ଶିକ୍ଷକ ମୋବାଇଲ ଛଡ଼ାଇବାରୁ ଛାତ୍ରୀର ମୁଣ୍ଡକୁ ଚଢିଗଲା ରାଗ, ଟିଚରଙ୍କ ୧୧ ମାସର ପୁଅକୁ ମାରିଦେଲା ଜୀବନରୁ

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶର ବାଗପତରେ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ଏଠାରେ, ଏକ ମଦ୍ରାସାରେ ପଢ଼ୁଥିବା ଜଣେ ନାବାଳିକା ନିଜ ଶିକ୍ଷକଙ୍କର ୧୧ ମାସର ପୁଅକୁ ହତ୍ୟା କରି ଶିକ୍ଷକଙ୍କଠାରୁ ପ୍ରତିଶୋଧ ନେଇଛି।…

ସ୍ୱାମୀହନ୍ତା ସ୍ତ୍ରୀ; ମାଲିକ ସହ ପ୍ରେମ ହେଲା ବଡ଼, ଷଡ଼ଯନ୍ତ୍ର କରି ରାସ୍ତାରୁ ସ୍ୱାମୀକୁ ହଟାଇଲା ସ୍ତ୍ରୀ, ଜନ୍ମାଷ୍ଟମୀରେ ପୂଜା ପରେ…

ରାଜସ୍ଥାନ: ଗୋଟିଏ ଦିନ ପୂର୍ବରୁ, ସେହି ବ୍ୟକ୍ତି ତାଙ୍କ ପତ୍ନୀ ଏବଂ ତିନି ପିଲାଙ୍କ ସହିତ ଜନ୍ମାଷ୍ଟମୀ ପାଳନ କରିଥିଲେ। ଜଣେ ଶ୍ରମିକ ଭାବରେ କାମ କରୁଥିଲେ ମଧ୍ୟ, ସେ ତାଙ୍କ ପରିବାରକୁ ତାଙ୍କ ସହିତ ରଖିଥିଲେ।…

‘ବୈଭବ ସୂର୍ଯ୍ୟବଂଶୀଙ୍କୁ ଏସିଆ କପ୍ ପାଇଁ ଭାରତୀୟ ଟିମରେ ସାମିଲ କରନ୍ତୁ’, ପୂର୍ବତନ ମୁଖ୍ୟ ଚୟନକର୍ତ୍ତା କଲେ ସମର୍ଥନ

ନୂଆଦିଲ୍ଲୀ: ପୂର୍ବତନ ଭାରତୀୟ ସଲାମୀ ବ୍ୟାଟ୍ସମ୍ୟାନ ଏବଂ ମୁଖ୍ୟ ଚୟନକର୍ତ୍ତା କ୍ରିସ୍ ଶ୍ରୀକାନ୍ତ ଆସନ୍ତା ଏସିଆ କପ ୨୦୨୫ ପାଇଁ ୧୪ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀଙ୍କୁ ଭାରତୀୟ ଟିମରେ ସାମିଲ କରିବାକୁ ପରାମର୍ଶ…

“Health is wealth”: ଆପଣ ବ୍ୟବହାର କରୁଥିବା ବେଡସିଟ୍, ଗାମୁଛା, ଅନ୍ତଃବସ୍ତ୍ର କେତେଦିନରେ ଧୋଇବା ଆବଶ୍ୟକ ଜାଣନ୍ତି?

ଓଡିଶା ଭାସ୍କର: ସୁସ୍ଥ ରହିବା ପାଇଁ ସ୍ୱଚ୍ଛତା ବଜାୟ ରଖିବା ଗୁରୁତ୍ୱପୂର୍ଣ୍ଣ। ଆପଣ ଶୌଚାଳୟ, ରୋଷେଇ ଘର, ଘରର ପ୍ରତ୍ୟେକ କୋଣ ସଫାସୁତୁରା ପ୍ରତି ସମ୍ପୂର୍ଣ୍ଣ ଯତ୍ନ ନିଅନ୍ତି। ସେହିପରି, ସୁସ୍ଥ ରହିବା ପାଇଁ ଆପଣଙ୍କ…

ICC ଦିନିକିଆ Rankingsରେ କିଏ ନମ୍ବର ୱାନ ବ୍ୟାଟ୍ସମ୍ୟାନ, ଏହିମାନେ ଟପ୍ ୫ ଖେଳାଳି

ନୂଆଦିଲ୍ଲୀ: ଭାରତୀୟ ଟିମ ବର୍ତ୍ତମାନ ଦିନିକିଆ କ୍ରିକେଟଠାରୁ ଦୂରରେ ରହିଛି। ହେଲେ ଏହାପରେ ମଧ୍ୟ ଏଠାରେ ଭାରତୀୟ ବ୍ୟାଟ୍ସମ୍ୟାନଙ୍କ ଜଲୱା ରହିଛି। ଆଇସିସି ୧୦ ଅଗଷ୍ଟ ପର୍ଯ୍ୟନ୍ତ ଅପଡେଟ ରାଙ୍କିଙ୍ଗ ଜାରି କରିଛି।…

(ଧନ୍ୟବାଦ Video) SUM ହସ୍ପିଟାଲରେ ନବୀନ: ଡାକ୍ତରଖାନା ବେଡରୁ ଭିଡିଓ ବାର୍ତ୍ତାରେ ଧନ୍ୟବାଦ ଦେଲେ ନବୀନ

ଭୁବନେଶ୍ୱର: ହସ୍ପିଟାଲ ବେଡରୁ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଦେଲେ ଭିଡିଓ ବାର୍ତ୍ତା । ଡାକ୍ତରଙ୍କ ସାଙ୍ଗରେ ଆଲୋଚନା ସହ ଚିକିତ୍ସା ପାଇଁ ତିନି ଜଣିଆ ଡାକ୍ତରି ଟିମକୁ ଧନ୍ୟବାଦ ଦେଉଥିବା ଭିଡିଓରେ ଦେଖିବାକୁ…

(video)ଛାତି ଥରାଇଦେଲା ଦୁର୍ଘଟଣା; ମେଳାରେ ୪୦ ଫୁଟ ଉଚ୍ଚରୁ ଛିଡ଼ିଗଲା ଦୋଳି, ୧୦ଜଣ ଆହତ

ଗୁଜୁରାଟ: ଛିଡ଼ିଗଲା ମେଳାରେ ଲାଗିଥିବା ଦୋଳି। ୪୦ ଫୁଟ୍ ଉଚ୍ଚରୁ ଛିଡ଼ିଗଲା ଦୋଳା। ଦୁର୍ଘଟଣାରେ ମୋଟ ୧୦ ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୫ ଜଣଙ୍କ ଅବସ୍ଥା ଗୁରୁତର ରହିଛି ଗୁଜୁରାଟର ନବସାରୀ ଜିଲ୍ଲାର…

୨୪ ବର୍ଷ ପରେ ଓଡ଼ିଶାରେ ଆରମ୍ଭ ହେବ SIR, ସୂଚନା ଦେଲେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ

ଭୁବନେଶ୍ୱର: ଆସନ୍ତା ମାସରୁ ଓଡ଼ିଶାରେ ଆରମ୍ଭ ହେବ ଏସଆଇଆର। ଦୀର୍ଘ ୨୪ ବର୍ଷ ପରେ ଓଡ଼ିଶାରେ ଆରମ୍ଭ ହେବ ସ୍ପେଶାଲ ଇଣ୍ଟେନସିଭ୍ ରିଭିଜନ୍‌। ଏନେଇ ସୂଚନା ଦେଲେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଆର.ଏସ ଗୋପାଳନ।…

Airtel Down: ଲାଗୁନି କଲ୍‌, ଚାଲୁନି ଇଣ୍ଟରନେଟ୍‌, ଘଣ୍ଟେରୁ ଅଧିକ ସମୟ ହେବ Airtel ସେବା ଠପ୍‌

ନୂଆଦିଲ୍ଲୀ: ଯାଉନି କଲ୍‌, ଆସୁନି ନେଟ୍‌ୱାର୍କ, ଇଣ୍ଟରନେଟ୍ କଥା ତ ନକହିବା ଭଲ। କିଛି ଘଣ୍ଟା ଧରି ଠପ୍ ହୋଇଛି Airtel ସେବା। Airtel ଉପଭୋକ୍ତାମାନେ ମୋବାଇଲ୍ ନେଟୱାର୍କ ଏବଂ ଇଣ୍ଟରନେଟ୍ ସମସ୍ୟାର ସମ୍ମୁଖୀନ…

ଏମିତି ଚାହା-କଫି ପିଇଲେ ହୋଇପାରେ କ୍ୟାନ୍ସର, ଷ୍ଟଡୀରୁ ଆଶ୍ଚର୍ଯ୍ୟଜନକ ଖୁଲାସା

ନୂଆଦିଲ୍ଲୀ: ଯଦି ଆପଣ ବି ପ୍ରତ୍ୟେକ ଥର "ଅତି ଗରମ" ଚା କିମ୍ବା କଫି ଅର୍ଡର କରୁଛନ୍ତି, ତେବେ ଏବେ ସତର୍କ ରୁହନ୍ତୁ। ଗବେଷଣାରୁ ଜଣାପଡିଛି ଯେ, 65 ଡିଗ୍ରୀ ସେଲସିୟସରୁ ଅଧିକ ତାପମାତ୍ରା ଥିବା ପାନୀୟର ଦୀର୍ଘକାଳୀନ…