ଓଡିଶା ସମେତ କର୍ଣ୍ଣାଟକ, ୟୁପି,ବିହାର, ଛତିଶଗଡରେ ସମସ୍ତ ସ୍କୁଲ, କଲେଜ ବନ୍ଦ
ନୂଆଦିଲ୍ଲୀ,୧୩ ।୩: ବିଶ୍ୱ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି କରୋନା ଭାଇରସ୍ । ବିଶ୍ୱରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୩୨,୫୦୦ ହୋଇଥିବା ବେଳେ ଏଥିରେ ୫ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି । ୬୮ ହଜାରରୁ ଅଧିକ…