ସ୍ମୁତି ମାନ୍ଧାନା ଧମାକାଦାର ପ୍ରଦର୍ଶନ: ସୁପର ଓଭରରେ ଅଷ୍ଟ୍ରେଲିଆକୁ ହରାଇଲା ଟିମ୍ ଇଣ୍ଡିଆ, ସିରିଜ ୧-୧ରେ ବରାବର
ନୂଆଦିଲ୍ଲୀ: ଭାରତ ଏବଂ ଅଷ୍ଟ୍ରେଲିଆ ମହିଳା ଦଳ ମଧ୍ୟରେ ଚାଲିଥିବା ଟି -୨୦ ସିରିଜର ଦ୍ୱିତୀୟ ମ୍ୟାଚ୍ରେ ଭାରତୀୟ ଦଳ ରୋମାଞ୍ଚକର ବିଜୟ ହାସଲ କରିଛି। ଟସ୍ ଜିତିବା ପରେ ଭାରତ ପ୍ରଥମେ ବ୍ୟାଟିଂ କରିବାକୁ ଅଷ୍ଟ୍ରେଲିଆକୁ…