ବଡ଼ ଖବର: କାଲି ଚାଷୀଙ୍କ ଆକାଉଣ୍ଟକୁ ଆସିବ ସିଏମ୍ କିଷାନ ଟଙ୍କା, ପ୍ରତ୍ୟେକଙ୍କ ଖାତାକୁ ଯିବ ୨୦୦୦ ଟଙ୍କା
ଭୁବନେଶ୍ୱର: ଆସନ୍ତା କାଲି ମିଳିବ ସିଏମ କିଷାନ ଟଙ୍କା । ପ୍ରତ୍ୟେକ ଚାଷୀଙ୍କ ଆକଉଣ୍ଟକୁ ଯିବ ୨୦୦୦ ଟଙ୍କା ।
ରାଜ୍ୟର ୫୧ ଲକ୍ଷ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ମିଳିବ ଏହି ଟଙ୍କା । ନୂଆଖାଇ ଅବସରରେ ଚାଷୀଙ୍କୁ…