Big Breaking: ପ୍ରତାପ ଷଡ଼ଙ୍ଗୀଙ୍କ ସୂଚନା, ସ୍ଥଗିତ ରହିଲା ବିଜେପି ରାଜ୍ୟ ସଭାପତି ନିର୍ବାଚନ

ଭୁବନେଶ୍ବର: ସ୍ଥଗିତ ରହିଲା ବିଜେପି ରାଜ୍ୟ ସଭାପତି ନିର୍ବାଚନ । ଏନେଇ ନିର୍ବାଚନ ଅଧିକାରୀ ତଥା ବାଲେଶ୍ବର ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କ ସୂଚନା ଦେଇଛନ୍ତି । ବିଜେପି ରାଜ୍ୟ ସଭାପତି ସହ ରାଷ୍ଟ୍ରୀୟ ପରିଷଦ ସଦସ୍ୟ…

ଶେଫାଳୀଙ୍କ ମୃତ୍ୟୁର ଭବିଷ୍ୟବାଣୀ କରିଥିଲେ ଏହି ଯୁବକ, ଭାଇରାଲ ହେଉଛି ଭିଡିଓ

ମୁମ୍ବାଇ,୨୯ା୬: 'କାଣ୍ଟା ଲଗା' ଫେମ୍ ଅଭିନେତ୍ରୀ ଶେଫାଳୀ ଜରିୱାଲାଙ୍କର ଶୁକ୍ରବାର ମୁମ୍ବାଇରେ ୪୨ ବର୍ଷ ବୟସରେ ମୃତ୍ୟୁ ଘଟିଛି। ରିପୋର୍ଟ ଅନୁଯାୟୀ, ଶେଫାଳୀଙ୍କୁ ତାଙ୍କ ମୁମ୍ବାଇ ଘରେ ହୃଦଘାତ ହୋଇଥିଲା, ଯାହା ପରେ…

ମାଟି ତଳେ ଚାପି ହୋଇ ଚାଲିଗଲା ଗୋଟିଏ ପରିବାରର 4 ଟା ଜୀବନ, ଜାଣନ୍ତୁ ପୁରା ଘଟଣା

ଉତ୍ତରପ୍ରଦେଶ: ମାଟି ତଳେ ଚାପି ହୋଇ ଚାଲିଗଲା 4-4 ଟା ଜୀବନ, ସେ ପୁଣି ଗୋଟିଏ ପରିବାରର। ଏଭଳି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି ରାଜସ୍ଥାନ ଏବଂ ଉତ୍ତର ପ୍ରଦେଶ ସୀମାରେ ଅବସ୍ଥିତ ଭରତପୁରରେ। ଏକ ଦୁର୍ଘଟଣାରେ…

ଓ୍ବେଟିଂ ଟିକେଟ ଥିବା ଯାତ୍ରୀଙ୍କୁ ଆଶ୍ବସ୍ତି, ଏଣିକି 8 ଘଣ୍ଟା ପୂର୍ବରୁ ପ୍ରସ୍ତୁତ ହେବ ଟ୍ରେନର ଚାର୍ଟ

ନୂଆଦିଲ୍ଲୀ: ଭାରତୀୟ ରେଳବାଇ ଚାର୍ଟିଂ ସିଷ୍ଟମରେ ଏକ ବଡ଼ ପରିବର୍ତ୍ତନ କରିଛି । ଚାର୍ଟ ପ୍ରସ୍ତୁତ କରିବା ପାଇଁ ସମୟ ବୃଦ୍ଧି କରି ରେଳବାଇ ଓ୍ବେଟିଂରେ ଥିବା ଟିକେଟଧାରୀଙ୍କୁ ଏକ ବଡ଼ ଆଶ୍ୱସ୍ତି ଦେଇଛି । ଏବେ ଟ୍ରେନ୍…

ବିମାନରେ ବନ୍ଦ ହୋଇଗଲା ଏସି, ଝାଳରେ ବୁଡ଼ିଗଲେ ଯାତ୍ରୀ, ଧ୍ୟାନରେ ବସିବାକୁ ପରାମର୍ଶ ଦେଲେ କ୍ରୁ ମେମ୍ବର

ୱାଶିଂଟନ,୨୯ା୬: ସୋସିଆଲ ମିଡିଆରେ ଏକ ଆଶ୍ଚର୍ଯ୍ୟଜନକ ଭିଡିଓ ଭାଇରାଲ ହେଉଛି। ଯେଉଁଥିରେ ଆମେରିକୀୟ ବିମାନ ଭିତରେ ଯାତ୍ରୀମାନେ ଝାଳରେ ବୁଡ଼ି ରହିଥିବାର ଦେଖାଯାଉଛି। କୁହାଯାଉଛି ଏୟାର କଣ୍ଡିସନିଂ ସିଷ୍ଟମ(AC) ବନ୍ଦ…

‘କାଣ୍ଟା ଲଗା’ ଗାର୍ଲ ଶେଫାଲିଙ୍କ ମୃତ୍ୟୁକୁ ନେଇ ଭାଙ୍ଗିପଡ଼ିଛନ୍ତି ଦେଶୀ ଗାର୍ଲ ପ୍ରିୟଙ୍କା

ନୂଆଦିଲ୍ଲୀ: ଶେଫାଲି ଜରିୱାଲାଙ୍କ ହଠାତ୍ ମୃତ୍ୟୁ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଯେଉଁମାନେ ଅଭିନେତ୍ରୀଙ୍କୁ ଶ୍ରଦ୍ଧାଞ୍ଜଳି ଦେଉଛନ୍ତି ସେମାନେ ବିଶ୍ୱାସ କରିପାରୁନାହାଁନ୍ତି ଯେ ଶେଫାଲି ଆଉ ସେମାନଙ୍କ…

ହିନ୍ଦୁ ମନ୍ଦିର ପରିସରରେ ନମାଜ ପଢ଼ି ବନ୍ଧା ହେଲେ ଯୁବକ, ଭିଡିଓ ଭାଇରାଲ

ଲକ୍ଷ୍ନୌ,୨୯ା୬: ଉତ୍ତରପ୍ରଦେଶର ବଦାୟୁଁ ଜିଲ୍ଲାର ଦାତାଗଞ୍ଜ ଅଞ୍ଚଳର ଏକ ମନ୍ଦିର ପରିସରରେ ନମାଜ ପାଠ କରି ଜଣେ ଯୁବକ ବନ୍ଧା ହୋଇଛନ୍ତି । ପୋଲିସ ସର୍କଲ୍ ଅଫିସର କେକେ ତିୱାରୀ ରବିବାର କହିଛନ୍ତି, ଦାତାଗଞ୍ଜ ଥାନା…

ତ୍ରିଭାଷା ନୀତିରୁ ପଛକୁ ହଟିଲେ ମହାରାଷ୍ଟ୍ର ସରକାର, ହିନ୍ଦୀକୁ ବାଧ୍ୟତାମୂଳକ କରିବାର ନିଷ୍ପତ୍ତି ବାତିଲ କଲେ

ନୂଆଦିଲ୍ଲୀ: ମହାରାଷ୍ଟ୍ର ସରକାର ପ୍ରଥମ ଶ୍ରେଣୀରୁ ହିନ୍ଦୀକୁ ବାଧ୍ୟତାମୂଳକ କରିବାର ନିଷ୍ପତ୍ତିକୁ ବାତିଲ କରିଛନ୍ତି । ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ ଆଜି ଏହା ଘୋଷଣା କରିଛନ୍ତି । ଶିବସେନା (ଉଦ୍ଧବ ଠାକରେ)…

ଆଜି ବି ଅଧାରେ ଅଟକିଲା ବ୍ରହ୍ମ ତାଳଧ୍ୱଜ ରଥ

କେନ୍ଦ୍ରାପଡ଼ା: ଆଜି ବି ଅଧାରେ ଅଟକିଲା ବ୍ରହ୍ମ ତାଳଧ୍ୱଜ ରଥ। ତୁଳସୀ କ୍ଷେତ୍ର ପ୍ରଭୁ ବଳଦେବଜୀଉଙ୍କ ରଥଯାତ୍ରାରେ ଅବ୍ୟବସ୍ଥା। ପୂର୍ବବର୍ଷ ଭଳି ଚଳିତ ବର୍ଷ ବି ଅଧାରେ ଅଟକିଲା ବ୍ରହ୍ମ ତାଳଧ୍ବଜ ରଥ। ବାମ ମୋଡ଼…

କାଲି 5 ଘଣ୍ଟା ପର୍ଯ୍ୟନ୍ତ ବନ୍ଦ ରହିବ ଜଗା ଦର୍ଶନ

ପୁରୀ: କାଲି ମହାପ୍ରଭୁଙ୍କର ବନକଲାଗି ନୀତି ଅନୁଷ୍ଠିତ ହେବ। ଏଥିଲାଗି ଶ୍ରୀମନ୍ଦିରରେ 5 ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ । ଦ୍ୱିତୀୟ ଭୋଗମଣ୍ଡପ ଭୋଗ ଶେଷ ପରେ ହେବ ଏହି ସ୍ୱତନ୍ତ୍ର ନୀତି। ବନକଲାଗି ନୀତି…