CHARIDHAM

ଓଡ଼ିଶାବାସୀଙ୍କ ପାଇଁ ନବୀନ ଦ୍ରୁତ ଆରୋଗ୍ୟ ହେଉଛନ୍ତି; ଭାଇଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ପ୍ରେମ ଦେଲେ ସୂଚନା

ମୁମ୍ବାଇ: ଅସ୍ତ୍ରୋପଚାର ପରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଏବେ ସୁସ୍ଥ ଥିବା ଜଣାପଡ଼ିଛି । ଓଡ଼ିଶାବାସୀ ନବୀନଙ୍କ ସ୍ୱାସ୍ଥ୍ୟାବସ୍ଥା ନେଇ ଚିନ୍ତା କରୁଥିବାରୁ ଧନ୍ୟବାଦ୍ ଜଣାଇଲେ ନବୀନଙ୍କ ଭାଇ ପ୍ରେମ…

36 ଘଣ୍ଟା ପରେ ଆମେରିକା ଉପରେ ପ୍ରତିଶୋଧ ନେଲା ଇରାନ, ସିରିଆରେ ସାମରିକ ଘାଟି ଉପରେ ଆକ୍ରମଣ

ନୂଆଦିଲ୍ଲୀ: ଇରାନ ଉପରେ ଆମେରିକାର ଆକ୍ରମଣ ପରେ, ସିରିଆରେ ଥିବା ଆମେରିକୀୟ ସାମରିକ ଘାଟି ଉପରେ ଆକ୍ରମଣ କରାଯାଇଛି । ଇରାନୀ ଗଣମାଧ୍ୟମ ସୋମବାର ସୂଚନା ଦେଇଛି ଯେ ସିରିଆରେ ଥିବା ଆମେରିକୀୟ ସାମରିକ ଘାଟି ଉପରେ…

ମାନସିକ ଚିନ୍ତାକୁ ଦୂରେଇବା ପାଇଁ କରନ୍ତୁ ଏହି ମନ୍ତ୍ରର ଜପ, ସମସ୍ତ ମନୋସ୍କାମନା ହେବ ପୂରଣ

ଓଡ଼ିଶା ଭାସ୍କର: ନିଜ ଭକ୍ତଙ୍କ ଉପରେ ମହାଦେବଙ୍କର ବିଶେଷ କୃପା ବର୍ଷିଥାଏ। ତାଙ୍କ କୃପାରେ ଭକ୍ତମାନଙ୍କର ସମସ୍ତ ମନୋସ୍କାମନା ପୂରଣ ହୋଇଥାଏ। ଏଥିସହ ଜୀବନରେ ସମସ୍ତ ପ୍ରକାରର ଖୁସି ମିଳିଥାଏ। ଏଥିପାଇଁ ସୋମବାର ଦିନ…

୯ କୋଟିରେ ନିଲାମ ହେଲା ଫେମସ୍ ସାଇଣ୍ଟିଷ୍ଟ ଆଇନଷ୍ଟାଇନଙ୍କ ହାତଲେଖା ଚିଠି

ନୂଆଦିଲ୍ଲୀ: ବିଶ୍ୱର ସବୁଠାରୁ ମହାନ ବୈଜ୍ଞାନିକ ଆଲବର୍ଟ ଆଇନଷ୍ଟାଇନଙ୍କ ଏକ ଚିଠି ନିଲାମ ହୋଇଛି। ଏହି ଚିଠିଟି ବୋଷ୍ଟନ ସ୍ଥିତ RR ଅକ୍ସନ ଦ୍ୱାରା ନିଲାମ କରାଯାଇଥିଲା। ଆଶାଠାରୁ ତିନି ଗୁଣ ଅଧିକ RR ଅକ୍ସନ…

ଆସିଲା ଇଲେକ୍ଟ୍ରିକ୍ ବିମାନ, ମାତ୍ର 694 ଟଙ୍କାରେ କରିପାରିବେ 130 କିଲୋମିଟର ଯାତ୍ରା!

ନୂଆଦିଲ୍ଲୀ: ବିଟା ଟେକ୍ନୋଲୋଜିସର ଆଲିଆ CX300 ପ୍ରଥମ ସମ୍ପୂର୍ଣ୍ଣ ବୈଦ୍ୟୁତିକ ବିମାନ । ଯାହା ଯାତ୍ରୀମାନଙ୍କୁ ନେଇ ସଫଳତାର ସହ ଉଡ଼ାଣ ଭରୁଛି । ବିମାନ ଚଳାଚଳ ଇତିହାସରେ ଏହା ପ୍ରଥମ ଅଟେ । ଏକ ରିପୋର୍ଟ…

ଦୀର୍ଘ ସାଢେ ୩ ବର୍ଷ ପରେ ଘରକୁ ଫେରିଲା ଝିଅ, ବାପା-ମାଆଙ୍କ ଖୁସି କହିଲେ ନ ସରେ

କଟକ: ଝାଡ଼ଖଣ୍ଡର ନାବାଳିକା କଟକରେ ଉଦ୍ଧାର ହୋଇଛି। ସାଢେ ୩ ବର୍ଷ ପରେ ବାପା-ମାଆଙ୍କ ପାଖକୁ ଫେରିଲା ଝିଅ। ୨୦୨୨ରେ ଆରପିଏଫ ପକ୍ଷରୁ ନାବାଳିକା ଉଦ୍ଧାର ହୋଇଥିଲେ। କଟକ ଶିଶୁ କଲ୍ୟାଣ ସମିତି ପାଖରେ ନାବାଳିକାକୁ…

ଭାଙ୍ଗିଲା ଯୋରନ୍ଦା ମହିମା ଗାଦି ଦଧିନଉତି

ଢେଙ୍କାନାଳ: ବଜ୍ରାଘାତରେ ଭାଙ୍ଗିଗଲା ମହିମା ଗାଦିର ଦଧିନଉତି। ଯୋରନ୍ଦା ମହିମା ଗାଦିର ଦଧିନଉତି ଭାଙ୍ଗିଯାଇଛି। ମୁଖ୍ୟ ଗାଦି ମନ୍ଦିରର ପୂର୍ବ ମୁଖଶାଳା ଦଧିନଉତି ଭାଙ୍ଗିଯାଇଛି। ଢେଙ୍କାନାଳ ଜିଲ୍ଲା ଯୋରନ୍ଦା…

ଆନ୍ଧ୍ରରେ ଆଉ ଏକ ରାଜା ରଘୁବଂଶୀ ହତ୍ୟାକାଣ୍ଡ, ବାହାଘରର ମାସେ ପରେ ନାଳରୁ ମିଳିଲା ସ୍ୱାମୀର ଶବ

ଅମରବତୀ: ଇନ୍ଦୋରର ବ୍ୟବସାୟୀ ରାଜା ରଘୁବଂଶୀଙ୍କ ହତ୍ୟା ପରେ, ଏବେ ଆଉ ଏକ ନୂଆ ମାମଲା ସାମ୍ନାକୁ ଆସିଛି। ବିବାହର ମାତ୍ର ଗୋଟିଏ ମାସ ପରେ ଆନ୍ଧ୍ର ପ୍ରଦେଶରେ ଜଣେ ବ୍ୟକ୍ତିଙ୍କୁ ମୃତଦେହ ମିଳିଥିଲା। ଏହି ମାମଲାରେ…

ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ପିଲାମାନଙ୍କ ମାନସିକ ସ୍ବାସ୍ଥ୍ୟ ଉପରେ ପକାଏ ପ୍ରଭାବ, ଏଥିରୁ ମୁକ୍ତି ପାଇବା ପାଇଁ ଆପଣାନ୍ତୁ ଏହି ଟିପ୍ସ

ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ସାଧାରଣ କଥା। କିନ୍ତୁ ବେଳେବେଳେ ଏହି ଏହି ଛୋଟ ଛୋଟ ଝଗଡ଼ା ଉଗ୍ରରୂପ ନେଇଥାଏ। ସମ୍ପର୍କରେ ତିକ୍ତତା ଏତେ ତୀବ୍ର ହୋଇଥାଏ ଯେ, ଏହି ପରିବର୍ତ୍ତନର ପ୍ରଭାବ ପିଲାମାନଙ୍କ ଉପରେ ମଧ୍ୟ…

ChatGPT ବ୍ୟବହାର କରୁଥିଲେ ରୁହନ୍ତୁ ସତର୍କ, ହ୍ରାସ ହୋଇଯାଉଛି ଏହି କ୍ଷମତା

ନୂଆଦିଲ୍ଲୀ: ଯଦି ଆପଣ ମଧ୍ୟ ପ୍ରତିଦିନ ChatGPT ବ୍ୟବହାର କରନ୍ତି ଅର୍ଥାତ୍ କେତେବେଳେ କାମ ପାଇଁ, କେତେବେଳେ ପାଠପଢ଼ା ପାଇଁ, ଆଉ କେତେବେଳେ କେବଳ ସମୟ ବିତାଇବା ପାଇଁ, ତେବେ ଆପଣଙ୍କୁ ଗୋଟିଏ କଥା ଜାଣିବା ଉଚିତ ।…