?

View Results

Loading ... Loading ...
More Stories

ରାଜ୍ୟ କ୍ୟାବିନେଟ୍‌ରେ ବଡ଼ ଘୋଷଣା ;…

(Viral Video )ଦେଖନ୍ତୁ କିଭଳି ହେଲିକପ୍ଟର…

କିଏ ଏହି ସୁନ୍ଦରୀ ? ଯାହାଙ୍କ ପାଇଁ ନେପାଳରେ…

ୟୁଏଇ ଚିତପଟାଙ୍ଗ, ଦମଦାର ବିଜୟ ସହ ଟିମ୍…

Prev Next 1 of 27,951
© 2025 - TK Digital All Rights Reserved.