ଏସିଆ କପରେ ବୁମରା ହେବେ କି ଉପ-ଅଧିନାୟକ, ଟିମ ଇଣ୍ଡିଆର ସମସ୍ୟା କେମିତି ହେବ ସମାଧାନ

ନୂଆଦିଲ୍ଲୀ: ଏସିଆ କପ ୨୦୨୫ର ଆରମ୍ଭ ୯ ସେପ୍ଟେମ୍ବରରେ ହେବାକୁ ଯାଉଛି। ଏପର୍ଯ୍ୟନ୍ତ ଏହି ଟୁର୍ଣ୍ଣାମେଣ୍ଟକୁ ନେଇ ଟିମ ଇଣ୍ଡିଆର ଘୋଷଣା ହୋଇନାହିଁ। ଏହି ଟୁର୍ଣ୍ଣାମେଣ୍ଟ ଏଥର ଟି୨୦ ଫର୍ମାଟରେ ଖେଳାଯିବ। ଏଥିରେ…

ଆଶ୍ବସ୍ତିକର ଘୋଷଣା କଲେ ଟ୍ରମ୍ପ, ସୁନା ଉପରେ କୌଣସି ଟାରିଫ ଲାଗିବ ନାହିଁ

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ଘୋଷଣା କରିଛନ୍ତି । ଦି ୱାଲ ଷ୍ଟ୍ରିଟ୍ ଜର୍ଣ୍ଣାଲର ଏକ ରିପୋର୍ଟ ଅନୁଯାୟୀ, ଟ୍ରମ୍ପ କହିଥିଲେ ଯେ ସୁନା ଉପରେ କୌଣସି ଶୁଳ୍କ ଲଗାଯିବ ନାହିଁ ।…

(Video) ଟ୍ରେନର ଗେଟ୍ ଖୋଲି ଷ୍ଟଣ୍ଟ କରୁଥିଲେ ପାପା କୀ ପରୀ, ଆଖି ପିଛୁଳାକେ ଦର୍ଶନ ଦେଲେ ଯମରାଜ, ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ: ପୂର୍ବରୁ ଲୋକମାନେ ଟ୍ରେନରେ ଯାତ୍ରା କରିବା ସମୟରେ ଝରକା ବାହାରକୁ ମୁଣ୍ଡ ରଖି ତାଜା ପବନ ପାଇବାକୁ ଚେଷ୍ଟା କରୁଥିଲେ। କିନ୍ତୁ ବର୍ତ୍ତମାନ "ରେଳ ରିଲ୍ ଷ୍ଟାର" ମାନଙ୍କର ନୂତନ ପିଢ଼ି ଦ୍ୱାର ବାହାରେ ଝୁଲି…

ବରଗଡ଼ ୮ମ ଶ୍ରେଣୀ ଛାତ୍ରୀଙ୍କୁ ଜାଳି ମାରିଦେବା ଘଟଣା: ୩ ଅଟକ

ବରଗଡ଼: ବରଗଡ଼ ଫିରିଙ୍ଗିମାଲ ଗାଁରେ ନାବାଳିକା ପୋଡ଼ି ମାମଲାରେ ୩ ଜଣଙ୍କୁ ଅଟକ ରଖିଛି ପୋଲିସ । ବରଗଡ଼ ଏସପିଙ୍କ ନେତୃତ୍ୱରେ ୩ ଜରିଆ ଟିମର ଖୋଳତାଡ଼ । ନାବାଳିକାଙ୍କ ୨ ଜଣ ସମ୍ପର୍କୀୟ ଏବଂ ପେଟ୍ରୋଲ ଦେଇଥିବା…

ମୋହନ ସରକାରଙ୍କ ଉପରେ ବର୍ଷିଲେ ନବୀନ: “ସରକରାଙ୍କ ସ୍ଥାଣୁତା ଝିଅମାନଙ୍କୁ ଅସୁରକ୍ଷିତ କରିଛି”

ଭୁବନେଶ୍ୱର: ବରଗଡ଼ ଗାଏସିଲେଟରେ ନାବାଳିକା ମୃତ୍ୟୁ ଘଟଣାକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ବିରୋଧୀ ଦଳ ନେତା ନବୀନ ପଟନାୟକ । ଘଟଣାକୁ ନେଇ ନବୀନ ବ୍ୟଥିତ ଓ ମର୍ମାହତ ହୋଇଥିବା କହିଲେ । ନାବାଳିକାଙ୍କ…

୧୨ ବର୍ଷର ବାଂଲାଦେଶୀ ଝିଅ ସହ ୨୦୦ ଜଣ କଲେ ଦୁଷ୍କର୍ମ, ୩ ମାସ ଧରି ଦେଉଥିଲେ ଯୌନ ନିର୍ଯାତନା, ୧୦ ଗିରଫ

ନୂଆଦିଲ୍ଲୀ: ପୁଣି ଏକ ଲୋମଟାଙ୍କୁରା ମାମଲା ସାମ୍ନାକୁ ଆସିଛି। ମୁମ୍ବାଇର ନାଲାସୋପାରା ନିକଟରେ ଥିବା ନାଇଗାଁରେ ଏକ ସେକ୍ସ ରାକେଟର ପର୍ଦ୍ଦାଫାଶ୍ ଘଟିଛି। ଏହି ରାକେଟର ଖୁଲାସାରେ ଜଣେ ୧୨ ବର୍ଷର ଶିଶୁଙ୍କୁ ଉଦ୍ଧାର…

ରୋଷେଇ ଘରେ ଥିବା ଏହି ସାଧାରଣ ମସଲା ଚୁଟକିରେ କରିଦେବ ଆପଣଙ୍କୁ ପତଳା

ଓଡିଶା ଭାସ୍କର: ପେଟର ଚର୍ବି ବୃଦ୍ଧି କେବଳ ଆପଣଙ୍କ ବ୍ୟକ୍ତିତ୍ୱକୁ ନଷ୍ଟ କରେ ନାହିଁ, ବରଂ ଏହା ଅନେକ ରୋଗର ମୂଳ ହୋଇପାରେ। ଯଦି ଜିମ୍ ଯାଇ ଡାଏଟିଂ କରିବା ପରେ ମଧ୍ୟ ପେଟର ଚର୍ବି ହ୍ରାସ ପାଉନାହିଁ, ତେବେ ରୋଷେଇ ଘରେ…

ସୁନ୍ଦରୀ ଦେଖାଯିବା ପଡ଼ିବ ଭାରି! ଆଇବ୍ରୋ ଥ୍ରେଡିଂ ଯୋଗୁଁ କାମ କରିବା ବନ୍ଦ କରୁଛି ଲିଭର

ଓଡିଶା ଭାସ୍କର: ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି, ଯେଉଁଥିରେ ଡାକ୍ତର କହୁଛନ୍ତି ପାର୍ଲରରେ ବାରମ୍ବାର ଆପଣଙ୍କର ଆଇବ୍ରୋ ଥ୍ରେଡିଙ୍ଗ କରିଛନ୍ତି, ତେବେ ସତର୍କ ରୁହନ୍ତୁ। ଏହା କରିବା ଦ୍ଵାରା ଆପଣଙ୍କର…

ବାଇଆ କଲା ଫୋନ୍ ନିଶା, PHONE ବାରଣ କରିବାରୁ ଝୁଲିପଡ଼ିଲେ ଅଷ୍ଟମ ଶ୍ରେଣୀ ଛାତ୍ର

ବସ୍ତା: ଫୋନ ବାରଣ କରିବାରୁ ପ୍ରାଣ ହାରିଦେଲେ ନାବାଳକ। ସିଂଲା ଥାନା ଜଣଶୁଳି ଗାଁରେ ନାବାଳକ ପ୍ରାଣି ହାରିଦେଇଛି। ଶୌଚାଳୟରେ ବେକରେ ଗାମୁଛା ବାନ୍ଧି ଝୁଲିପଡ଼ିଛନ୍ତି ନାବାଳକ। ସୂଚନାନୁଯାୟୀ, ଆତ୍ମହତ୍ୟା କରିଥିବା…

ଚୀନକୁ ଟ୍ରମ୍ପଙ୍କ ଉପହାର, ୯୦ ଦିନ ପାଇଁ ଟାରିଫରୁ ଦେଲେ ଆଶ୍ୱସ୍ତି, ଜିନପିଙ୍ଗଙ୍କୁ କହିଲେ ଖାସ୍ ସାଙ୍ଗ

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଚୀନକୁ ଉପହାର ଦେଇଛନ୍ତି। ସୋମବାର ଦିନ, ଟ୍ରମ୍ପ ପୁଣି ଥରେ ଚୀନ୍ ସାମଗ୍ରୀ ଉପରେ ଶୁଳ୍କ ଲଗାଇବାର ସମୟସୀମା ବୃଦ୍ଧି କରିଛନ୍ତି। ଟ୍ରମ୍ପ ଏହି ସମ୍ବନ୍ଧରେ ଏକ…