ଆତଙ୍କବାଦୀ ମନ୍ଦିର ଭାଙ୍ଗିବେ…ଶ୍ରୀମନ୍ଦିର ଦକ୍ଷିଣ ପାର୍ଶ୍ବ ପରିକ୍ରମା ମାର୍ଗରେ ଧମକପୂର୍ଣ୍ଣ ଲେଖା

ଭୁବନେଶ୍ବର : ଶ୍ରୀମନ୍ଦିର ଦକ୍ଷିଣ ପାର୍ଶ୍ବ ପରିକ୍ରମା ମାର୍ଗରେ ଧମକପୂର୍ଣ୍ଣ ଲେଖାକୁ ନେଇ ବଢୁଛି ଚର୍ଚ୍ଚା । ତେବେ ପୁରୀକୁ ଆତଙ୍କବାଦୀ ଆକ୍ରମଣ ନେଇ ଧମକ ଦିଆଯାଇଛି । କେହି ଅସାମାଜିକ ଦୁର୍ବୃତ୍ତ ଏଭଳି କରିଥିବା…

ଆଗାମୀ ୩ ଘଣ୍ଟା ରୁହନ୍ତୁ ସତର୍କ, ୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ

ଭୁବନେଶ୍ୱର: ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ବର୍ଷା ହେବାର ସମ୍ଭାବନା ରହିଛି। ଆଗାମୀ ୩ ଘଣ୍ଟା ପାଇଁ ୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣପାଗ ବିଭାଗ। ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହେବ ବୋଲି…

ଆଜି ଶ୍ରୀମନ୍ଦିରରେ ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ, ଜାଣନ୍ତୁ କେଉଁ ସମୟରେ ଯିବେନି ବଡ଼ଦେଉଳ

ପୁରୀ: ଆଜି ଶ୍ରୀମନ୍ଦିରରେ ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ। ଶ୍ରୀବିଗ୍ରହଙ୍କ ରାହୁରେଖା ନୀତି ଲାଗି ୪ ଘଣ୍ଟା ବନ୍ଦ ରହିବ କାଳିଆ ସାଆନ୍ତଙ୍କ ଦର୍ଶନ। ଏଥିପାଇଁ ଅପରାହ୍ଣ ୨ଟା ୩୦ରୁ ସଂଧ୍ୟା ୬ଟା ୩୦ ଯାଏଁ…

ପୂର୍ବତନ କ୍ରିକେଟର ସୁରେଶ ରାଇନାଙ୍କ ବଢ଼ିଲା ସମସ୍ୟା, ଏହି ମାମଲାରେ ସମନ ପଠାଇଲା ED

ନୂଆଦିଲ୍ଲୀ: ଭାରତୀୟ ଦଳର ପୂର୍ବତନ ଅଭିଜ୍ଞ ବ୍ୟାଟସମ୍ୟାନ୍ ସୁରେଶ ରାଇନା ଏବେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED) ର ରାଡାରକୁ ଆସିଛନ୍ତି । ଅବୈଧ ବେଟିଂ ପ୍ଲାଟଫର୍ମ ଉପରେ ଚାଲିଥିବା ତଦନ୍ତ ସହିତ ଜଡିତ ତାଙ୍କୁ ଅଗଷ୍ଟ…

Accident: ଛାତିଥରା ଦୁର୍ଘଟଣା, ମନ୍ଦିରରୁ ଫେରୁଥିବା ବେଳେ ଶିଶୁ ସମେତ ୧୦ ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ରାଜସ୍ଥାନର ଦୌସାରୁ ଏକ ବଡ଼ ଖବର ଆସିଛି । ଏଠାରେ ଏକ ସଡ଼କ ଦୁର୍ଘଟଣାରେ ୧୦ ଜଣଙ୍କର ମୃତ୍ୟୁ ହୋଇଛି । ଏହା ସହିତ ୨୦ ରୁ ଅଧିକ ଲୋକ ଆହତ ହୋଇଛନ୍ତି । ରାଜସ୍ଥାନର ସାଲାସର ବାଲାଜୀ ମନ୍ଦିରରୁ ଫେରୁଥିବା…

ଆଜି ତୁଳା ସମେତ ଏହି 3 ରାଶି ଉପରେ ରହିବ ଜଗନ୍ନାଥଙ୍କ କୃପା, ମିଳିବ ଚାକିରି

ନୂଆଦିଲ୍ଲୀ:  ଆଜି ଅନେକ ରାଶି ଉପରେ ଜଗନ୍ନାଥଙ୍କ କୃପା ରହିବ । ସବୁ କ୍ଷେତ୍ରରେ ସଫଳତା ସାଉଁଟିବେ ଏହି ରାଶିର ବ୍ୟକ୍ତି । ମେଷ- ଗ୍ରହଗମନ ଅନୁସାରେ ଆଜିର ଦିନ ଆପଣଙ୍କ ପାଇଁ ଶୁଭ ଏବଂ ସଫଳ ହେବ । ଗୁରୁତ୍ୱପୂର୍ଣ୍ଣ…

ଏସିଆକପ – ଏହିଦିନ ଭାରତ ପାକିସ୍ତାନ ମଧ୍ୟରେ ବିଗ ଫାଇଟ୍, ବାଜି ମାରିବ ଯିଏ, ଚାମ୍ପିଅନ ହେବ ସିଏ….

ଓଡିଶା ଭାସ୍କର : ଆସନ୍ତା 9 ସେପ୍ଟେମ୍ୱରରୁ ଆରମ୍ଭ ହେବ ଏସିଆ କପ । ଏହି ଟୁର୍ଣ୍ଣାମେଣ୍ଟର ପ୍ରଥମ ମୁକାବିଲା ଆଫଗାନିସ୍ତାନ ଓ ହଂକଂ ମଧ୍ୟରେ ଖେଳାଯିବ । ଭାରତୀୟ ଦଳ ପ୍ରତିଯୋଗିତାରେ 10 ତାରିଖରୁ ୟୁଏଇ ସହ ମ୍ୟାଚ…

17 କିମ୍ୱା 18 କାହିଁକି ନୁହେଁ, 15 ତାରିଖକୁ ଭାରତ କାହିଁକି ସ୍ୱାଧୀନତା ଦିବସ ପାଇଁ ବାଛିଥିଲା, ଜାଣି ନ ଥିବେ ପଢନ୍ତୁ….

ଓଡିଶା ଭାସ୍କର: ‘ସୁଜଲାଂ ସୁଫଲାଂ ମଲୟଲଶୀତଲାମ୍ ଶସ୍ୟ ଶ୍ୟାମଲାଂ ବନ୍ଦେମାତରମ୍’- ସ୍ୱାଧୀନତା ଦିବସକୁ ଆଉ କେଇ ଘଣ୍ଟା । ତ୍ରିରଙ୍ଗାର ତାଳରେ ଜନଗଣ ମନ ଶୁଭିବ, ଦେଶ ଝୁମିବ । ସମସ୍ତଙ୍କ ମୁଖରେ ଥିବ ବନ୍ଦେମାତରମ୍ ।…

ଲଗାତାର ବଢ଼ୁଛି ମୂଷା ଚାଷର ଟ୍ରେଣ୍ଡ, ମାଲାମାଲ ହେଉଛନ୍ତି ଚାଷୀ

ନୂଆଦିଲ୍ଲୀ: ଛେଳି ଚାଷ, କିମ୍ବା କୁକୁଡ଼ା ଚାଷ ବିଷୟରେ ଆପଣ ତ ଶୁଣିଥିବେ ନିଶ୍ଚୟ। ହେଲେ ଆପଣ କେବେ ଶୁଣିଛନ୍ତି ମୂଷା ଚାଷ ବିଷୟରେ। ଲୋକେ ମୂଷା ଚାଷ କରି କୋଟି କୋଟି ଟଙ୍କା ରୋଜଗାର କରୁଛନ୍ତି। ଚୀନରେ ଏଭଳି ଚାଷ ଜମି…

ଶସ୍ତା, ଶସ୍ତା, ଶସ୍ତା…, ‘ଫ୍ଲିପକାର୍ଡ କହୁଛି କମ୍ ଟଙ୍କା ଦିଅ ସବୁ ନିଅ’, ଅଫର ଆପଣଙ୍କ ଫ୍ରିଡମ ପାଇଁ…

ଓଡିଶା ଭାସ୍କର: ସପିଂ କରନ୍ତୁ ମାଲାମାଲ ହୁଅନ୍ତୁ । ଆଗକୁ ଆସୁଛି ସ୍ୱାଧୀନତା ଦିବସ । ଫ୍ରିଡମରେ ସବୁ ଫ୍ରି ନହେଲେ ବି ଶସ୍ତାରେ ମିଳୁଛି ଅନେକ ସାମଗ୍ରୀ । ପ୍ରକାଶାଥାଉ ଯେ, ଫ୍ଲିପକାର୍ଡ ଆସନ୍ତାକାଲିଠୁ ମାନେ 13…