ରାଜ୍ୟର ୬୪୮ଟି ହାଇସ୍କୁଲକୁ ମିଳିବ ପୂର୍ଣ୍ଣ ଅନୁଦାନ: ନିଯୁକ୍ତି ପାଇବେ ୮ ହଜାର କମ୍ପ୍ୟୁଟର ଶିକ୍ଷକ, ଖୁବଶୀଘ୍ର ପ୍ରକାଶ ପାଇବ ବିଜ୍ଞପ୍ତି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଶିକ୍ଷାର ବିକାଶ ପାଇଁ ରାଜ୍ୟ ସରକାର ସର୍ବଦା ପ୍ରୟାସ କରି ଆସିଛନ୍ତି । ସରକାରୀ ସ୍କୁଲଗୁଡ଼ିକରେ ନବକଳେବର କରାଯିବା ସହ ଖାଲିଥିବା ଶିକ୍ଷକ ଓ ଅନ୍ୟାନ୍ୟ ପଦବୀଗୁଡ଼ିକୁ ପୂରଣ କରାଯାଉଛି ।…

(ଭିଡ଼ିଓ )ତଳ ମହଲାରେ ବାଇକ୍ ଶୋ ରୁମ୍ ଆଉ ଉପରେ ଚାଲିଛି ଦେହ ବ୍ୟାପାର,ପୁଣି ଠାବ ହେଲା ଆଉ ଏକ ସେକ୍ସ ରାକେଟ

ବ୍ରହ୍ମପୁର: ତୁଳସୀ ନାମ ରେ କଳଙ୍କ ଛିଟା । ବ୍ରହ୍ମପୁରରେ ପୁଣି ଠାବ ହୋଇଛି ସେକ୍ସ ରାକେଟ । ସହରର ପ୍ରମୁଖ ଛକ ଟାଟାବେଞ୍ଜ ଛକ ଉପରେ ଥିବା ତୁଳସୀ ଗେଷ୍ଟ ହାଉସରେ ଚାଲିଥିଲା ଦେହ ବ୍ୟାପାର । ଦୀର୍ଘଦିନ ଧରି ଚାଲିଥିବା…

DA ବଢ଼ିଥିଲା, ଏବେ HRA ବଢ଼ିବ! କେନ୍ଦ୍ର କର୍ମଚାରୀଙ୍କୁ ପୁଣି ମିଳିବାକୁ ଯାଉଛି ଏକ ବଡ଼ ଉପହାର

ନୂଆଦିଲ୍ଲୀ: କେନ୍ଦ୍ର କର୍ମଚାରୀଙ୍କ ପାଇଁ ଏକ ବଡ଼ ଖୁସି ଖବର । ନିକଟରେ କେନ୍ଦ୍ର ସରକାର ମହଙ୍ଗା ଭତ୍ତା (ଡିଏ) ବୃଦ୍ଧି କରିଥିବା ବେଳେ ଏବେ ପୁଣି ଦେବାକୁ ଯାଉଛନ୍ତି ଏକ ବଡ଼ ଉପହାର । ସୂଚନା ମୁତାବକ, କେନ୍ଦ୍ର ସରକାର…

ପ୍ଲାଷ୍ଟିକ କାରଖାନାରେ ଭୀଷଣ ଅଗ୍ନିକାଣ୍ଡ:୨ଜଣ ଜିଅନ୍ତା ଦଗ୍ଧ,ଫସି ରହିଛନ୍ତି ଅନେକ

ନୂଆଦିଲ୍ଲୀ :ମଙ୍ଗଳବାର ସକାଳେ ଦିଲ୍ଲୀର ନରେଲାସ୍ଥିତ ଏକ ପ୍ଲାଷ୍ଟିକ କାରଖାନାରେ ବ୍ୟାପକ ଅଗ୍ନିକାଣ୍ଡ ଘଟିଛି। ଏହି ଦୁର୍ଘଟଣାରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଅନେକ ଲୋକ ଜଳିଯାଇଛନ୍ତି। ଦୁର୍ଘଟଣାର ସୂଚନା…

ପରାଗ ଅଗ୍ରଓ୍ଵାଲଙ୍କୁ ହଟାଇବା ପରେ ଏଲନ ମସ୍କ ହେବେ ଟ୍ଵିଟରର ସିଇଓ

ନୂଆଦିଲ୍ଲୀ: ନିକଟରେ ମାଇକ୍ରୋବ୍ଲୋଙ୍ଗିଂ ସାଇଟ୍ ଟ୍ଵିଟରକୁ କିଣିବା ପରେ ଏଲନ ମସ୍କ ଏବେ କମ୍ପାନିର ସିଇଓ ପଦଭାର ସମ୍ଭାଳିବେ। ଏହାର ସୂଚନା ଖୋଦ୍ ଦେଇଛନ୍ତି ଏଲନ ମସ୍କ। ସୋମବାର ବଜାରକୁ ସୂଚନା ଦେବା ସମୟରେ ମସ୍କ…

ନଭେମ୍ବର ମାସରେ ଭାଗ୍ୟବାନ ହେବେ ଏହି ୪ ରାଶିର ବ୍ୟକ୍ତିବିଶେଷ ,ଜାଣନ୍ତୁ ଆପଣଙ୍କ ରାଶି ଅଛି କି …

ନୂଆଦିଲ୍ଲୀ :ନଭେମ୍ବର ମାସ ଆରମ୍ଭ ହୋଇଛି । ଜ୍ୟୋତିଷମାନେ କହିଛନ୍ତି ଯେ ବର୍ଷର ଏକାଦଶ ମାସ ଅନେକ ରାଶି ଚିହ୍ନ ଥିବା ଲୋକଙ୍କୁ ଶୁଭ ଫଳାଫଳ ଦେବାକୁ ଯାଉଛି। ଯେତେବେଳେ କି କିଛି ଲୋକଙ୍କୁ ସଂଘର୍ଷ ଏବଂ କଷ୍ଟର ସାମ୍ନା…

ନଭେମ୍ବର ପହିଲାରୁ ଲାଗୁ ହେଲା ସାତଟି ବଡ଼ ନିୟମ: LPG, ବୀମା, ବିଜୁଳି, OTP, GST, ପେନସନ, WhatsApp ସେବା ବଦଳିଗଲା

ନୂଆଦିଲ୍ଲୀ: ପ୍ରତ୍ୟେକ ମାସର ପହିଲାରେ ଅନେକ କିଛି ପରିବର୍ତ୍ତନ ଦେଖିବାକୁ ମିଳିଥାଏ । ତେବେ ଆଜିଠାରୁ ମଧ୍ୟ କିଛି ନୂଆ ନିୟମ ଲାଗୁ ହେବାକୁ ଯାଉଛି । ନଭେମ୍ବର ୧ ତାରିଖରୁ ବଦଳିବାକୁ ଯାଉଥିବା ନିୟମ ଦ୍ୱାରା ସାଧାରଣ…

ବାୟୁ ପ୍ରଦୂଷଣ ଯୋଗୁଁ ଭାରତରେ ଦିନକୁ ପ୍ରାଣ ହରାଉଛନ୍ତି ୬ ହଜାର ଲୋକ: ବୟସ୍କ ହେଉଛନ୍ତି ଅଧିକ ପ୍ରଭାବିତ

ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ଫୁସଫୁସ କ୍ୟାନସର ସମେତ ଅନେକ ପ୍ରକାରର ଭୟଙ୍କର ବିମାରୀ ସାମ୍ନାକୁ ଆସୁଛି । ତେବେ ଆଜିର ସମୟରେ ବାୟୁ ପ୍ରଦୂଷଣ କୌଣସି କ୍ୟାନସର ଠାରୁ କମ୍ ନୁହେଁ । ବାୟୁ ପ୍ରଦୂଷଣ ଦ୍ୱାରା ବର୍ଷକ…

୨୪ ଘଣ୍ଟା ନଯାଉଣୁ ବଦଳିଲା ନିଷ୍ପତ୍ତି, ଶସ୍ତା ହେବନି ପେଟ୍ରୋଲ-ଡିଜେଲ୍ ଦାମ

ନୂଆଦିଲ୍ଲୀ: ସୋମବାର ନିଷ୍ପତ୍ତି ହୋଇଥିଲା ଯେ, ମଙ୍ଗଳବାର ଠୁ ପେଟ୍ରୋଲ ଏବଂ ଡିଜେଲ୍ ଦାମ କମିବ। ସେ ପୁଣି ଲିଟର ପିଛା ୪୦ ପଇସା କମିବ ପାଞ୍ଚ ଦିନ ପର୍ଯ୍ୟନ୍ତ। ଜନତାଙ୍କ ପାଇଁ ନିଶ୍ଚିତ ଭାବେ ଏହା ଆଶ୍ଵସ୍ତିକର ଖବର…

Digital Rupee କ’ଣ ? ଏଥିରୁ ଲୋକଙ୍କୁ ମିଳିବ କେଉଁ ଫାଇଦା ,ଜାଣନ୍ତୁ…

ନୂଆଦିଲ୍ଲୀ :ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ) ଖୁଚୁରା ଗ୍ରାହକଙ୍କ ପାଇଁ କେନ୍ଦ୍ରୀୟ ବ୍ୟାଙ୍କ ଡିଜିଟାଲ୍ ମୁଦ୍ରା 'ଡିଜିଟାଲ୍ ରୂପୀ'ର ପାଇଲଟ୍ ପରୀକ୍ଷା ଆରମ୍ଭ କରିପାରେ। ଆରବିଆଇ ଏକ ବିବୃତ୍ତିରେ ଏହି ସୂଚନା…