ଅଧିକ ଦାମରେ ଚିକେନ ବିକୁଥିବାରୁ ଜୀବନରୁ ମାରିଦେଲେ

ଭୁବନେଶ୍ୱର:୩୦ ।୪(ଓଡିଶା ଭାସ୍କର) : ବଢ଼ୁଛି ଅପରାଧ । ବଢ଼ୁଛି ଅପରାଧିକ ମାନସିକତା । ଛୋଟ ଛୋଟ ଘଟଣାରେ ଚାଲୁଛି ଚାଖୁ ,ଛୁରୀ । ଏବେ ସାମାନ୍ୟ ଚିକେନ ଦାମକୁ ନେଇ ଛୁରୀ ମାଡରେ ଜଣଙ୍କ ଜୀବନ ଯାଇଛି । ଘଟଣା ଘଟିଛି…

ଏକାସାଙ୍ଗରେ ୫ଟି ଛୁଆଙ୍କୁ ଜନ୍ମ ଦେଲେ ମହିଳା

ଉତ୍ତରପ୍ରଦେଶର ବାରାବଙ୍କି ଅଞ୍ଚଳରେ ସୃଷ୍ଟିର ଏକ କମାଲ ଦେଖିବାକୁ ମିଳିଛି । କରୋନା ଯୋଗୁଁ ଲକ୍-ଡାଉନ୍ ଚାଲିଥିବା ବେଳେ ଜଣେ କୃଷକଙ୍କ ପତ୍ନୀ ଏକା ସାଙ୍ଗରେ ୫ଟି ଛୁଆଙ୍କୁ ଜନ୍ମ ଦେଇଛନ୍ତି । ନର୍ମାଲ ଡେଲିଭରୀରେ ଜନ୍ମ…

ମାସ୍କ ନ ବାନ୍ଧିଲେ ୫୦୦୦ ,ଦୋକାନୀ ହାତ ଧୋଇବାକୁ ବ୍ୟବସ୍ଥା ନକଲେ ୧୦୦୦ ଟଙ୍କା ଫାଇନ

ଭୁବନେଶ୍ୱର:୩୦ ।୪(ଓଡିଶା ଭାସ୍କର) : ମୁହଁରେ ମାସ୍କନଥିଲେ ଏଣିକି ୫ହଜାର ଟଙ୍କାର ତଣ୍ଡ ଗଣିବେ । କରୋନା ଭୟଭୟତାକୁ ନଜରରେ ରଖି ଏଭଳି କଠୋର ନିଷ୍ପତ୍ତି ନିଆଯାଇଛି । ତାଛଡା ଲକ ଡାଉନ ସମୟରେ ଲୋକଙ୍କ ଆବଶ୍ୟକତାକୁ…

ଭେଟେରାନ୍ ଅଭିନେତା ଋଷି କପୁରଙ୍କ ପରଲୋକରେ ପ୍ରଧାନମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର, ୩୦ା୪(ଓଡ଼ିଶା ଭାସ୍କର): ଆଜି ବଲିଉଡ଼ ଅଭିନେତା ଋଷି କପୁରଙ୍କ ପରଲୋକ ଘଟିଛି । ମୁମ୍ବାଇର ଏକ ଘରୋଇ ହସ୍ପିଟାଲରେ ୬୭ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି । ତାଙ୍କ ଦେହାନ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର…

୨୨ ଘଣ୍ଟାରେ କ୍ୟାନ୍ସର ନେଇଗଲା ୨ ମହାନ୍ ଅଭିନେତାଙ୍କ ଜୀବନ

ବଲିଉଡ୍ ଜଗତ ପାଇଁ ବିଗତ ୨୨ ଘଣ୍ଟା ବହୁତ ଦୁଃଖଦାୟକ ପ୍ରମାଣିତ ହୋଇଛି । ଦୁଇ ମହାନେତା ଇରଫାନ୍ ଖାନ୍ ଓ ଋଷି କାପୁରଙ୍କୁ ଦେଶ ହରାଇସାରିଛି । ଇରଫାନଙ୍କ ମୃତ୍ୟୁ ଗତକାଲି ହୋଇଥିବା ବେଳେ ଋଷି କାପୁରଙ୍କ ଆଜି ଦୁନିଆକୁ…

ପରିବା ଆଣିବାକୁ ଯାଇ ବାହା ହେଲା ପୁଅ ,ଲକଡାଉନ ପାଇଁ ନୂଆ ବୋହୁକୁ ଘରେ ପୂରାଇଲାନି ମା

ଭୁବନେଶ୍ୱର:୩୦ ।୪(ଓଡିଶା ଭାସ୍କର): ଲକ୍ ଡାଉନ୍ ଘୋଷଣା ଭିତରେ ଘର ପାଇଁ ପରିବା ଏବଂ ରାଶନ୍ ସାମଗ୍ରୀ ଆଣିବାକୁ ଯାଇଥିଲା ପୁଅ। କିନ୍ତୁ, ଘରକୁ ଫେରିଲା ବେଳକୁ ସାଙ୍ଗରେ ନେଇ ଆସିଲା ବୋହୂ। କିନ୍ତୁ ମା’ ପୁଅ ବୋହୂଙ୍କୁ…

ଭେଟେରାନ୍ ଅଭିନେତା ଋଷି କପୁରଙ୍କ ପରଲୋକରେ ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର, ୩୦ା୪(ଓଡ଼ିଶା ଭାସ୍କର): ଆଜି ବଲିଉଡ଼ ଅଭିନେତା ଋଷି କପୁରଙ୍କ ପରଲୋକ ଘଟିଛି । ମୁମ୍ବାଇର ଏକ ଘରୋଇ ହସ୍ପିଟାଲରେ ୬୭ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି । ତାଙ୍କ ଦେହାନ୍ତରେ ମୁଖ୍ୟମନ୍ତ୍ରୀ ନବୀନ…

ପରଲୋକରେ ବଲିଉଡର ଭେଟେରାନ୍ ଅଭିନେତା ଋଷି କପୁର : ମୁମ୍ବାଇର ଘରୋଇ ଡାକ୍ତରଖାନାରେ ୬୭ ବର୍ଷ ବୟସରେ ଦେହାନ୍ତ

୬୭ ବର୍ଷ ବୟସରେ ଆଖି ବୁଜିଲେ ଭେଟେରାନ୍ ଆକ୍ଟର ଋଷି କପୁର । କିଛି ଲୋକ ଦୁନିଆକୁ ଆସନ୍ତି, ପୁଣି ଅଭିନୟ କରି ବାହୁଡ଼ି ଯାଆନ୍ତି । ମାତ୍ର କିଛି ଏମିତି ଲୋକ ଆସନ୍ତି, ଯିଏ ମୃତ୍ୟୁ ପରେ ବି ଅନେକଙ୍କ ହୃଦୟରେ…