ଭୟଙ୍କର ଘଟଣା, ଘରେ ଶୋଇଥିବା ବେଳେ ଘର ଭିତରକୁ ପଶିଗଲା ଟ୍ୟାଙ୍କର, ମହିଳା ମୃତ
ରାୟଗଡ଼ା: ଭୟଙ୍କର ଘଟଣା। ବିଳମ୍ୱିତ ରାତିରେ ଘରେ ଶୋଇଥିଲେ ଦମ୍ପତ୍ତି। ହେଲେ ହଠାତ୍ ଘର ଭିତରେ ପଶିଯାଇଥିଲା ଏକ ବଡ଼ ଟ୍ୟାଙ୍କର। ଫଳରେ ଘଟଣାସ୍ଥଳରେ ହିଁ ମହିଳାଙ୍କ ଜୀବନ ଦୀପ ଲିଭିଗଲା।
କୁହାଯାଉଛି ଘଟଣାଟି…