ଗାଭାସ୍କରଙ୍କ ୫୪ ବର୍ଷର ପୁରୁଣା ମହାରେକର୍ଡକୁ ଭାଙ୍ଗିଦେଲେ ଶୁଭମନ ଗିଲ୍, ପୁଣି ଶତକ ମାରି ରଚିଲେ ଇତିହାସ
ନୂଆଦିଲ୍ଲୀ: ଅଧିନାୟକ ଭାବେ ଇଂଲଣ୍ଡ ଗସ୍ତରେ ଯାଇଥିବା ଶୁଭମନ ଗିଲଙ୍କ ବ୍ୟାଟରୁ ଖାଲି ରନ ବର୍ଷା ହେଉଛି। ପ୍ରଥମେ ସେ ଲିଡ୍ସ ଟେଷ୍ଟରେ ଶତକ ହାସଲ କରିଥିଲେ। ତା'ପରେ ସେ ଦ୍ୱିତୀୟ ଟେଷ୍ଟର ପ୍ରଥମ ଇନିଂସରେ ୨୬୯ ରନ…