( video) ହୁତୁହୁତୁ ହୋଇ ଜଳିଗଲେ ଲୋକ, ଗ୍ୟାସ ଗାଡ଼ି ଧକ୍କାରେ ବଡ଼ ବିସ୍ଫୋରଣ ଘଟିଲା ଅଘଟଣ

ପଞ୍ଜାବ: ପଞ୍ଜାବର ହୋସିଆରପୁର ଜିଲ୍ଲାର ମାଣ୍ଡିଆଲା ଗାଁରେ ଘଟିଛି ଭୟଙ୍କର ଦୁର୍ଘଟଣା। ଏଲପିଜି ଟ୍ୟାଙ୍କରରେ ଏକ ବଡ଼ ବିସ୍ଫୋରଣ ଘଟି ଭୟଙ୍କର ଅଗ୍ନିକାଣ୍ଡ ହୋଇଛି। ଏହି ଦୁର୍ଘଟଣାରେ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ…

ଅଧ ରାତିରେ ବାଦଲଫଟା ବର୍ଷା, ଘର ଭିତରକୁ ପଶି ଆସିଲା ବନ୍ୟା ଜଳ, ଗାଁରେ ପ୍ରଳୟ, ମାଟି ତଳେ ଚାପି ହୋଇଗଲେ ଲୋକେ

ଉତ୍ତରାଖଣ୍ଡ: ଅଧ ରାତିରେ ବାଦଲ ଫାଟିଲା। ଲୋକଙ୍କ ଘରେ ଭଗ୍ନାବଶେଷ ପଶିଲା। ଆଉ ସେହି ଭଗ୍ନାବଶେଷ ତଳେ ଦାବି ହୋଇଗଲେ ଲୋକେ। ହଁ ପୁଣି ଅଧ ରାତିରେ ବାଦଲ ଫଟା ବର୍ଷା। ଚମୋଲି ଥରାଲିରେ ବାଦଲଫଟା ବର୍ଷା। ବାଦଲଫଟା…

ଆଜି ସପ୍ତପୁରୀ ଅମାବାସ୍ୟାରେ ଏହି ରାଶିଙ୍କ ଉପରେ ରହିବ ଶନିଙ୍କ କୃପା, ଏହି ରାଶି ରୁହନ୍ତୁ ସତର୍କ

ଓଡ଼ିଶା ଭାସ୍କର: ଆଜି ଶନିବାର ଭାଦ୍ରପଦ କୃଷ୍ଣ ପକ୍ଷର ଅମାବାସ୍ୟା ତିଥି। ଅମାବାସ୍ୟା ତିଥି ଆଜି ଦିନ ୧୧:୩୭ ପର୍ଯ୍ୟନ୍ତ ରହିବ। ଏହା ପରେ ପ୍ରତିପଦ ତିଥି ଆରମ୍ଭ ହେବ। ଆଜି ପରିଧ ଯୋଗ ଅପରାହ୍ନ ୧:୨୦ ପର୍ଯ୍ୟନ୍ତ ରହିବ।…

ଖୋଲିବ ହୀରକୁଦ୍ ଗେଟ୍‌, ଉପର ମୁଣ୍ଡରେ ବର୍ଷା ପାଇଁ ବଢ଼ୁଛି ଜଳଭଣ୍ଡାରର ଜଳସ୍ତର

ସମ୍ବଲପୁର: ଆଜି ପୁଣି ଖୋଲିବ ହୀରାକୁଦ ଜଳ ଭଣ୍ଡାରର ଗେଟ୍ । ୨୪ ଘଣ୍ଟାରେ ଜଳସ୍ତର ୩ଫୁଟ୍ ବଢ଼ିଲାଣି । ହୀରାକୁଦ ଜଳଭଣ୍ଡାରର ଜଳସ୍ତର ରହିଛି ୬୨୦. ୧୦ ଫୁଟ୍ । ପ୍ରବେଶ କରୁଛି ୨ ଲକ୍ଷ ୪୩ ହଜାର ୮୩୧ କ୍ୟୁସେକ୍ ଜଳ ।…

ଭାରତ ଫେରିଲା ଲୋକପ୍ରିୟ ଚାଇନା ଆପ୍ TikTok, ଖୋଲୁଛି ଓ୍ୱେବ୍ ସାଇଟ୍, ୟୁଜରଙ୍କ ମଧ୍ୟରେ ଉତ୍ସାହ!

ନୂଆଦିଲ୍ଲୀ: ଭାରତରେ ଅନବ୍ଲକ ହେଲା ଟିକଟକ୍ ଓ୍ୱେବସାଇଟ୍। ୫ ବର୍ଷ ପରେ ଅନବ୍ଲକ ହେଲା ଓ୍ୱେବସାଇଟ୍। ଜାତୀୟ ସୁରକ୍ଷା ଦୃଷ୍ଟିରୁ ଟିକଟକ୍ କୁ ବ୍ୟାନ୍ କରିଥିଲେ ସରକାର। ଚୀନ ବିଦେଶ ମନ୍ତ୍ରୀଙ୍କ ଗସ୍ତ ପରେ ଟିକଟକ୍…

ଗୋଟିଏ ବିଲ ବର୍ବାଦ କରିଦେଲା 2,00,000 ଚାକିରୀ, 40000 କମ୍ପାନୀ ଓ 3,22,24,00,30,000 ଟଙ୍କା, କେମିତି ଜାଣନ୍ତୁ ଏ ରିପୋର୍ଟରେ…

ଓଡ଼ିଶା ଭାସ୍କର: ଭାରତରେ ଗତ କିଛି ବର୍ଷ ମଧ୍ୟରେ ଅନଲାଇନ୍ ଗେମିଂ ବ୍ୟବସାୟ ଦ୍ରୁତ ଗତିରେ ବୃଦ୍ଧି ପାଉଥିଲା। କିନ୍ତୁ, ଏବେ ସଂସଦ ଏହା ଉପରେ କଠୋରତା ଦେଖାଇଛି। ଗୁରୁବାର ଦିନ ସଂସଦରେ ଅନଲାଇନ୍ ଗେମିଂ ପ୍ରମୋସନ୍ ଏବଂ…

ଚାଣକ୍ୟ ନୀତି; ଏହି ୪ଟି ଭଲ ଗୁଣ ଆପଣଙ୍କର ସବୁ ଦୁଃଖକୁ କରିଦେବ ଦୂର

ଓଡିଶାଭାସ୍କର: ଆଚାର୍ଯ୍ୟ ଚାଣକ୍ୟଙ୍କ ନୀତି ମାର୍ଗଦର୍ଶିକା ଭାବରେ କାର୍ଯ୍ୟ କରେ। ଚାଣକ୍ୟ ତାଙ୍କ ଜୀବନ ଅଭିଜ୍ଞତା ଏବଂ ଗଭୀର ଜ୍ଞାନ ଆଧାରରେ ମାନବ ଜୀବନର ପ୍ରତ୍ୟେକ ଦିଗ ବିଷୟରେ ଶିକ୍ଷା ଦେଇଛନ୍ତି। ତାଙ୍କ ନୀତି…

ନାଗ-ନାଗିନର ହୃଦୟସ୍ପର୍ଶୀ ପ୍ରେମ କାହାଣୀ, ନାଗର ମୃତ୍ୟୁରେ କାନ୍ଦୁଛି ନାଗିନ, ୨୪ ଘଣ୍ଟା ଶବ ପାଖରେ…

ଓଡ଼ିଶା ଭାସ୍କର: ମୋରେନାରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି। ପ୍ରଥମ ଦେଖାରେ ବିଶ୍ୱାସ କରିବା କଷ୍ଟକର। କିନ୍ତୁ, ଏହା ୧୦୦% ସତ୍ୟ। ଏକ ସାପ ରାସ୍ତା ପାର ହେଉଥିଲା, ସେତେବେଳେ ଏକ ଗାଡ଼ି ତାକୁ ଚାପି ଦେଇଥିଲା। ସାପଟି…

ଫ୍ୟାନ୍ସଙ୍କୁ ଲାଗିଲା ଶକ୍ତ ଝଟକା ! ଲାଇଭ ଦେଖି ପାରିବେନି ଭାରତ-ପାକିସ୍ତାନ ଏସିଆ କପ ମ୍ୟାଚ, କାହିଁକି ଜାଣନ୍ତୁ….

ଓଡ଼ିଶା ଭାସ୍କର: ଶିବସେନା (UBT) ସାଂସଦ ପ୍ରିୟଙ୍କା ଚତୁର୍ବେଦୀ ଭାରତ-ପାକିସ୍ତାନ ମ୍ୟାଚ୍‌ର ସିଧାପ୍ରସାରଣ ଏବଂ ପ୍ରସାରଣ ବନ୍ଦ କରିବାକୁ ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ଏବଂ ଆଇଟି ମନ୍ତ୍ରୀଙ୍କୁ ଏକ ଚିଠି…

Big Breaking: ୨୯ ଅଗଷ୍ଟରେ ରାଜ୍ୟବ୍ୟାପୀ ଛୁଟି ଘୋଷଣା କଲେ ମୋହନ ସରକାର

ଭୁବନେଶ୍ୱର: ଅଗଷ୍ଟ ୨୯ ତାରିଖରେ ସରକାରୀ ଛୁଟି ଘୋଷଣା କଲେ ରାଜ୍ୟ ସରକାର । ଶୁକ୍ରବାର ରାଜ୍ୟର ସମସ୍ତ ସରକାରୀ କାର୍ଯ୍ୟାଳୟ ବନ୍ଦ ରହିବ ଏ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ଜାରି କରାଯାଇଛି । ୨୭ ତାରିଖରେ…