ଶ୍ରେଷ୍ଠ ସହର ତାଲିକାରେ ଭାରତର ଏହି ସହର, ବଡ଼ ବଡ଼ ସହରକୁ ପଛରେ ପକାଇଲା ପିଙ୍କ୍ ସିଟି

ନୂଆଦିଲ୍ଲୀ: ଟ୍ରାଭେଲ୍ ଆଣ୍ଡ୍ ଲିଜର୍ ମ୍ୟାଗାଜିନ୍‌ର ୨୦୨୫ ସର୍ଭେରେ, ବିଶ୍ୱର କିଛି ଦେଶକୁ ବିଭିନ୍ନ ବର୍ଗରେ ପୁରସ୍କାର ଦିଆଯାଇଛି। ଶ୍ରେଷ୍ଠ ହୋଟେଲ୍ ଏବଂ ସ୍ପା, ଦ୍ୱୀପପୁଞ୍ଜ ଏବଂ ଜାତୀୟ ଉଦ୍ୟାନ, ସଫାରି ଏବଂ ଟୁର୍…

ଶୁକ୍ରାଣୁ ତସ୍କରୀର ପର୍ଦ୍ଦାଫାଶ; ସରୋଗେସି ନାଁରେ 35 ଲକ୍ଷ ଚଳୁ, ଡାକ୍ତରଙ୍କ ସମେତ ୧୦ ଗିରଫ

ହାଇଦ୍ରାବାଦ: DNA ଧରିଲା ସତ । ସରୋଗେସି ନାଁରେ ଚାଲିଥିଲା ଶୋଷଣ । ସିକନ୍ଦରାବାଦ ଫର୍ଟିଲିଟି ସେଣ୍ଟରରେ ଚାଲିଥିବା ଅବୈଧ ସରୋଗେସି ଖେଳ । ଶୁକ୍ରାଣୁ ଚୋରାଚାଲାଣରେ ଜଡିତ ଏକ ଫର୍ଟିଲିଟି ସେଣ୍ଟରର ହୋଇଛି ପର୍ଦ୍ଦାଫାସ…

ଭୟଙ୍କର ଟ୍ରେନ୍ ଦୁର୍ଘଟଣା, ବଗି ଉପରେ ଚଢ଼ିଗଲା ବଗି, ୧୫୮ କି.ମି ପର୍ଯ୍ୟନ୍ତ…

ଜର୍ମାନୀ: ପୁଣି ଏକ ବଡ଼ ଟ୍ରେନ୍ ଦୁର୍ଘଟଣା। ଲାଇନଚ୍ୟୁତ ହେଲା ଯାତ୍ରୀବାହୀ ଟ୍ରେନ୍।  ବଗି ଉପରେ ଚଢ଼ିଗଲା ବଗି। ଫଳରେ ୩ ଜଣଙ୍କର ଏବେସୁଦ୍ଧା ମୃତ୍ୟୁ ହୋଇଥିବା ବେଳେ ଅନେକ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି।…

ଚଳନ୍ତା ବିମାନରେ ବ୍ୟକ୍ତିଙ୍କ ହାଇଡ୍ରାମା, ଧମକ ଦେଲେ ବମ୍‌ରେ ଉଡ଼ାଇ ଦେବି… ହେଲା ଏମରଜେନ୍ସି ଲ୍ୟାଣ୍ଡିଂ

ୟୁକେ: ବ୍ରିଟେନ୍ ଲୁଟନ୍ରୁ ଗ୍ଲାସଗୋ ଯାଉଥିବା ଏକ ଇଜିଜେଟ୍ ବିମାନର ଜରୁରୀକାଳୀନ ଅବତରଣ କରାଯାଇଥିଲା। ଜଣେ ଯାତ୍ରୀଙ୍କ କାରଣରୁ ପାଇଲଟ୍‌ଙ୍କୁ ଗ୍ଲାସଗୋ ବିମାନବନ୍ଦରରେ ବିମାନ ଅବତରଣ କରିବାକୁ ପଡିଥିଲା। କାରଣ…

Googleର ବଡ଼ ଘୋଷଣା ! ୨୫ ଅଗଷ୍ଟରୁ ବନ୍ଦ ହେବ ଏହି ସେବା, ଏବେ କ’ଣ କରିବେ ୟୁଜର୍ସ ?

ନୂଆଦିଲ୍ଲୀ: ବଡ଼ ଘୋଷଣା କଲା ଲୋକପ୍ରିୟ Google । Google URL Shortener, ଯାହା ଲମ୍ବା ଲିଙ୍କଗୁଡ଼ିକୁ ଛୋଟ ଏବଂ ସେୟାର କରିବାରେ ସହଜ ପାଇଁ ଡିଜାଇନ୍ କରାଯାଇଥିଲା, ଏବେ ତାହା ୨୫ ଅଗଷ୍ଟ, ୨୦୨୫ ରୁ ସମ୍ପୂର୍ଣ୍ଣ…

ରାକ୍ଷୀ ବାହାନାରେ ବାପଘରକୁ ଆସି ପ୍ରେମିକ ସହ ଫେରାର ନୂଆବୋହୂ, ମୁଣ୍ଡ ବାଡେଇ କାନ୍ଦୁଛି ସ୍ୱାମୀ

ଉତ୍ତରପ୍ରଦେଶ:  ଆଗକୁ ରାକ୍ଷୀ ପୂର୍ଣ୍ଣମି ଆସୁଛି ମୁଁ ମୋ ଭାଇ ହାତରେ ରାକ୍ଷୀ ବାନ୍ଧିବା ପାଇଁ ବାପଘରକୁ ଯିବି କହିବାରୁ ନୂଆ ବୋହୁକୁ ବିନା ଦ୍ୱିଧାରେ ଶ୍ୱଶୁର ଘର ଲୋକ ବାପ ଘରକୁ ପଠାଇଦେଲେ। ହେଲେ ବାପଘରେ…

Traffic Rule: କେତେ ଚାଲାଣ କଟିବା ପରେ ଡ୍ରାଇଭିଂ ଲାଇସେନ୍ସ ରଦ୍ଦ ହୁଏ? କେମିତି ପୁନଃ କିପରି ପାଇବେ DL

ଭାରତରେ ଟ୍ରାଫିକ ନିୟମ ଉଲ୍ଲଂଘନ କରିବା କେବଳ ଜରିମାନାରେ ସୀମିତ ନୁହେଁ, ବରଂ ଏହା ଡ୍ରାଇଭିଂ ଲାଇସେନ୍ସ ରଦ୍ଦ ହେବାର କାରଣ ମଧ୍ୟ ହୋଇପାରେ। ବାରମ୍ବାର ନିୟମ ଉଲ୍ଲଂଘନ କରୁଥିବା ଚାଳକଙ୍କ ପାଇଁ ସରକାର କଡ଼ା ନିୟମ…

ମାଞ୍ଚେଷ୍ଟର ଟେଷ୍ଟ ଡ୍ର’, ଗୌତମ ଗମ୍ଭୀରଙ୍କ ସମେତ ତିନି ଜଣଙ୍କ ଉପରେ BCCIର ବଡ଼ ନିଷ୍ପତ୍ତି, ରିପୋର୍ଟରେ ଖୁଲାସା

ନୂଆଦିଲ୍ଲୀ : ମାଞ୍ଚେଷ୍ଟରରେ ଖେଳାଯାଇଥିବା ଚତୁର୍ଥ ଟେଷ୍ଟ ମ୍ୟାଚ ଡ୍ର’ରେ ଶେଷ ହୋଇଛି, ଯାହା ପରେ ଭାରତୀୟ କ୍ରିକେଟ ନିୟନ୍ତ୍ରଣ ବୋର୍ଡ (BCCI) ମୁଖ୍ୟ କୋଚ ଗୌତମ ଗମ୍ଭୀର ଏବଂ ଅନ୍ୟ ଦୁଇ ଜଣଙ୍କ ଉପରେ ଏକ ବଡ଼…

ରାଜ୍ୟ ପଞ୍ଚାୟତିରାଜ ପୁରସ୍କାର ଘୋଷଣା; ଦିଆଯିବ 4 କୋଟି

ଭୁବନେଶ୍ବର: ରାଜ୍ୟ ପଞ୍ଚାୟତିରାଜ ପୁରସ୍କାର ଘୋଷଣା । 4 କୋଟିର ପୁରସ୍କାର ରାଶି ହେଲା ଘୋଷଣା । ପୁରସ୍କାର ରାଶି ଘୋଷଣା କଲେ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାଏକ । ରାଜ୍ୟ, ଜିଲ୍ଲା ଓ ବ୍ଲକ ସ୍ତରରେ ଦିଆଯିବ…

ଉଚ୍ଚଶିକ୍ଷା ବିଭାଗର ଇନଷ୍ଟାଗ୍ରାମ୍ ଆକାଉଣ୍ଟ ହ୍ୟାକ୍; ପୋଷ୍ଟ ହୋଇଛି ଅଶ୍ଳୀଳ ଭିଡ଼ିଓ, ରେଭେନ୍ସା ବିଶ୍ବବିଦ୍ୟାଳୟର ୱେବସାଇଟ୍ ବି ହ୍ୟାକ୍

ଭୁବନେଶ୍ବର: ଉଚ୍ଚଶିକ୍ଷାରେ ହ୍ୟାକର ଆତଙ୍କ। ଉଚ୍ଚଶିକ୍ଷା ବିଭାଗର ଇନ୍ ଷ୍ଟାଗ୍ରାମ ଆକାଉଣ୍ଟ ହ୍ୟାକ୍। ସେପଟେ ରେଭେନ୍ସା ବିଶ୍ବବିଦ୍ୟାଳୟ ୱେବସାଇଟକୁ ହ୍ୟାକ କରିଛନ୍ତି ହ୍ୟାକର। ୪ ତାରିଖରୁ ଉଚ୍ଚଶିକ୍ଷା ବିଭାଗ…