କୋଲକାତା ଗଣଦୁଷ୍କର୍ମ ମାମଲା, ଅଭିଯୁକ୍ତ ମନୋଜିତ ପାଖରେ ଥିଲା ଆଇନ କଲେଜର CCTV କ୍ୟାମେରା
ନୂଆଦିଲ୍ଲୀ:ସାଉଥ କୋଲକାତା ଆଇନ କଲେଜରେ ପ୍ରଥମ ବର୍ଷର ଛାତ୍ରୀଙ୍କ ଗଣଦୁଷ୍କର୍ମ ଘଟଣାର ତଦନ୍ତ ଆଗକୁ ବଢ଼ିବା ସହିତ, କଲେଜ ପ୍ରଶାସନ ଏବଂ ସୁରକ୍ଷା ବ୍ୟବସ୍ଥାର ଅବହେଳା ବିଷୟରେ ଅନେକ ଆଶ୍ଚର୍ଯ୍ୟଜନକ ଖୁଲାସା ହେଉଛି ।…