ଉତ୍କଳ ବିଶ୍ୱବିଦ୍ୟାଳୟକୁ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ମାନ୍ୟତା ପାଇଁ ଚିଠି ଲେଖିଲେ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର, ୨୭ ।୧୧(ଓଡିଶା ଭାସ୍କର): ଉତ୍କଳ ବିଶ୍ୱବିଦ୍ୟାଳୟକୁ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ମାନ୍ୟତା ପାଇଁ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପୋଖରିଆଲଙ୍କୁ ଚିଠି ଲେଖିଲେ ଧର୍ମେନ୍ଦ୍ର ପ୍ରଧାନ । ଏ ପ୍ରସଙ୍ଗରେ…

ଅଚାନକ୍ ନାଚିବାରେ ଲାଗିଲେ ନାଗ-ନାଗୁଣୀ, ଭାଇରାଲ ଭିଡିଓ

କାହାଣୀରେ ସାପ ନୃତ୍ୟ କରନ୍ତି ବୋଲି ତ ସମସ୍ତେ ଶୁଣିଥିବେ । କିନ୍ତୁ ବହୁତ କମ ଲୋକ ସାପମାନଙ୍କ ନୃତ୍ୟ ଦେଖିଥିବେ । ଏପରି ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଏକ ପ୍ରେମୀ ଯୁଗଳ ସାପ…

ପ୍ରତିଦିନ ଖାଆନ୍ତୁ ଗୋଟିଏ ସେଓ, ମିଳିଥାଏ ଏହି ସବୁ ଫାଇଦା

ପ୍ରାୟ ସମସ୍ତିଙ୍କୁ ସେଓ ଖାଇବାକୁ ଭଲ ଲାଗିଥାଏ। କଥାରେ ମଧ୍ୟ ଅଛି ପ୍ରତିଦିନ ଗୋଟିଏ ସେଓ ଖାଇବା ଦ୍ୱାରା ଡାକ୍ତରଙ୍କ ପାଖକୁ ଯିବାକୁ ପଡିନଥାଏ।  ପ୍ରତିଦିନ ଗୋଟିଏ ସେଓ ଖାଇବା ଦ୍ୱାରା ଅନେକ ରୋଗରୁ ରକ୍ଷା ମିଳିଥାଏ।…

ବ୍ୟବସାୟୀଙ୍କୁ ଭୁଜାଲିରେ ହାଣି ଲୁଟିନେଲେ ଟଙ୍କା

ବାରିପଦା,୨୭ ।୧୧(ଓଡିଶା ଭାସ୍କର): ରାଜ୍ୟରେ ବଢିଚାଲିଛି ଲୁଟପାଟ୍ । ଏହାରି ମଧ୍ୟରେ ବାରିପଦାରେ ଜଣେ ବ୍ୟବସାୟୀଙ୍କୁ ଭୁଜାଲିରେ ହାଣି ଟଙ୍କା ଲୁଟିନେଇଛନ୍ତି ଦୁର୍ବୃତ୍ତ । ବେତନଟୀ ବଜାରରେ ବ୍ୟବସାୟୀଙ୍କୁ ଆକ୍ରମଣ କରି…

ବାପା,ପୁଅଙ୍କୁ ବାନ୍ଧିନେଲା ଭିଜିଲାନ୍ସ

ଭୁବନେଶ୍ୱର, ୨୭ ।୧୧(ଓଡିଶା ଭାସ୍କର): ଆଇଏଫଏସ ଅଭୟକାନ୍ତ ପାଠକ ଓ ତାଙ୍କ ପୁଅ ଆକାଶ ପାଠକଙ୍କୁ ଗିରଫ କରିଛି ଭିଜିଲାନ୍ସ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ଉଭୟ ଗିରଫ ହୋଇଛନ୍ତି । ଉଭୟଙ୍କୁ ଗିରଫ ପରେ…

ଦୁଃଖ ଓ ଟେନସନକୁ ଦୂର କରିବାକୁ ଆପଣାନ୍ତୁ ଏହି ଉପାୟ

ଆଜିକାଲି ଦୁନିଆରେ ଲୋକମାନେ ନିଜ କ୍ୟାରିୟରକୁ ନେଇ ଟେନସନ ଓ ଦୁଃଖରେ ରହିଆସୁଛନ୍ତି । ଯଦି ଆପଣ ବି ଏହିପରି ସମସ୍ୟା ଭୋଗ କରୁଛନ୍ତି ତେବେ ଆପଣାନ୍ତୁ ଏହି ଉପାୟ.. -ମେଡିଟେସନ ବା ଧ୍ୟାନ ସମୟରେ ଗଭୀର ନିଶ୍ୱାସ…

ବିଧାନସଭା ସମ୍ମୁଖରେ ପୁଣି ଆତ୍ମାହୁତି ଉଦ୍ୟମ

ଭୁବନେଶ୍ୱର,୨୭ ।୧୧(ଓଡିଶା ଭାସ୍କର): ବିଧାନସଭା ସାମ୍ନାରେ ୩ ଜଣ ଚାଷୀ ଆତ୍ମାହୁତି ଉଦ୍ୟମ କରିଛନ୍ତି । ଆଠଗଡର ୩ ଚାଷୀ ନିଜ ଦେହରେ କିରୋସିନି ଢାଳି ଆତ୍ମାହୁତି ଉଦ୍ୟମ କରିଥିବା ସୂଚନା ମିଳିଛି । କିରୋସିନି ଢାଳିବା…

ଭିଜିଲାନ୍ସ ଜାଲରେ କନିଷ୍ଠ ଯନ୍ତ୍ରୀ

ସୁନ୍ଦରଗଡ,୨୭ ।୧୧(ଓଡିଶା ଭାସ୍କର): ସୁନ୍ଦରଗଡରେ ଭିଜିଲାନ୍ସ ଜାଲରେ ଫସିଲେ ୱେସକୋ ଯନ୍ତ୍ରୀ । ୧୫ ହଜାର ଟଙ୍କା ଲାଞ୍ଚ ନେଉଥିବା ଧରାପଡିଛନ୍ତି କନିଷ୍ଠ ଯନ୍ତ୍ରୀ । ଲାଞ୍ଚ ନେଉଥିବା ବେଳେ ୱେସକୋର ସବଡେଗା ସେକସନର…