ଭୁବନେଶ୍ୱର: ସାଧାରଣ ଲୋକଙ୍କ ପାଇଁ ଖୋଲା ରହିବ ପିବିଡି ପ୍ରଦର୍ଶନୀ । ଆଜି ଜନତା ମଇଦାନ ପ୍ରବାସୀ ଭାରତୀୟ ଦିବସ ପ୍ରଦର୍ଶନୀ ଖୋଲା ରହିବ । ଆଜି ସନ୍ଧ୍ୟାରୁ ୧୨ ତାରିଖ ସନ୍ଧ୍ୟା ପର୍ଯ୍ୟନ୍ତ ଖୋଲା ରହିବ ।
ସାଧାରଣ ଲୋକ ଏବଂ ଛାତ୍ରଛାତ୍ରୀଙ୍କ ପାଇଁ ପିବିଡି ପ୍ରଦର୍ଶନୀ ଖୋଲା ରହିବ ।
୮ ତାରିଖରୁ ଜନତା ମୈଦାନରେ ଆରମ୍ଭ ହୋଇଥିବା ପ୍ରବାସୀ ଭାରତୀୟ ଦିବସ ସମ୍ମେଳନ ପ୍ରଦର୍ଶନୀ ଏବେ ସାଧାରଣ ଲୋକଙ୍କ ପାଇଁ ଖୋଲା ଗଲା । ଏନଆରଆଇଙ୍କ ବ୍ୟତୀତ ସାଧାରଣ ଲୋକ ମଧ୍ୟ ଏହି ପ୍ରଦର୍ଶନୀର ମଜା ଉଠାଇ ପାରିବେ । ତିନିଦିନ ଧରି ଚାଲିଥିବା।
ଲୋକମ।ନେ ପ୍ରଦର୍ଶନୀର ବିଭିନ୍ନ ଷ୍ଟଲ ବୁଲିବେ ।
ଏହି କାର୍ଯ୍ୟକ୍ରମର ଆଜି ହେଉଛି ଶେଷ ସନ୍ଧ୍ୟା । ୪୦ରୁ ଅଧିକ ଦେଶରେ ରହୁଥିବା ପ୍ରବାସୀ ଭାରତୀୟ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କାର୍ଯ୍ୟକ୍ରମର ଉଦ୍ୟାପନ କରିବେ ।