Featured କରୋନା ମୁକ୍ତ କନିକା Odisha Bhaskar Bureau Apr 6, 2020 ହସ୍ପିଟାଲରୁ ଡିସ୍ଚାର୍ଜ ହେଲେ ବଲିଉଡ ଗାୟିକା କନିକା କାପୁର । ଗତ ମାର୍ଚ୍ଚ ୯ ତାରିଖରେ ସେ ଲଣ୍ଡନରୁ ପେରିବା ର କିଛି ଦିନ ପରେ ସେ କରୋନା ସଂକ୍ରମିତ ହୋଇଥିଲା ।ଲଗାତାରା ତାଙ୍କ ଚାରି ଚାରିଟି ଟେଷ୍ଟ ରିପୋର୍ଟ…
Featured ଆସନ୍ତୁ ଜାଣିବା, ରକ୍ତଦାନ ଦ୍ୱାରା କରୋନା ଭାଇରସ୍ ବ୍ୟାପିପାରେ କି ? Odisha Bhaskar Bureau Apr 6, 2020 କରୋନା ଭାଇରସ୍ ସାରା ବିଶ୍ୱରେ ଆତଙ୍କ ଖେଳାଇ ରଖିଛି । ଏହାମଧ୍ୟରେ ରକ୍ତଦାତାଙ୍କ ମନରେ ଅନେକ ପ୍ରଶ୍ନ ଆସୁଛି । ଏହାରି ମଧ୍ୟରେ ସେମାନେ ରକ୍ତଦାନ କରିବା ଉଚିତ୍ କି ନାହିଁ ସେ ନେଇ ଦ୍ୱନ୍ଦ୍ୱ ମଧ୍ୟରେ ରହିଛନ୍ତି ।…
Breaking News ବଡ ଖବର: କରୋନା ପାଇଁ ଟୀକା ପ୍ରସ୍ତୁତ କଲା ଭାରତ ବାୟୋଟେକ୍, ପରୀକ୍ଷା ପାଇଁ ପଠାଗଲା ଆମେରିକା Odisha Bhaskar Bureau Apr 6, 2020 ନୂଆଦିଲ୍ଲୀ,୬ ।୪:କରୋନା ଭାଇରସ ଯୁଦ୍ଧରେ ଜିତିବା ପାଇଁ ସାରା ବିଶ୍ୱର ସରକାର ସମସ୍ତ ପ୍ରୟାସ ଜାରି ରଖିଥିବା ବେଳେ ବୈଜ୍ଞାନିକମାନେ ଏଥିପାଇଁ ଟୀକା ପ୍ରସ୍ତୁତ କରିବାରେ ଦିନ ରାତି ଲାଗିଛନ୍ତି । ହାଇଦ୍ରାବାଦର ଟୀକା…
Breaking News କଟକରେ ୨ଟି ପଞ୍ଚାୟତ ସିଲ୍ Odisha Bhaskar Bureau Apr 6, 2020 କଟକ, ୬ା୪(ଓଡ଼ିଶା ଭାସ୍କର): କଟକ ସାଲେପୁର ଓ ନିଶ୍ଚିତକୋଇଲି ବ୍ଲକର ୨ଟି ପଞ୍ଚାୟତକୁ ଆଜି ସିଲ୍ କରାଯାଇଛି । ଜୟରାମପୁର ପଞ୍ଚାୟତକୁ ସମ୍ପୂର୍ଣ୍ଣ ସିଲ୍ କରିଛି ପୋଲିସ । ସେହିପରି ମିର୍ଜାପୁର ପଞ୍ଚାୟତର ୧୨ ଓ ୧୩ ନମ୍ବର…
Breaking News Sachin advised Dhoni to bat ahead of Yuvraj confirms Shewag Odisha Bhaskar Bureau Apr 6, 2020 MS Dhoni's promotion in the batting order ahead of Yuvraj Singh in the World Cup final is still treated as a masterstroke .But , Indian cricket legend Sachin Ramesh Tendulkar was …
Breaking News ଅଦ୍ଭୁତ ସଂଯୋଗ: ଝିଅ DSP ତ ବାପା SI, ଗୋଟିଏ ଥାନାରେ ଦେଉଛନ୍ତି ଡ୍ୟୁଟି Odisha Bhaskar Bureau Apr 6, 2020 ସିଦ୍ଧି,୬ ।୪: ମଧ୍ୟପ୍ରଦେଶରେ ବାପା ଓ ଝିଅ ଏକା ସାଙ୍ଗରେ ଗୋଟିଏ ପୋଲିସ ଷ୍ଟେସନରେ କାମ କରୁଥିବା ଦେଖିବାକୁ ମିଳିଛି । ଏହାକୁ ସଂଯୋଗ ବା ଭାଗ୍ୟ ବୋଲି ବି କୁହାଯାଇପାରିବ, କାରଣ ବାପ-ଝିଅ କେବେ ବି ଭାବି ନଥିଲେ ଯେ…
Breaking News ବିଜେପି @୪୦, ବିଶ୍ୱ ପାଇଁ ଭାରତ ଉଦାହରଣ ସୃଷ୍ଟି କରିଛି: ପ୍ରଧାନମନ୍ତ୍ରୀ Odisha Bhaskar Bureau Apr 6, 2020 ନୂଆଦିଲ୍ଲୀ, ୬ା୪: ବିଜେପିର ୪୦ତମ ସ୍ଥାପନା ଦିବସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି । ସେ କହିଛନ୍ତି ବର୍ତ୍ତମାନ ପୁରା ବିଶ୍ୱ କଠିନ ସମୟ ଦେଇ ଗତି କରୁଛି । ଏବେ ସମଗ୍ର ମାନବ ଜାତି…
Featured ଗଲାଥର ଅଷ୍ଟପ୍ରହରୀ ଏଥର ମଶାଲ୍ ଶୋଭାଯାତ୍ରା । Odisha Bhaskar Bureau Apr 6, 2020 କେବେ ବୁଝିବେ ଲୋକେ ? କଣ କରିବାକୁ କୁହାଯାଉଛି କରୁଛନ୍ତି କଣ ? ଗତ ଥର ଜନତା କର୍ଫ୍ୟୁ ବେଳେ ଘରେ ରହି ତାଳି ବଜାଇବାକୁ ପ୍ରଧାନମନ୍ତ୍ରୀ ଅପିଲ୍ କରିଥିଲେ । ହେଲେ ଲୋକେ ରାସ୍ତା ଉପରକୁ ଆସି କିର୍ତ୍ତନ କରିବା ଆରମ୍ଭ…
Breaking News ଗାଡି ସିଜ Odisha Bhaskar Bureau Apr 6, 2020 ଆଜି ସକାଳୁ ଭୁବନେଶ୍ୱରରେ ପୁଲିସ ୮୭୪ଟି ଗାଡି ଜବତ କରିଛି । ସମସ୍ତେ ମାର୍କେଟକୁ ଗାଡି ନେଇ ଅତ୍ୟାବଶ୍ୟକୀୟ ସାମଗ୍ରୀ କିଣିବାକୁ ଆସିଥିଲେ । ସେହିପରି କଟକରେ ମଧ୍ୟ ୧୦୦ ରୁ ଅଧିକ ଗାଡି ସିଜ କରାଯାଇଛି । ଏଥିସହିତ…
Breaking News ସମରେ କୋଭିଡ଼-୧୯ ହସ୍ପିଟାଲର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ Odisha Bhaskar Bureau Apr 6, 2020 ଭୁବନେଶ୍ୱର, ୬ା୪(ଓଡ଼ିଶା ଭାସ୍କର): କରୋନା ଯୁଦ୍ଧକାଳିନ ଭିତ୍ତିରେ ସମ୍ ରେ କୋଭିଡ଼-୧୯ ହସ୍ପିଟାଲର ଆଜି ଶୁଭାରମ୍ଭ ହୋଇଛି । ଏହାକୁ ଶୁଭାରମ୍ଭ କରିଛନ୍ତିି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭିଡ଼ିଓ କନଫରେନ୍ସ ଯୋଗେ ସେ…