୨୪ଘଣ୍ଟାରେ ସାମ୍ନାକୁ ଆସିଛି ୧୩୪୮ନୂଆ କେସ୍

ନୂଆଦିଲ୍ଲୀ, ୧୯ା୪: ପ୍ରତିଦିନ ପରି ଆଜି ମଧ୍ୟ କରୋନା ସମ୍ପର୍କିତ ସୂଚନା ଦେଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଯୁଗ୍ମ ସଚିବ ଲବ୍ ଅଗ୍ରୱାଲ । ସେ କହିଛନ୍ତି ଯେ ତାଲାବନ୍ଦ କଟକଣା କଡ଼ାକଡ଼ି ଭାବେ…

କରୋନା ମୁକାବିଲା, ସରପଞ୍ଚଙ୍କୁ ମିଳିଲା ଜିଲ୍ଲାପାଳ କ୍ଷମତା

ଭୁବନେଶ୍ୱର, ୧୯ା୪(ଓଡ଼ିଶାଭାସ୍କର): ଆଜି ରାଜ୍ୟବାସୀଙ୍କୁ ଭିଡ଼ିଓ ମେସେଜ ଜରିଆରେ ସମ୍ବୋଧିତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବାହାର ରାଜ୍ୟରେ ଫସିରହିଥିବା ଲୋକଙ୍କ ପାଇଁ ସରକାର ଏକ ବଡ଼ ଘୋଷଣା କରିଛନ୍ତି ।…

ଫସି ରହିଥିବା ଶ୍ରମିକଙ୍କ ପାଇଁ ବଡ଼ ଘୋଷଣା

ନୂଆଦିଲ୍ଲୀ, ୧୯ା୪: କରୋନା ସ୍ଥିତି ନେଇ ଦେଶ ଓ ରାଜ୍ୟ ତାଲାବନ୍ଦ ଥିବା ଯୋଗୁଁ ବହୁ ଶ୍ରମିକ ଫସି ରହିଛନ୍ତି । ସେହି ଫସି ରହିଥିବା ଶ୍ରମିକଙ୍କ ପାଇଁ ଆଜି ଏକ ବଡ଼ ଘୋଷଣା କରାଯାଇଛି । ରାଜ୍ୟ ଭିତରେ ଯିବା ଆସିବା କରି…

ମ୍ୟୁଜିକ୍ ଆଣ୍ଡ୍ ଡ୍ୟାନ୍ସ ଏକାଡ଼େମୀ ଆଳରେ ଚାଲୁଥିଲା ସେକ୍ସ ରାକେଟ୍‌, ୭ ଗିରଫ

ପାନୀପତ୍ : ଲକଡାଉନାର ସବୁକିଛି ବନ୍ଦ ରହିଛି । ତେବେ ପାନିପତ୍ ଅଞ୍ଚଳର ନ୍ୟୁ ହାଉସିଂ ବୋର୍ଡ଼ କଲୋନୀଠାରେ ଚାଲିଥିବା ସେକ୍ସ ରାକେଟର ପର୍ଦ୍ଦାଫାଶ କରିଛି ପୋଲିସ । ଆୟନ୍ ଡ୍ୟାନ୍ସ ଏକାଡ଼େମୀ ବାହାନାରେ ସେଠାରେ ସେକ୍ସ…

ଅନଲାଇନରେ ମଗାଇପାରିବେ ଜରୁରୀ ସାମଗ୍ରୀ

ନୂଆଦିଲ୍ଲୀ, ୧୯ା୪: କରୋନା ସ୍ଥିତି ନେଇ ଦେଶ ଓ ରାଜ୍ୟ ଲକ୍ ଡାଉନ ରହିଛି । ଏହାସହ ସମସ୍ତ ଦୋକାନ ବଜାର ମଧ୍ୟ ବନ୍ଦ ରହିଛି । ତେଣୁ ଲୋକମାନେ ଜରୁରୀସାମଗ୍ରୀ ପାଇଁ ହଇରାଣ ମଧ୍ୟ ହେଉଛନ୍ତି । ତେଣୁ ଅନଲାଇନ…

ହାଇକୋର୍ଟ ମୁଖ୍ୟ ବିଚାରପତି ହେବେ ଜଷ୍ଟିସ୍ ମହମ୍ମଦ ରଫିକ

କଟକ, ୧୯ା୪(ଓଡ଼ିଶା ଭାସ୍କର): ଓଡ଼ିଶା ହାଇକୋର୍ଟ ମୁଖ୍ୟ ବିଚାରପତି ହେବେ ଜଷ୍ଟିସ୍ ମହମ୍ମଦ ରଫିକ୍ । ସୁପ୍ରିମକୋର୍ଟ କଲେଜିୟମ ପକ୍ଷରୁ ଏନେଇ ସୁପାରିସ୍ ହୋଇଛି । ଜଷ୍ଟିସ ରଫିକ ବତ୍ତର୍ମାନ ମେଘାଳୟ ହାଇକୋର୍ଟ ମୁଖ୍ୟ…

ଅବହେଳା ଯୋଗୁଁ ଗୋଟିଏ ପରିବାରର ୨୬ ସଦସ୍ୟ କରୋନା ପଜିଟିଭ୍

ଦେଶରେ କରୋନା ଭାଇରସ ଆକ୍ରାନ୍ତଙ୍କ ସଂଖ୍ୟା ବଢି ବଢି ଯାଉଥିବା ବେଳେ କେତେକ ଲୋକେ ଏବେ ବି ଏହାକୁ ହାଲକାରେ ନେଉଛନ୍ତି । ହୋମ୍ କ୍ୱାରେଣ୍ଟାଇନରେ ରହି ମଧ୍ୟ ନିୟମ ମାନୁ ନାହାନ୍ତି । ସେହିଭଳି ଦିଲ୍ଲୀ କରୋନା ହଟସ୍ପର୍ଟ…

ଆସିଲା ୬୧ନମ୍ବର ଆକ୍ରାନ୍ତଙ୍କ ଗସ୍ତ ବିବରଣୀ

ଭୁବନେଶ୍ୱର, ୧୯ା୪(ଓଡ଼ିଶା ଭାସ୍କର): ଗତକାଲି ବାଲେଶ୍ୱରର ନିଳିଆବାଗଠାରେ ଜଣେ ୫୮ବର୍ଷିୟ ବୃଦ୍ଧଙ୍କର କରୋନା ରିପୋର୍ଟ ପଜିଟିଭ୍ ଆସିଥିଲା । ବର୍ତ୍ତମାନ ତାଙ୍କର ଗସ୍ତ ବିବରଣୀ ସମ୍ପର୍କରେ ଜଣାପଡ଼ିଛି । ଆକ୍ରାନ୍ତ ଜଣକ…