ସାଙ୍ଗରେ ରହିବାକୁ କାନ୍ଦି କାନ୍ଦି ଘରୁ ପଳାଇଲେ ୩ ଝିଅ ସାଙ୍ଗ, ଜଣେ ହେଲା ସ୍ୱାମୀ. ଜଣେ ହେଲା ଦିଅର
ବିହାର: ତିନି ସାଙ୍ଗଙ୍କ ଅଦ୍ଭୁଦ କାରନାମା। ଯାହା ଶୁଣିଲେ ଆପଣ ମଧ୍ୟ ହେବେ ଆଶ୍ଚର୍ଯ୍ୟ। ଏକାଠି ରହିବା ପାଇଁ ଘରୁ ଫେରାର ହୋଇଗଲେ ୨ ନାବାଳିକା ସାଙ୍ଗ। ଖାଲି ଏତିକିରେ କଥା ସରିନଥିଲା। କାଳେ ତାଙ୍କୁ କିଏ ଖୋଜିକି…