ଟ୍ରେନରୁ ଖସିପଡିଲେ ଯାତ୍ରୀ, ଜୀବନ ବଞ୍ଚାଇବା ପାଇଁ 3କିମି ପଛକୁ ଫେରିଲା ଟ୍ରେନ
ନୂଆଦିଲ୍ଲୀ: ଉତ୍ତର ପ୍ରଦେଶର ହମିରପୁର ଜିଲ୍ଲାରେ ବାନ୍ଦାରୁ କାନପୁର ଯାଉଥିବା ଇଣ୍ଟରସିଟି ଏକ୍ସପ୍ରେସରୁ ଜଣେ ଯାତ୍ରୀ ଖସି ପଡ଼ିବାରୁ ଉତ୍ତେଜନା ସୃଷ୍ଟି ହୋଇଥିଲା। ବଗିରେ ଚିତ୍କାର ଶୁଣି ଗାର୍ଡ ଟ୍ରେନକୁ ଅଟକାଇ ଲୋକୋ…