ଟେଷ୍ଟ କ୍ରିକେଟରୁ କାହିଁକି ସନ୍ୟାସ ନେଲେ ରୋହିତ? ଆଜି କରିଦେଲେ ବଡ଼ ଖୁଲାସା

ନୂଆଦିଲ୍ଲୀ: ପୂର୍ବତନ ଭାରତୀୟ ଅଧିନାୟକ ଏବଂ କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ୍ ରୋହିତ ଶର୍ମା ଚଳିତ ବର୍ଷ ମେ ମାସରେ ଟେଷ୍ଟ କ୍ରିକେଟରୁ ଅବସର ଘୋଷଣା କରିଥିଲେ । ଗୋଟିଏ ବର୍ଷ ପୂର୍ବେ ଟି-୨୦ ବିଶ୍ୱକପ୍ ଜିତିବା ପରେ ସେ…

“ମୋତେ ପସନ୍ଦ କରୁନଥିଲେ ଧୋନି”, ପୂର୍ବତନ କ୍ରିକେଟରଙ୍କ ଏଭଳି ବୟାନରେ ସମସ୍ତେ ଆଶ୍ଚର୍ଯ୍ୟ, କାହିଁକି କହିଲେ ଏମିତି

ନୂଆଦିଲ୍ଲୀ: ପୂର୍ବତନ ଭାରତୀୟ କ୍ରିକେଟର ମନୋଜ ତିୱାରୀ ଏକ ବଡ଼ ଖୁଲାସା କରିଛନ୍ତି। ସେ ୧୫ଟି ଅନ୍ତର୍ଜାତୀୟ ମ୍ୟାଚ୍‌ରେ ଟିମ୍ ଇଣ୍ଡିଆର ପ୍ରତିନିଧିତ୍ୱ କରିଥିଲେ। ସେ ତାଙ୍କ କ୍ୟାରିୟରରେ ଏକ ନୂଆଁ ମାଇଲଖୁଣ୍ଟ ହାସଲ…

Playing Elevenରେ କାହାର ଜାଗା ଖାଇବେ ଶୁଭମନ? ଜଣେ ବାହାରିବା ସୁନିଶ୍ଚିତ

ନୂଆଦିଲ୍ଲୀ: ପାଖେଇ ଆସୁଛି ଏସିଆ କପ ୨୦୨୫ । ୯ ସେପ୍ଟେମ୍ବରରୁ ଏହି ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବ । ବିସିସିଆଇ ଏସିଆ କପ ପାଇଁ ଟିମ ଇଣ୍ଡିଆର ଘୋଷଣା କରିଛନ୍ତି । ଭାରତର ଟି୨୦ ଟିମର ଅଧିନାୟକ ସୂର୍ଯ୍ୟକୁମାର ଯାଦବ ।…

ଆପଣ ଜାଣିଛନ୍ତି କି…କୁକୁର-ମଣିଷ ଭିତରେ କିଏ ପ୍ରଥମେ ବିଶ୍ବକୁ ଆସିଥିଲା, ଏମାନେ ହଡପ କରିଥିଲେ କୁକୁର ଜମି

ନୂଆଦିଲ୍ଲୀ: ଯେତେବେଳେ କୁକୁର ପ୍ରେମୀମାନେ ପ୍ରତିବାଦ କରନ୍ତି, ସେମାନେ ଏହା ମଧ୍ୟ ଯୁକ୍ତି ଦିଅନ୍ତି ଯେ କୁକୁର ପ୍ରଥମେ ଏହି ଦୁନିଆକୁ ଆସିଥିଲେ, ମଣିଷ ସେମାନଙ୍କ ଭୂମି ଦଖଲ କରିନେଲେ । କୁକୁରମାନଙ୍କର ପୂର୍ବପୁରୁଷ,…

ବାଃ ବାଃ ଭାରତ: ପାକିସ୍ତାନକୁ ଆଗୁଆ ଦେଲା ବନ୍ୟାର ଚେତାବନୀ, ସୋସିଆଲ ମିଡିଆରେ ଲୋକେ କଲେ ପ୍ରଶଂସା

ନୂଆଦିଲ୍ଲୀ: ଜମ୍ମୁରେ ସମ୍ଭାବ୍ୟ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଭାରତ ପାକିସ୍ତାନକୁ ଚେତାବନୀ ଦେଇଛି। ପାକିସ୍ତାନୀ ଗଣମାଧ୍ୟମ ରିପୋର୍ଟ କହୁଛି ଯେ, ମେ ମାସର ଯୁଦ୍ଧ ପରେ ଏହା ଦୁଇ ପଡ଼ୋଶୀଙ୍କ ମଧ୍ୟରେ ପ୍ରଥମ ଭଲ…

ମୂଷା କିପରି ହେଲା ଗଣେଶଙ୍କ ବାହାନ, କ’ଣ ରହିଛି ପୌରାଣିକ କଥା, ଆସନ୍ତୁ ଜାଣିବା

ଓଡ଼ିଶାଭାସ୍କର: ରାତି ପାହିଲେ ଗଣେଶ ପୂଜା। ବପ୍ପାଙ୍କ ସ୍ୱାଗତ ପାଇଁ ଅନେକ ପ୍ରସ୍ତୁତି। ଗାଁ ଠୁ ସହର ସବୁଠି ଜୋରସୋରରେ ଚାଲିଛି ପ୍ରସ୍ତୁତି। ବିଘ୍ନହର୍ତାଙ୍କୁ ନେଇ ଅନେକ କାହାଣୀ ରହିଛି। ଯାହା ଆପଣ ସମସ୍ତେ ଅଳ୍ପ ବହୁତ…

ସତର୍କ ଘଣ୍ଟି! ସକାଳ 7ଟାରୁ 11ଟା ମଧ୍ୟରେ ହୃଦଘାତର ଆଶଙ୍କା ସର୍ବାଧିକ, ହୃଦରୋଗ ବିଶେଷଜ୍ଞଙ୍କଠୁ ଜାଣନ୍ତୁ ମତ

ନୂଆଦିଲ୍ଲୀ: ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ଅନୁଯାୟୀ, 2022 ମସିହାରେ ପ୍ରାୟ 19.8 ନିୟୁତ ଲୋକ ହୃଦରୋଗ ଜନିତ ରୋଗରେ ମୃତ୍ୟୁବରଣ କରିଥିଲେ, ଯାହା ବିଶ୍ୱ ସ୍ତରରେ ମୋଟ ମୃତ୍ୟୁର ପ୍ରାୟ 32% । ଏହି ମୃତ୍ୟୁ ମଧ୍ୟରୁ…

ସୁବର୍ଣ୍ଣ ସୁଯୋଗ, BSFରେ ୧୧୨୧ ପଦବୀ ପାଇଁ ନିଯୁକ୍ତି, ଏହିପରି କରନ୍ତୁ ଆବେଦନ

ଓଡ଼ିଶାଭାସ୍କର: ସୀମା ସୁରକ୍ଷା ବଳ (BSF)ରେ ସରକାରୀ ଚାକିରି ସ୍ୱପ୍ନ ଦେଖୁଥିବା ଯୁବକମାନଙ୍କ ପାଇଁ ଏକ ବଡ଼ ଖବର। BSFହେଡ୍ କନଷ୍ଟେବଲ୍ ରେଡିଓ ଅପରେଟର (RO) ଏବଂ ରେଡିଓ ମେକାନିକ୍ (RM) ପଦବୀ ପାଇଁ ନିଯୁକ୍ତି ପ୍ରକାଶ…

ପାଣି ଛାଡୁ ଛାଡୁ ମିଳିବ କ୍ଷତିପୂରଣ, ରାଜ୍ୟରେ ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ପ୍ରତିକ୍ରିୟା

ଭୁବନେଶ୍ୱର: ରାଜ୍ୟରେ ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀଙ୍କର ପ୍ରତିକ୍ରିୟା ସାମ୍ନାକୁ ଆସିଛି । ସେ କହିଛନ୍ତି ଯେ, ବ୍ରାହ୍ମଣୀ ସତର୍କ ସଂକେତ ଉପରେ, ଆଖୁଆପଦାରେ ବୈତରଣୀ ସ୍ଥିର ଅଛି । ସେବା…

ସଞ୍ଜୁ ସାମସନଙ୍କ ଜର୍ସିରେ କାହିଁକି ଲେଖାଯାଇଛି DHONI? କାରଣ ଜାଣିଲେ ଆପଣ ବି ହେବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ: କେରଳ କ୍ରିକେଟ୍ ଲିଗ୍ (KCL) 2025 ରେ ଭାରତୀୟ କ୍ରିକେଟ୍ ଷ୍ଟାର ସଞ୍ଜୁ ସାମସନ ପୁଣି ଥରେ ଖବରର ଶିରୋନାମାରେ ଅଛନ୍ତି । ଅଗଷ୍ଟ 25 ତାରିଖରେ ତିରୁବନନ୍ତପୁରମର ଗ୍ରୀନଫିଲ୍ଡ ଇଣ୍ଟରନ୍ୟାସନାଲ୍ ଷ୍ଟାଡିୟମରେ…