6,6,6,6,6,6,…ପ୍ରଳୟ ଭଳି ମାଡ଼ି ଆସିଲେ, ବିସ୍ଫୋଟକ ଶତକରେ ଏକା ମ୍ୟାଚ୍ ଜିତାଇଲେ ଏ ଦୁର୍ଦ୍ଦଶ ଖେଳାଳି
ଓଡ଼ିଶା ଭାସ୍କର: ଗୁରୁବାର ଦିନ, ରିଙ୍କୁ ସିଂହଙ୍କ ଦ୍ରୁତ ଶତକ ଯୋଗୁଁ ମିରଟ ମାଭେରିକ୍ସ ୟୁପି ଟି-୨୦ ଲିଗରେ ଗୋରଖପୁର ଲାୟନ୍ସକୁ 6 ୱିକେଟରେ ପରାସ୍ତ କରିଛି। ଏସିଆ କପ୍ ପୂର୍ବରୁ, ଯେତେବେଳେ ରିଙ୍କୁଙ୍କ ଚୟନ ଉପରେ…