ସକାଳୁ ସକାଳୁ ଲୋକଙ୍କୁ ଦୋହଲାଇ ଦେଲା ଭୂମିକମ୍ପ, ରିକ୍ଟର ସ୍କେଲରେ ମପାଗଲା ଏତିକି ତୀବ୍ରତା
ନୂଆଦିଲ୍ଲୀ: ଭାରତ ସମେତ ସାରା ବିଶ୍ୱରେ ଭୂମିକମ୍ପ ଘଟଣା ବୃଦ୍ଧି ପାଇବାରେ ଲାଗିଛି। ମିଆଁମାର ସମେତ ଅନେକ ଦେଶରେ ଭୂମିକମ୍ପ ଯୋଗୁଁ ହଜାର ହଜାର ଲୋକଙ୍କର ମୃତ୍ୟୁ ହୋଇଛି।
ସେହିପରି, କିଛି ସମୟ ଧରି ରାଜଧାନୀ…