ଶରୀରର ଏହି 5ଟି ଅଙ୍ଗରେ ଯନ୍ତ୍ରଣା ହେଉଥିଲେ ରୁହନ୍ତୁ ସାବଧାନ! କିଡନୀ ଡ୍ୟାମେଜ ହେଲେ ଦେଖାଯାଏ ଏହି ଲକ୍ଷଣ
ନୂଆଦିଲ୍ଲୀ: ଆମ ଶରୀରର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଅଙ୍ଗଗୁଡ଼ିକ ମଧ୍ୟରୁ ବୃକକ୍ ହେଉଛି ଗୋଟିଏ । ଏହା ରକ୍ତକୁ ସଫା କରିବା, ଶରୀରରେ ଜଳ ଏବଂ ଇଲେକ୍ଟ୍ରୋଲାଇଟ୍ ସନ୍ତୁଳନ ବଜାୟ ରଖିବା ଏବଂ ରକ୍ତଚାପକୁ ନିୟନ୍ତ୍ରଣ…