ବ୍ରେକ୍ ଫେଲ୍ ହେବାରୁ ଚାଲିଗଲା ଜୀବନ

ଦିଗପହଣ୍ଡି,୨୦ ।୧୦(ଓଡିଶା ଭାସ୍କର): ଦିଗପହଣ୍ଡି ପାତ୍ରପୁର ବ୍ଲକ କଣ୍ଟାଖାଳି ଗାଁ ନିକଟରେ ଘଟିଯାଇଛି ଏକ ମର୍ମନ୍ତୁଦ ଦୁର୍ଘଟଣା । ଗାଡି ବ୍ରେକ ଫେଲ୍ ହେବାରୁ ଘଟିଛି ଦୁର୍ଘଟଣା । ଫଳରେ ଜଣଙ୍କର ମୃତ୍ୟୁ ହୋଇଥିବା…

ରାଜ୍ୟରେ ପ୍ରବଳ ବର୍ଷିବ

ଭୁବନେଶ୍ୱର,୨୦ ।୧୦(ଓଡିଶା ଭାସ୍କର): କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇଛି । ଏହାର ପ୍ରଭାବରେ ରାଜ୍ୟର କିଛି ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ୨୧ ତାରିଖ ଦିନ ପାଇଁ ରାଜ୍ୟର ୩ଟି…

ଟ୍ୱିନ୍ ସିଟି ପାଇଁ ହେଲ୍ପ ଲାଇନ୍ ନମ୍ବର ଜାରି କଲେ ଡିଜିପି

ଭୁବନେଶ୍ୱର,୨୦ ।୧୦(ଓଡିଶା ଭାସ୍କର): ଟ୍ୱିନସିଟିରେ ‘ଦାଦାବଟିକୁ ନା’ କାର୍ଯ୍ୟକ୍ରମ ଜୋରସୋରରେ ଆରମ୍ଭ ହୋଇଛି । ଏନେଇ ଆଜି ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ହେଲ୍ପ ଲାଇନ୍ ନମ୍ବର ଜାରି କରିଛନ୍ତି ପୋଲିସ ଡିଜି ଅଭୟ…

ରାଜା ଆଚାର୍ଯ୍ୟ ବିରୋଧରେ ଲାଗିପାରେ ଏନଏସଏ

ଭୁବନେଶ୍ୱର,୨୦ ।୧୦(ଓଡିଶା ଭାସ୍କର): ଗ୍ୟାଙ୍ଗଷ୍ଟର ରାଜା ଆଚାର୍ଯ୍ୟ ବିରୋଧରେ ଲାଗିପାରେ ଏନଏସଏ । ଏନଏସଏ ଲାଗୁ କରିବାକୁ ପ୍ରକ୍ରିୟା ଆରମ୍ଭ କରିଛି କମିଶନରେଟ୍ ପୋଲିସ । ଏନେଇ କମିଶନରେଟ୍ ପୋଲିସ ପକ୍ଷରୁ ୧୧୦ ଧାରାରେ…

ଭକ୍ତଙ୍କ ପାଇଁ ଖୁସି ଖବର: ମହାପ୍ରସାଦ ଉପରୁ ହଟିଲା କଟକଣା

ପୁରୀ, ୨୦ ।୧୦(ଓଡିଶା ଭାସ୍କର): କରୋନା ସଙ୍କଟ ମଧ୍ୟରେ ଭକ୍ତମାନଙ୍କ ପାଇଁ ଆସିଛି ଖୁସି ଖବର । ଏଣିକି ପୁରୀ ଶ୍ରୀମନ୍ଦିରରେ ଭକ୍ତ ପାଇପାରିବେ ମହାପ୍ରସାଦ । ଆଜି ମହାପ୍ରସାଦ ଉପରେ ଥିବା ସମସ୍ତ କଟକଣାକୁ ହଟାଯାଇଛି ।…

ସନ୍ଧ୍ୟା ୬ଟାରେ ଦେଶକୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୨୦ ।୧୦: ଆଜି ସନ୍ଧ୍ୟା ୬ଟାରେ ଦେଶକୁ ବାର୍ତ୍ତା ଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । କରୋନା ସଙ୍କଟ ମଧ୍ୟରେ ପ୍ରଧାନମନ୍ତ୍ରୀ ବହୁବାର ଦେଶକୁ ସମ୍ବୋଧିତ କରିସାରିଛନ୍ତି । ଏନେଇ ପ୍ରଧାମନ୍ତ୍ରୀ ଟଟ୍ଟ୍…