ବାୟୁସେନା ମୁଖ୍ୟଙ୍କ ବଡ଼ ଖୁଲାସା, ଅପରେସନ୍ ସିନ୍ଦୂରରେ ପାକିସ୍ତାନର ୫ଟି ଫାଇଟର୍ ଧ୍ୱଂସ

ନୂଆଦିଲ୍ଲୀ: ବାୟୁସେନା ମୁଖ୍ୟ ଏପି ସିଂହ ଅପରେସନ ସିନ୍ଦୂର ଉପରେ ଏକ ବଡ଼ ଖୁଲାସା କରିଛନ୍ତି। ସେ କହିଛନ୍ତି ଯେ ଅପରେସନ ସିନ୍ଦୂର ସମୟରେ ପାକିସ୍ତାନକୁ ବହୁତ କ୍ଷତି ସହିବାକୁ ପଡିଥିଲା। ଯାହା ଯୋଗୁଁ ପାକିସ୍ତାନକୁ…

ଶରୀରରୁ ରକ୍ତ କମିଯାଇଛି କି, ହିମୋଗ୍ଲୋବିନ୍ ବୃଦ୍ଧି ପାଇଁ ଖାଆନ୍ତୁ ଏହି ଫଳ

ଓଡ଼ିଶାଭାସ୍କର:  ହିମୋଗ୍ଲୋବିନ୍ ଅଭାବ ଯୋଗୁଁ ଆପଣଙ୍କୁ ରକ୍ତହୀନତା ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିପାରେ। ଯଦି ଆପଣ ଠିକ୍ ସମୟ ମଧ୍ୟରେ ଶରୀରରେ ରକ୍ତ ଅଭାବକୁ ଦୂର ନକରନ୍ତି, ତେବେ ଆପଣଙ୍କୁ ଦୁର୍ବଳତା ଏବଂ ମୁଣ୍ଡ…

ଆସିଲା ସୁଭଦ୍ରା ୩ୟ କିସ୍ତି ଟଙ୍କା, ୧ କୋଟିରୁ ଅଧିକ ହିତାଧିକାରୀଙ୍କ ଖାତାକୁ ଗଲା ଟଙ୍କା

ଜୟପୁର: ହିତାଧିକାରୀଙ୍କ ଆକାଉଣ୍ଟକୁ ଆସିଲା ସୁଭଦ୍ରା ଯୋଜନାର ତୃତୀୟ କିସ୍ତି ଟଙ୍କା । କୋରାପୁଟ ଜୟପୁରରେ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ୧ କୋଟିରୁ ଅଧିକ ହିତାଧିକାରୀଙ୍କୁ ପଠାଗଲା ସୁଭଦ୍ରା ତୃତୀୟ…

୬ଟା ଛୁଆର ମା’,ବାପଙ୍କ ଉଛୁଳିଲା ପ୍ରେମ…କଲେ ଦ୍ୱିତୀୟ ବିବାହ, ସ୍ତ୍ରୀର ଅବୈଧ ସମ୍ପର୍କ ଥିବା ସ୍ୱାମୀ କଲା ସନ୍ଦେହ, ପିଟିପିଟି ନେଇଗଲା…

ହରିୟାଣା: ଅବୈଧ ସମ୍ପର୍କ। ଜାଣିଦେଲା ସ୍ୱାମୀ, ପ୍ରଥମେ ବୁଝାଇଲା ହେଲେ ସ୍ତ୍ରୀ ଶୁଣିଲାନି। ତାପରେ ସ୍ୱାମୀ ଆତ୍ମହତ୍ୟା କରିବାକୁ କଲା ଚେଷ୍ଟା ହେଲେ ପରେ ପିଟିପିଟି ସ୍ତ୍ରୀକୁ ମାରିଦେଲା ସ୍ୱାମୀ। ହରିୟାଣାର ରେୱାରିର…

ଏଣିକି ହାତମୁଠାରେ ବିଧାନସଭାର ସମସ୍ତ ଖବର, ଆସିଗଲା ବିଧାନସଭା ପୋର୍ଟାଲ

ଭୁବନେଶ୍ୱର: ଓଡ଼ିଶା ବିଧାନସଭା ପୋର୍ଟାଲ ଉାନ୍ମୋଚିତ କରାଗଲା । ଏନଆଇସି ଦ୍ୱାରା ଖୋଲାଗଳା ପୋର୍ଟାଲ୍ । ସାଧାରଣ ଲୋକ ପୋର୍ଟାଲ ଦ୍ୱାରା ସମସ୍ତ ଖବର ଉପରେ ରଖିପାରିବେ ନଜର । ବିଧାନସଭା ଅଧିବେଶନ ବେଳେ କେଉଁ…

ଖବର ଶୁଣି ICICI ଗ୍ରାହକ ମୁଣ୍ଡରେ ଦେଲେଣି ହାତ! ବ୍ୟାଙ୍କ ସର୍ବନିମ୍ନ ବାଲାନ୍ସ ୧୦,୦୦୦ରୁ ୫୦,୦୦୦ ଟଙ୍କାକୁ କଲା ବୃଦ୍ଧି

ନୂଆଦିଲ୍ଲୀ: ଘରୋଇ ବ୍ୟାଙ୍କ କ୍ଷେତ୍ରରେ ICICI, ଏବେ ସାଧାରଣ ଲୋକଙ୍କ ପାଇଁ ତାର ଦ୍ୱାର ବନ୍ଦ କରିଦେଉଥିବା ପରି ମନେ ହେଉଛି। ଏଣିକି ସଞ୍ଚୟ ବ୍ୟାଙ୍କ ଆକାଉଣ୍ଟଧାରୀଙ୍କ ପାଇଁ ହାରାହାରି ସର୍ବନିମ୍ନ ବାଲାନ୍ସରେ…

ସ୍ୱାମୀର ହାତ-ଗୋଡ଼ ଭାଙ୍ଗି ଛୁଆକୁ ଧରି ଭଣଜା ସାଙ୍ଗରେ ଫେରାର ହୋଇଗଲା ମାଇଁ

ବିହାର: ଗଜବ ଲଭ୍ ଷ୍ଟୋରୀ। ସ୍ୱାମୀ ଆସିଲାନି ପସନ୍ଦ, ଭଣଜା ପ୍ରେମରେ ଉବୁଟୁବୁ ହେଉଥିଲା ମାଇଁ। ଶେଷରେ ନିଜ ସ୍ୱାମୀକୁ ମାଡ଼ ମାରି ହାତ ଭାଙ୍ଗିଦେବା ପରେ ନିଜ ଛୁଆକୁ ଧରି ଭଣଜା ସାଙ୍ଗରେ ଫେରାର ହୋଇଗଲା ମାଇଁ।…

ବନ୍ଧୁ ସହିତ ଭଉଣୀର ମିଳାମିଶା ନଥିଲା ପସନ୍ଦ, ରାଗରେ ଭାଇ କରିଦେଲା ଗୁଳି, ଟଳି ପଡ଼ିଲା ଭଉଣୀର…

ନୂଆଦିଲ୍ଲୀ: ଆଜି ରାକ୍ଷୀ ପୂର୍ଣ୍ଣିମା। ଭାଇ ଭଉଣୀଙ୍କୁ ପ୍ରେମର ସମ୍ପର୍କ ପାଇଁ ଆଜିର ଦିନ। ଭଉଣୀର ସୁରକ୍ଷା ପାଇଁ ସତେ ଯେମିତି ଭାଇ ସବୁ ବେଳେ ଥାଏ। ଏଠି ଭାଇର ସନ୍ଦେହ ଛାରଖାର କରିଦେଲା ସବୁକିଛି। ନିଜ ସାଙ୍ଗ ସହ…

ଦାନ୍ତରୁ ରକ୍ତ ସ୍ରାବ ଦିଏ ଏହି ୬ ରୋଗ ଆଡକୁ ସଙ୍କେତ, ଆଗୁଆ ହୋଇଯାନ୍ତୁ ସତର୍କ

ଓଡିଶା ଭାସ୍କର: ଯଦି ଦାନ୍ତ ସଫା କରିବା ସମୟରେ କିମ୍ବା କଠିନ କିଛି ଖାଇବା ସମୟରେ ଆପଣଙ୍କ ମାଢ଼ିରୁ ରକ୍ତ ବାହାରିଥାଏ, ତେବେ ଏହାକୁ ହାଲୁକା ଭାବରେ ନେବା ବିପଦଜନକ ହୋଇପାରେ। ପ୍ରାୟତଃ ଲୋକମାନେ ଏହାକୁ କଠିନ…

(video)“ଆମ ଗୁରୁଜୀ ଶୋଇଛନ୍ତି, ପାଟି କରନି”, କ୍ଲାସ ରୁମ୍‌ରେ ଘୁଙ୍ଗୁଡ଼ି ମାରିଲେ ସାର, ନିଦ ଖୋଲିଲା ବେଳକୁ ଭିଡିଓ ଭାଇରାଲ

ମଧ୍ୟପ୍ରଦେଶ: ଶିକ୍ଷା ବ୍ୟବସ୍ଥାରେ ଏବେ ଭଗବାନ ଭରସା। ଏପରି ଆମେ କାହିଁକି କହିଲୁ ଆପଣ ବୁଝିପାରନଥିବେ ହଠାତ। କାରଣ ସରକାରୀ ସ୍କୁଲରୁ ଏବେ ଅଭିଭାବକ ମୁହଁ ଫେରାଉଛନ୍ତି ଘରୋଇ ସ୍କୁଲରେ ନାଁ ଲେଖୁଛନ୍ତି। ସବୁଠି ଗୋଟିଏ…