୧୮ ବର୍ଷ ପରେ ComeBack: ‘ମେ ଖିଲାଡି ତୁ ଅନାଡି’ର ସୁପରହିଟ ଯୋଡ଼ି ବଡ଼ ପରଦାରେ ଏକାଠି ଆସିବେ ନଜର
ମୁମ୍ବାଇ: 'ଜଲି ଏଲଏଲବି 3'ର ଚର୍ଚ୍ଚା ଭିତରେ ଅକ୍ଷୟ କୁମାର ତାଙ୍କର ଆଗାମୀ ଫିଲ୍ମର ସୁଟିଂ ଆରମ୍ଭ କରିଛନ୍ତି। ଏହି ଫିଲ୍ମରେ ଦର୍ଶକ ୧୮ ବର୍ଷ ପରେ ଅକ୍ଷୟଙ୍କ ସହ ସୈଫ ଅଲ୍ଲୀ ଖାନଙ୍କୁ ବଡ଼ ପରଦାରେ ଏକାଠି ଦେଖିବେ।…