ଗାଜାରେ ପୁଣିଥରେ ବୋମା ବର୍ଷା କଲା ଇସ୍ରାଏଲ, 3 ସାମ୍ବାଦିକଙ୍କ ସମେତ 15ଜଣଙ୍କ ମୃତ୍ୟୁ
ନୂଆଦିଲ୍ଲୀ: ଇସ୍ରାଏଲୀ ସେନା ଗାଜାରେ ନିରନ୍ତର ଆକ୍ରମଣ କରୁଛି । ଇସ୍ରାଏଲର ଆକ୍ରମଣ ଗାଜାରେ ଅରାଜକତା ସୃଷ୍ଟି କରିଛି । ଇସ୍ରାଏଲ ପୁଣି ଥରେ ଗାଜାରେ ଏୟାରଷ୍ଟ୍ରାଇକ କରିଛି ।
ଇସ୍ରାଏଲୀ ସେନାର ଏହି କାର୍ଯ୍ୟରେ 3…