ସକାଳୁ ଖାଲି ପେଟରେ କ’ଣ ଖାଇବା ଜରୁରୀ କ’ଣ ମନା? ଆୟୁର୍ବେଦିକ ବିଶେଷଜ୍ଞ କୁହନ୍ତି…

ସକାଳର ଜଳଖିଆ ଉତ୍ତମ ସ୍ୱାସ୍ଥ୍ୟ ପାଇଁ ବେଶ୍ ଜରୁରୀ ଅଟେ । ମାତ୍ର ଏହି ସକାଳ ଜଳଖିଆରେ କ’ଣ ଖାଇବା ଉଚିତ କ’ଣ ଖାଇବା ଅନୁଚିତ ସେ ବିଷୟରେ ଜାଣିବା ନିହାତି ଦରକାର । ସକାଳର ଜଳଖିଆ ସାରା ଦିନ ପାଇଁ ଆପଣଙ୍କ ସ୍ୱାସ୍ଥ୍ୟ…

ପୋଖରୀରେ ବୁଡି ମା’ ଓ 5 ମାସର ଶିଶୁକନ୍ୟା ମୃତ

ମାଲକାନଗିରି: ପୋଖରୀରେ ବୁଡ଼ିଗଲେ ମା' ଓ 5 ମାସର ଶିଶୁକନ୍ୟା। ଏଭଳି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି ମାଲକାନଗିରିର ମାଥିଲିରେ। ସକାଳେ ଗାଧୋଇବାକୁ ଯାଇଥିବାବେଳେ ମା' ଓ ଶିଶୁକନ୍ୟା ବୁଡ଼ିଯାଇଥିଲେ। ଯାହାଫଳରେ…

Weekly Love Horoscope : ପ୍ରେମୀଯୁଗଳଙ୍କ ପାଇଁ କେମିତି କଟିବ ସପ୍ତାହ, ପ୍ରେମରେ ସଫଳତା ପାଇବେ ଏହି ରାଶିର ବ୍ୟକ୍ତି

ନୂଆଦିଲ୍ଲୀ: କେହି ନୂଆ ପ୍ରେମ ପାଇବେ, ତ କେହି ସମ୍ପର୍କର ଗଭୀରତା ବୃଦ୍ଧି କରିବେ । ଜାଣନ୍ତୁ ପ୍ରେମ ପାଇଁ ସପ୍ତାହଟି କେମିତି କଟିବ ମେଷ: ସପ୍ତାହଟି ପ୍ରେମପୂର୍ଣ୍ଣ ମୁହୂର୍ତ୍ତ ସହିତ ଆରମ୍ଭ ହେବ- ଯଦି ଆପଣ ଏକ…

ଭାରତ କେଉଁ ଦେଶଠାରୁ କିଣିବ ସୁପରଫାଷ୍ଟ ଜେଟ୍, ଆମେରିକା ନା ରୁଷ୍? ଜାଣନ୍ତୁ…

ନୂଆଦିଲ୍ଲୀ,୭ା୭: ଭାରତ ଏବେ ତା’ର ବାୟୁସେନାକୁ ଆହୁରି ଶକ୍ତିଶାଳୀ କରିବାକୁ ଅଣ୍ଟା ଭିଡ଼ିଛି । ଭାରତ ଏବେ ପଞ୍ଚମ ପିଢ଼ିର ସୁପର ଆଡଭାନ୍ସଡ୍ ଲଢ଼ୁଆ ବିମାନ କିଣିବାକୁ ପ୍ରସ୍ତୁତ ହେଉଛି। ପ୍ରତିରକ୍ଷା ସଚିବ ଆର.କେ. ସିଂହ…

ଶେଷ ହେଲା ଶ୍ରୀମନ୍ଦିର ରତ୍ନଭଣ୍ଡାର କାମ

ପୁରୀ: ଶେଷ ହେଲା ଶ୍ରୀମନ୍ଦିର ରତ୍ନଭଣ୍ଡାର କାମ। ଉଭୟ ଭିତର ଓ ବାହାର ରତ୍ନଭଣ୍ଡାର କାମ ସରିଥିବାବେଳେ ପାଖାପାଖି 95 ଦିନ ସଂରକ୍ଷଣ ଓ ମରାମତି କାମ ଚାଲିଥିଲା। ରତ୍ନଭଣ୍ଡାରରେ ମୋଟ 15 ଟି ଷ୍ଟେନଲେସ ଷ୍ଟିଲ ବକ୍ସ…

ସ୍ବାମୀ ଜାଣିଦେଲା ଚୋରା ପିରତି..ଏହାକୁ ନେଇ ଧୋକେବାଜ ସ୍ତ୍ରୀ କଲା କଳହ, ପରେ ପ୍ରେମିକ ସହିତ ମିଶି ତକିଆ ମଡାଇ କଲା ହତ୍ୟା

ନୂଆଦିଲ୍ଲୀ: ମହାରାଷ୍ଟ୍ରର ନାଗପୁରରେ ଜଣେ ସ୍ତ୍ରୀ ତାଙ୍କ ପ୍ରେମିକଙ୍କ ସହ ମିଶି ତାଙ୍କ ଅସୁସ୍ଥ ସ୍ୱାମୀଙ୍କୁ ହତ୍ୟା କରିଛନ୍ତି । ସ୍ତ୍ରୀ ହତ୍ୟାକୁ ପ୍ରାକୃତିକ ମୃତ୍ୟୁ ବୋଲି ଦର୍ଶାଇବାକୁ ଚେଷ୍ଟା କରିଥିଲେ, କିନ୍ତୁ…

ଅବସର ପରେ ସୁପ୍ରିମକୋର୍ଟ ବିଚାରପତି କେଉଁଠି ରୁହନ୍ତି, କ’ଣ ରହିଥାଏ ତାଙ୍କ ପାଇଁ କ୍ୱାର୍ଟର୍ସ ନିୟମ ଜାଣନ୍ତୁ…

ନୂଆଦିଲ୍ଲୀ,୭ା୭: ଭାରତର ପୂର୍ବତନ ମୁଖ୍ୟ ବିଚାରପତି (CJI) DY ଚନ୍ଦ୍ରଚୂଡ଼ ଅବସର ନେବାର ଆଠ ମାସ ପରେ ମଧ୍ୟ ସରକାରୀ ବଙ୍ଗଳାରେ ରହୁଛନ୍ତି। ଏହା ଉପରେ ସୁପ୍ରିମକୋର୍ଟ ତାଙ୍କୁ ଏକ ଚିଠି ଲେଖି ଦିଲ୍ଲୀର ଲୁଟିୟନ୍ସ…

ମହେଶ ବାବୁଙ୍କୁ 34 ଲକ୍ଷ ଟଙ୍କାର ପ୍ଲଟ୍ ଠକେଇ ମାମଲାରେ ନୋଟିସ୍

ଓଡିଶା ଭାସ୍କର: ତେଲୁଗୁ ଚଳଚ୍ଚିତ୍ର ଜଗତର ସୁପରଷ୍ଟାର ମହେଶ ବାବୁ ଏକ ରିଅଲ୍ ଏଷ୍ଟେଟ୍ ଠକେଇ ମାମଲାରେ ଆଇନଗତ ସମସ୍ୟାରେ ଫସିଛନ୍ତି। ତାଙ୍କୁ ରଙ୍ଗାରେଡ୍ଡି ଜିଲ୍ଲା ଗ୍ରାହକ କମିଶନ ଦ୍ୱାରା ଏକ ଆଇନଗତ ନୋଟିସ୍ ଜାରି…

ଡାହାଣୀ ସନ୍ଦେହରେ ବର୍ବର କାଣ୍ଡ… ଗୋଟିଏ ପରିବାରର 5ଜଣଙ୍କୁ ପିଟିପିଟି ହତ୍ୟା, ପରେ ଘରେ ଲଗାଇଦେଲେ ନିଆଁ

ନୂଆଦିଲ୍ଲୀ: ବର୍ତ୍ତମାନର ଆଧୁନିକ ଯୁଗରେ ମଧ୍ୟ ଗୁଣିଗାରେଡ଼ି ପାଇଁ ଜୀବନ ଯାଉଛି । ବିହାରର ପୂର୍ଣ୍ଣିଆ ଜିଲ୍ଲାରେ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି, ଯେଉଁଠାରେ ଗୋଟିଏ ପରିବାରର 5 ଜଣଙ୍କୁ ହତ୍ୟା କରାଯାଇଛି ।…

ପ୍ରଥମେ ଲିଙ୍ଗ ପରିବର୍ତ୍ତନ, ତା’ପରେ ତନ୍ତ୍ର ମନ୍ତ୍ର କରି ବଳାତ୍କାର

ମଧ୍ୟପ୍ରଦେଶ: ପ୍ରଥମେ ଲିଙ୍ଗ ପରିବର୍ତ୍ତନ କଲେ, ତା' ପରେ ଗୁଣି ଗାରେଡି କରି ବଳାତ୍କାର କଲେ। ଏଭଳି ଏକ ଘୃଣ୍ୟ ଘଟଣା ଦେଖିବାକୁ ମିଳିଛି ମଧ୍ୟପ୍ରଦେଶର ନର୍ମଦାପୁରମରେ। ଏଠାରେ ଜଣେ ଯୁବକ ଆଉ ଜଣେ ଯୁବକଙ୍କୁ ପ୍ରେମ…