ଜବରଦସ୍ତ କାର ଭିତରକୁ ଟେକିନେଲେ, ଭିନ୍ନ ଭିନ୍ନ ସ୍ଥାନରେ ଗାଡ଼ି ଅଟକାଇ ଦୁଷ୍କର୍ମ କଲେ
ମହାରାଷ୍ଟ୍ର: ରାସ୍ତାରେ ଯାଉଥିବା ସମୟରେ ଜଣେ ଯୁବତୀଙ୍କୁ କାର ଭିତରକୁ ଟେକିନେଇ ଗଣଦୁଷ୍କର୍ମ! ଏଭଳି ଏକ ହୃଦୟବିଦାରକ ଘଟଣା ମହାରାଷ୍ଟ୍ରର ପୁଣେରେ ଦେଖିବାକୁ ମିଳିଛି। ଯାହା ପୁରା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।…