ଦିନେ କଫି ସପ୍‌ର ଟେବୁଲ ପୋଛୁଥିଲେ ଏହି ଅଭିନେତା, ମାଆ ଥିଲେ ଦିନମଜୁରିଆ, ଏବେ ହୋଇଗଲେ ସୁପରଷ୍ଟାର

ନୂଆଦିଲ୍ଲୀ: ବଲିଉଡର ସମସ୍ତ ଅଭିନେତା ଧନୀ ପରିବାରରେ ଜନ୍ମ ହୋଇ ନାହାଁନ୍ତି। ଅନେକ ଅଭିନେତା ଅଛନ୍ତି ଯେଉଁମାନେ କଠିନ ପରିଶ୍ରମ କରି ପ୍ରସିଦ୍ଧି ଅର୍ଜନ କରିଛନ୍ତି ଏବଂ ଇଣ୍ଡଷ୍ଟ୍ରିରେ ନିଜର ସ୍ଥାନ ସୃଷ୍ଟି କରିଛନ୍ତି।…

ସରକାର ଦେଲେ ଚେତାବନୀ, ସିମ୍ ବନ୍ଦ ହେବା ନାଁରେ ହେଉଛି ବଡ଼ ଠକେଇ, ଜାଣନ୍ତୁ କିପରି ବର୍ତ୍ତିବେ

ନୂଆଦିଲ୍ଲୀ: ଡିଓଟି ଦେଶର କୋଟି କୋଟି ମୋବାଇଲ୍ ୟୁଜର୍ସଙ୍କୁ ସିମ୍ କାର୍ଡ ବନ୍ଦ କରିବା ନାଁରେ ଠକେଇରୁ ଦୁରେଇ ରହିବାକୁ କହିଛି। ଦୂରସଂଚାର ବିଭାଗ ଏହାର ଅଫିସିଆଲ୍ ଏକ୍ସ ହ୍ୟାଣ୍ଡେଲ ମାଧ୍ୟମରେ ଏ ବିଷୟରେ ସୂଚନା…

ଦୁନିଆର ସବୁଠାରୁ ବିପଦପୂର୍ଣ୍ଣ ଏହି ୫ ରାସ୍ତା, ଯାତ୍ରା ସମୟରେ ବନ୍ଦ ହୋଇଯାଏ ନିଃଶ୍ୱାସ

କୌଣସି ଗାଡ଼ିମୋଟରରେ ଯିବା ସମୟରେ ପାର୍ଶ୍ବରେ ଥିବା ପ୍ରାକୃତିକ ସୌନ୍ଦର୍ଯ୍ୟ ଉପଭୋଗ କରିବାକୁ ଖୁବ୍ ଭଲ ଲାଗିଥାଏ । ଏହି ରାସ୍ତାରେ ଯିବାବେଳେ ଲୋକେ ରୋମାଞ୍ଚକର ଅନୁଭୂତି ପାଇଥାନ୍ତି । ମାତ୍ର ଏମିତି କିଛି…

ବୁଢ଼ା ହେଉଛି ସୂର୍ଯ୍ୟ! ଜାଣନ୍ତୁ ବର୍ତ୍ତମାନ କେଉଁ ବୟସରେ ପାଦ ଥାପିଛି ଏହି ନକ୍ଷତ୍ର

ନୂଆଦିଲ୍ଲୀ: ସୂର୍ଯ୍ୟ ସକଳ ଶକ୍ତିର ଆଧାର । କିନ୍ତୁ ଏବେ ସୂର୍ଯ୍ୟ ଧୀରେ ଧୀରେ ବୟସ୍କ ହେବାରେ ଲାଗିଛି । ଆମେ ସୂର୍ଯ୍ୟ ବିନା ବଞ୍ଚିବା କଷ୍ଟକର। କିନ୍ତୁ ଆପଣ କେବେ ଭାବିଛନ୍ତି କି ସୂର୍ଯ୍ୟର ବୟସ କେତେ ହେବ ଯାହା ଆମ…

ଆକାଶରୁ ସିଧାସଳଖ ଆସିବ ଇଣ୍ଟରନେଟ: ଷ୍ଟାରଲିଙ୍କ ଓ ଆମାଜନ କୁଇପର ଭାରତରେ କଲେ ବଡ଼ ଚୁକ୍ତି

ନୂଆଦିଲ୍ଲୀ, ଜୁନ ୩୦, ୨୦୨୫: ଏଲନ ମସ୍କଙ୍କ ଷ୍ଟାରଲିଙ୍କ ଓ ଆମାଜନର ପ୍ରୋଜେକ୍ଟ କୁଇପର ଭାରତରେ ଉପଗ୍ରହ ଆଧାରିତ ବ୍ରଡ଼ବ୍ୟାଣ୍ଡ ସେବା ଆରମ୍ଭ କରିବା ପାଇଁ ଏକ ବଡ଼ ପଦକ୍ଷେପ ନେଇଛନ୍ତି। ଉଭୟ କମ୍ପାନୀ ଭାରତୀୟ VSAT…

(Video) ଭୟଙ୍କର! ଗୟାଜୀରେ ଜଳପ୍ରପାତରେ ହଠାତ୍ ଆସିଲା ବନ୍ୟା, ଗୋଟିଏ ପରେ ଗୋଟିଏ ଝିଅକୁ ଭସାଇନେଲା

ନୂଆଦିଲ୍ଲୀ: ଅଘଟଣ କେତେବେଳେ ଆସିବ ତାହା କାହାକୁ ବି ଜଣାନଥାଏ । ବିହାରର ଗୟାଜୀର ଲାଙ୍ଗୁରାହି ପାହାଡ଼ର ଜଳପ୍ରପାତରେ ହଠାତ୍ ବନ୍ୟା ଆସିଲା। ଏହି ହଠାତ୍ ବନ୍ୟାରେ ସେଠାରେ ଉପସ୍ଥିତ 6 ଜଣ ଝିଅ ଭାସିଗଲେ । ଏହି…

PPFଠାରୁ ସୁକନ୍ୟା ସମୃଦ୍ଧି ଯୋଜନା ଯାଏଁ.., ସ୍ମଲ୍ ସେଭିଙ୍ଗସ ସ୍କିମର ସୁଧ ଦରକୁ ନେଇ ସରକାରଙ୍କ ବଡ଼ ଘୋଷଣା

ନୂଆଦିଲ୍ଲୀ: ସରକାରଙ୍କ ଏହି ନିଷ୍ପତ୍ତି PPF, ସୁକନ୍ୟା ସମୃଦ୍ଧି ଯୋଜନା ଏବଂ NSC ସମେତ ସ୍ମଲ୍ ସେଭିଙ୍ଗସ ସ୍କିମର ସୁଧ ହାର ଉପରେ ଆସିଛି। ସରକାର 1 ଜୁଲାଇରୁ ଆରମ୍ଭ ହେଉଥିବା ଦ୍ୱିତୀୟ ତ୍ରୟମାସିକ…

ଜସପ୍ରୀତ ବୁମରାହ ଖେଳିବେ କି ଦ୍ୱିତୀୟ ଟେଷ୍ଟ? ସ୍ପଷ୍ଟ କଲେ ଭାରତୀୟ କୋଚ

ନୂଆଦିଲ୍ଲୀ: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍ ବର୍ମିଂହାମର ଏଜବାଷ୍ଟନ ଷ୍ଟାଡିୟମରେ ଖେଳାଯିବ । ସିରିଜର ଏହି ଦ୍ୱିତୀୟ ଟେଷ୍ଟ ମ୍ୟାଚ୍ ୨ ଜୁଲାଇରୁ ଖେଳାଯିବ । ଏହି ମ୍ୟାଚରେ ଭାରତର ଦ୍ରୁତ ବୋଲର…

ମୁଖ୍ୟମନ୍ତ୍ରୀ ଆକ୍ରମଣ ପଛରେ ଥିବା ନେତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ: ନବୀନ

ଭୁବନେଶ୍ୱର: ବିଏମସି ଅଫିସରେ ଅଫିସରଙ୍କୁ ଆକ୍ରମଣ ଘଟଣାକୁ ନିନ୍ଦା କଲେ ବିରୋଧୀ ଦଳ ନେଲା ନବୀନ ପଟନାୟକ । ଘଟଣା ବିରୋଧରେ କାର୍ଯ୍ୟାନୁଷ୍ଟାନ ଗ୍ରହଣ କରିବାକୁ କହିଲେ ନବୀନ । ଅଭିଯୁକ୍ତଙ୍କ ପଛରେ ଥିବା ବ୍ୟକ୍ତିଙ୍କ…

‘ଆମେରିକାରେ ଆଇଫୋନ୍ ତିଆରି କର’.. ଆପଲକୁ ପୁଣି ଥରେ ଧମକ ଦେଲେ ଟ୍ରମ୍ପ

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ବିଶ୍ୱର ସବୁଠାରୁ ବଡ଼ ପ୍ରଯୁକ୍ତିବିଦ୍ୟା କମ୍ପାନୀ ମଧ୍ୟରୁ ଗୋଟିଏ ଆପଲକୁ ଚେତାବନୀ ଦେଇଛନ୍ତି । ଯଦି ଏହାର ମୋବାଇଲ୍ ଫୋନ୍ ଆମେରିକାରେ ତିଆରି ନହୁଏ,…