fbpx
BJD SKY
BJD SKY

Summer Tips: ଦୁର୍ଗନ୍ଧଯୁକ୍ତ ଝାଳରୁ ପାଆନ୍ତୁ ମୁକ୍ତି, କରନ୍ତୁ ଏହି ଘରୋଇ ଉପଚାର, ମିଳିବ ଅନେକ ଫାଇଦା

ଓଡ଼ିଶା ଭାସ୍କର: ଖରାଦିନେ ଝାଳ ବାହାରିବା ଏକ ସାଧାରଣ କଥା । କିନ୍ତୁ ଯେତେବେଳେ ଝାଳ ଦୁର୍ଗନ୍ଧ ବ୍ୟାପିବା ଆରମ୍ଭ କରେ, ସେତେବେଳେ ଏହା ଲଜ୍ଜାର କାରଣ ପାଲଟିଯାଏ । ଏଭଳି ସ୍ଥିତିରେ ଅନେକ ଲୋକ ବାହାରକୁ ଯିବାକୁ…

ରାଜ୍ୟ ସରକାରଙ୍କ ବଡ଼ ଘୋଷଣା, ୩ ଦିନ ପାଇଁ ସ୍କୁଲ ଛୁଟି

ଭୁବନେଶ୍ୱର: ଗ୍ରୀଷ୍ମ ପ୍ରବାହ ଏବଂ ବଢ଼ୁଥିବା ତାପମାତ୍ରାକୁ ଦୃଷ୍ଟିରେ ରଖି ଆଗାମୀ ୩ ଦିନ ପାଇଁ ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ ବନ୍ଦ ରହିବା ନେଇ ରାଜ୍ୟ ସରକାର ଘୋଷଣା କରିଛନ୍ତି । ଏପ୍ରିଲ ୧୮ରୁ ୨୦ ତାରିଖ ଯାଏ…

(Video) ପ୍ରକୃତିର କରାଳ ରୂପ: ଗୋଟିଏ ଦିନ ବର୍ଷାରେ ସାରା ସହର ଜଳମଗ୍ନ, ‘ସମୁଦ୍ର’ରେ ବୁଡ଼ି ରହିଛି ରନ୍-ୱେ

ନୂଆଦିଲ୍ଲୀ: ପ୍ରକୃତିର ନିୟମ ବଡ଼ ବିଚିତ୍ର । କେଉଁଠି ଡହଡହ ଖରାରେ ଜୀବଜନ୍ତୁ ଓ ମଣିଷ ଛଟପଟ ହେଉଛନ୍ତି ତ କେଉଁଠି ମୂସଳଧାରା ବର୍ଷା ଯୋଗୁଁ ଘର ବୁଡ଼ି ପାଣି ଆଣ୍ଠୁଏ । ଓଡ଼ିଶା ସମେତ ବିଭିନ୍ନ ରାଜ୍ୟରେ ପ୍ରବଳ ଖରା ଓ…

ଜୁନିୟର ଫୁଡ୍ ଆନାଲିଷ୍ଟ ପଦବୀ ପାଇଁ ନିଯୁକ୍ତି ସୁଯୋଗ, ମାତ୍ର ୨୫ ଟଙ୍କା ରହିଛି ଆବେଦନ ଶୁଳ୍କ, ଜାଣନ୍ତୁ ଡିଟେଲ୍ସ

ଓଡ଼ିଶା ଭାସ୍କର: ଆପଣ ସରକାରୀ ଚାକିରି ଆଶାୟୀ ତେବେ ଏହି ଖବର ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଅଟେ । ଉତ୍ତର ପ୍ରଦେଶର ସବୋର୍ଡିନେଟ୍ ସର୍ଭିସ ସିଲେକ୍ସନ କମିଶନ(UPSSSC) ଜୁନିୟର ଫୁଡ୍ ଆନାଲିଷ୍ଟ ପଦବୀ ପାଇଁ…

(Video) ଆଜି ରାମ ନବମୀ… ରାମଲଲାଙ୍କ ‘ସୂର୍ଯ୍ୟ ତିଳକ’ ଦେଖିବ ସାରା ଦୁନିଆ: କିପରି ହେବ କାର୍ଯ୍ୟକ୍ରମ?

ଓଡ଼ିଶା ଭାସ୍କର: ଅଯୋଧ୍ୟାରେ ପ୍ରତିଷ୍ଠିତ ଶ୍ରୀରାମ ମନ୍ଦିରରେ ଶୋଭା ପାଉଛନ୍ତି ‘ବାଲକ ରାମ’ ପ୍ରଭୁ ରାମଲଲା । ପ୍ରଭୁ ଶ୍ରୀରାମଙ୍କ ଏହି ସରଳ ଚେହେରା ଏବଂ ମନୋରମ ହସ ଶ୍ରଦ୍ଧାଳୁଙ୍କୁ ମନ୍ତ୍ରମୁଗ୍ଧ କରି ଦେଉଛି । ତେବେ…

ଆସନ୍ତାକାଲି ପ୍ରକାଶ ପାଇବ ପଞ୍ଜାବ ବୋର୍ଡ଼ ୧୦ମ ରେଜଲ୍ଟ ! ଏହି ୱେବସାଇଟରେ ଚେକ୍ କରିପାରିବେ ମାର୍କ ସିଟ୍

ନୂଆଦିଲ୍ଲୀ: ପଞ୍ଜାବ ବୋର୍ଡ଼ ରେଜଲ୍ଟ ୨୦୨୪ ପାଇଁ ଅପେକ୍ଷାରତ ଥିବା ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର । ଏପ୍ରିଲ ୧୮କୁ ବୋର୍ଡ଼ ରେଜଲ୍ଟ ପ୍ରକାଶ ପାଇବା ନେଇ ଚର୍ଚ୍ଚା ହେଉଛି । ତେବେ ଏନେଇ ପଞ୍ଜାବ ସ୍କୁଲ ଶିକ୍ଷା…

ରାମ ନବମୀର ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ନୂଆଦିଲ୍ଲୀ: (ଓଡ଼ିଶା ଭାସ୍କର) ରାମ ନବମୀର ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ‘ରାମ ନବମୀ ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ’ । ‘ଏହି ପବିତ୍ରପର୍ବ ସତ୍ୟ ଓ ଧର୍ମ ମାର୍ଗରେ ଚାଲିବାର…

ଝାଡ଼ଖଣ୍ଡରେ ଜମି ଦୁର୍ନୀତି ମାମଲାରେ EDର ବଡ଼ ଆକ୍ସନ, JMM ନେତାଙ୍କ ସମେତ ୪ ଜଣ ଗିରଫ

ରାଞ୍ଚି: ଝାଡ଼ଖଣ୍ଡ ଜମି ଦୁର୍ନୀତି ମାମଲାରେ ଆଜି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED) ୪ ଜଣଙ୍କୁ ଗିରଫ କରିଛି । ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା(JMM )ର ନେତା ଅନ୍ତୁ ତିର୍କୀଙ୍କ ସମେତ ଅନ୍ୟ ସହଯୋଗୀ ଯଥା ପ୍ରିୟରଞ୍ଜନ…

ଆଜି ଶେଷ ହେବ ପ୍ରଥମ ପର୍ଯ୍ୟାୟ ନିର୍ବାଚନୀ ପ୍ରଚାର: ୧୯ ତାରିଖରେ ହେବ ମତଦାନ

ନୂଆଦିଲ୍ଲୀ: ଏପ୍ରିଲ ୧୯ ତାରିଖରେ ଆରମ୍ଭ ହେବାକୁ ଯାଉଛି ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ । ଏଥିପାଇଁ ଗତ କିଛି ଦିନରୁ ଜୋରଦାର ପ୍ରଚାର ଜାରି ରଖିଥିଲେ ପ୍ରାର୍ଥୀ ଏବଂ ରାଜନୈତିକ ଦଳ । କିନ୍ତୁ ଆଜିଠାରୁ ଏହି…

ଆଠଗଡ଼: ଯାତ୍ରା ଦେଖି ଫେରୁଥିବା ବେଳେ ହାତୀ ଆକ୍ରମଣରେ ଯୁବକଙ୍କ ମୃତ୍ୟୁ

ଆଠଗଡ଼: (ଓଡ଼ିଶା ଭାସ୍କର) ଗୁରୁଡ଼ିଝାଟିଆ ଥାନା କାଣ୍ଡମୁଗୁରୀ ଗାଁରେ ଅଘଟଣ । ହାତୀ ଆକ୍ରମଣରେ ଜଣେ ଯୁବକଙ୍କ ମୃତ୍ୟୁ । ଯାତ୍ରା ଦେଖି ଫେରୁଥିବା ବେଳେ ହାତୀ ଆକ୍ରମଣର ଶିକାର ହୋଇଥିଲେ ଯୁବକ । ଘଟଣାସ୍ଥଳରେ ତଦନ୍ତ…