ଆଇସିସି କ୍ରିକେଟରେ ଆଣିଲା ୮ଟି ବଡ଼ ପରିବର୍ତ୍ତନ: କ୍ୟାଚ ଓ ଶର୍ଟ ରନ ନେଇ ନୂଆ ନିୟମ, ଭୁଲରେ ଲାଗିବ ୫ ରନର ଜରିମାନା
ନୂଆଦିଲ୍ଲୀ : ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) କ୍ରିକେଟର ନିୟମାବଳୀରେ ବଡ଼ ପରିବର୍ତ୍ତନ ଆଣିଛି। ଟେଷ୍ଟ, ଏକଦିବସୀୟ ଓ ଟି-୨୦ ତିନି ଫର୍ମାଟରେ କ୍ୟାଚ ନେବା, ଶର୍ଟ ରନ ଏବଂ ବଲରେ ଲାଳ ଲଗାଇବା ସମ୍ବନ୍ଧରେ ନୂଆ…