ପରମାଣୁ ଯୁଦ୍ଧ ଅଟକାଇଛି: ପୁଣି ଭାରତ-ପାକିସ୍ତାନ ଯୁଦ୍ଧବିରତି ଦାବି ଦୋହରାଇଲେ ଟ୍ରମ୍ପ, ବିଜେପିକୁ ସମାଲୋଚନା କଲା କଂଗ୍ରେସ
ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁନର୍ବାର ଦାବି କରିଛନ୍ତି ଯେ ତାଙ୍କ ପ୍ରଶାସନ ଭାରତ ଓ ପାକିସ୍ତାନ ମଧ୍ୟରେ ଏକ ଆଶଙ୍କିତ ପରମାଣୁ ଯୁଦ୍ଧକୁ ରୋକିବା ପାଇଁ ତୁରନ୍ତ ଯୁଦ୍ଧବିରତି କରାଇଛି।…