ସୋସିଆଲ ମିଡିଆରୁ କିପରି ଅର୍ଥ ଉପାର୍ଜନ କରିବେ? ଜାଣନ୍ତୁ କିଛି ସହଜ ଓ ପ୍ରଭାବଶାଳୀ ଉପାୟ

ଆଜିର ଡିଜିଟାଲ ଯୁଗରେ ସୋସିଆଲ ମିଡିଆ କେବଳ ମନୋରଞ୍ଜନ କିମ୍ବା ସୂଚନା ଆଦାନପ୍ରଦାନର ମାଧ୍ୟମ ନୁହେଁ, ବରଂ ଏହା ଏକ ଶକ୍ତିଶାଳୀ ଅର୍ଥ ଉପାର୍ଜନର ପ୍ଲାଟଫର୍ମ ହୋଇପାରେ। ଫେସବୁକ, ଇନଷ୍ଟାଗ୍ରାମ, ଇଉଟ୍ୟୁବ, ଏକ୍ସ…

ଦଲାଇ ଲାମାଙ୍କୁ ଜନ୍ମଦିନରେ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ , କହିଲେ- ଆପଣ ପ୍ରେମ, କରୁଣା, ଧୈର୍ଯ୍ୟ ଓ ନୈତିକ ଅନୁଶାସନର ପ୍ରତୀକ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତିବ୍ବତୀୟ ଆଧ୍ୟାତ୍ମିକ ନେତା ତଥା ୧୪ତମ ଦଲାଇ ଲାମାଙ୍କୁ ତାଙ୍କ ୯୦ତମ ଜନ୍ମଦିନ ଅବସରରେ ହାର୍ଦିକ ଶୁଭେଚ୍ଛା ଜଣାଇଛନ୍ତି। ଜୁଲାଇ ୬, ୨୦୨୫ରେ ସୋସିଆଲ ମିଡିଆ ପ୍ଲାଟଫର୍ମ…

ଆଜି ଖୋଲିବ ହୀରାକୁଦର 12ଟି ଗେଟ୍, ନିଷ୍କାସିତ ହେବ ଚଳିତ ବର୍ଷର ପ୍ରଥମ ବନ୍ୟା ଜଳ

ସମ୍ବଲପୁର: ଆଉ କିଛି ସମୟରେ ଖୋଲିବ ହୀରାକୁଦ ଗେଟ୍ । ହୀରାକୁଦର 12ଟି ଗେଟ୍ ଆଜି ଖୋଲିବ । ଜଳଭଣ୍ଡାରରୁ ଛଡ଼ାଯିବ ବର୍ଷର ପ୍ରଥମ ବନ୍ୟାଜଳ । ଏନେଇ ଆଜି ସକାଳ 10ଟାରେ ପୂଜାର୍ଚ୍ଚନା ପରେ ବାମ ପାର୍ଶ୍ବ ସ୍ପିଲ ଓ୍ବେର 7…

ମହିଳାଙ୍କୁ ନିଆଁ ଲଗାଇ ପୋଡ଼ି ମାରିଦେଲେ!

ବାଲେଶ୍ୱର: ମହିଳାଙ୍କୁ ଜାଳିଦେଲେ! ଘର ଭିତରୁ ଉଦ୍ଧାର କରାଗଲା ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ। ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲାର ଟାଉନ ଥାନା ବଙ୍କାଖଜୁରୀ ଗାଁରେ। ମହିଳା ଜଣଙ୍କ…

ଶୋଇବା ପୂର୍ବରୁ ମାତ୍ର ଗୋଟିଏ ଚାମଚ ଘିଅ ସହିତ ପିଅନ୍ତୁ ଉଷୁମ ପାଣି, କମିଯିବ…

ଓଡ଼ିଶା ଭାସ୍କର: ଜେଜେମାଆଙ୍କ ଅମଳରୁ ଘିଅଖାଇବାକୁ ପରାମର୍ଶ ଦିଆଯାଇ ଆସୁଅଛି । ଲୋକମାନେ ପ୍ରାୟତଃ ମୋଟାପଣକୁ ଘିଅ ସହିତ ଯୋଡ଼ି ଥାଆନ୍ତି । କିନ୍ତୁ ଯଦି ଘିଅକୁ ସଠିକ୍ ପରିମାଣରେ ଏବଂ ସଠିକ୍ ଉପାୟରେ ସେବନ କରାଯାଏ,…

୨୦,୦୦୦ ଟଙ୍କା ପାଇଁ ୧୨ ବର୍ଷର ପୁଅକୁ ବନ୍ଧା ରଖିଲେ ବାପା

ରାଜସ୍ଥାନ: ମାତ୍ର 20,000 ଟଙ୍କା ପାଇଁ ପୁଅକୁ ବନ୍ଧା ରଖିଲେ ବାପା। ଏଭଳି ଏକ ହୃଦୟବିଦାରକ ଘଟଣା ଦେଖିବାକୁ ମିଳିଛି ରାଜସ୍ଥାନର ବୁନ୍ଦିରୁ। ଏଠାରେ ଜଣେ ବାପା ତାଙ୍କ 12 ବର୍ଷର ନିର୍ଦ୍ଦୋଷ ପୁଅକୁ ସାମାନ୍ୟ କେତେଟା…

ଶୁଭମନ ଗିଲଙ୍କୁ ବିରାଟ କୋହଲିଙ୍କ ପ୍ରଶଂସା: ଏଜବେଷ୍ଟନରେ ରେକର୍ଡ ଭାଙ୍ଗିବା ପରେ କହିଲେ ଏହି କଥା

ଭାରତୀୟ ଟେଷ୍ଟ ଦଳର ନୂଆ ଅଧିନାୟକ ଶୁଭମନ ଗିଲ ତାଙ୍କ ଅଧିନାୟକ ସଫରକୁ ଏକ ଚମତ୍କାର ଢଙ୍ଗରେ ଆରମ୍ଭ କରିଛନ୍ତି, ଠିକ୍ ଯେମିତି ପ୍ରାୟ ୧୧ ବର୍ଷ ପୂର୍ବେ ବିରାଟ କୋହଲି କରିଥିଲେ। କୋହଲିଙ୍କ ପରି ଗିଲ ମଧ୍ୟ ନମ୍ବର-୪…

ପ୍ରେମିକଙ୍କୁ ତାଲିବାନି ଦଣ୍ଡ, ଲଣ୍ଡା କରି ମୁହଁରେ ବୋଳିଲେ କଳା

ବିହାର: ପ୍ରେମ କରି ଫସିଗଲେ ଯୁବକ, ମିଳିଲା ତାଲିବାନି ଦଣ୍ଡ। ଏପରି ଏକ ଘଟଣା ଦେଖିବାକୁ ମିଳିଛି ବିହାରର ଦରଭଙ୍ଗାରେ। ଏଠାରେ ଜଣେ ଯୁବକଙ୍କ ପ୍ରତି ଅମାନବୀୟ ବ୍ୟବହାର ହୋଇଛି। ପୁଅଟି ପାଖ ଗାଁର ଜଣେ ଝିଅକୁ ପ୍ରେମ…

କେଉଁଠି କେଉଁଠି ଲଗାଇଛନ୍ତି ଟଙ୍କା, ବସ୍ ଗୋଟିଏ ପାନ ନମ୍ବରରେ କରିପାରିବେ ଟ୍ରାକ

ଯଦି ଆପଣ ମ୍ୟୁଚୁଆଲ ଫଣ୍ଡରେ ସିଷ୍ଟେମାଟିକ ଇନଭେଷ୍ଟମେଣ୍ଟ ପ୍ଲାନ (SIP) କିମ୍ବା ଲମ୍ପସମ ମାଧ୍ୟମରେ ନିବେଶ କରିଛନ୍ତି ଏବଂ କୌଣସି କାରଣରୁ ଆପଣଙ୍କ ନିବେଶ ସମ୍ପର୍କରେ ଭୁଲିଯାଇଛନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ…

ଆଜି ଦେବଶୟନୀ ଏକାଦଶୀ; ପାଠ କରନ୍ତୁ ଏହି ଶ୍ଳୋକ, ମିଳିବ ଭଗବାନ ବିଷ୍ଣୁଙ୍କ କୃପା

ଓଡ଼ିଶା ଭାସ୍କର: ଆଜି 6 ଜୁଲାଇ 2025, ଆଷାଢ଼ ମାସର ଶୁକ୍ଳ ପକ୍ଷର ଏକାଦଶୀ ପାଳନ କରାଯାଉଛି । ଏହାକୁ ଦେବଶୟନୀ କିମ୍ବା ହରିଶୟନୀ ଏକାଦଶୀ ମଧ୍ୟ କୁହାଯାଏ । କାରଣ ଏହି ତିଥି ପରେ, ଭଗବାନ ବିଷ୍ଣୁ 4 ମାସ ପାଇଁ ଗଭୀର…