CHARIDHAM

ଲୋମଟାଙ୍କୁରା କାହାଣୀ..5ବର୍ଷର ବାଳକକୁ ଯୌନ ନିର୍ଯାତନା, ବାରଣ କରିବାରୁ ପଥର ଛେଚି ହତ୍ୟା

ନୂଆଦିଲ୍ଲୀ: ରବିବାର ଦିନ ଅଧିକାରୀମାନେ କହିଛନ୍ତି ଯେ ତାମିଲନାଡୁର କାଞ୍ଚିପୁରମରେ ଜଣେ ପାଞ୍ଚ ବର୍ଷର ବାଳକକୁ ଜଣେ 22 ବର୍ଷୀୟ ଯୁବକ ଯୌନ ନିର୍ଯାତନା ଉଦ୍ୟମକୁ ପ୍ରତିରୋଧ କରିବାରୁ ତାକୁ ପିଟି ପିଟି ହତ୍ୟା କରାଯାଇଛି…

ହର୍ମୁଜ ପ୍ରଣାଳୀ ବନ୍ଦ କଲା ଇରାନ, ଜାଣନ୍ତୁ କେତେ କ୍ଷତି ସହିବ ଭାରତ…

ନୂଆଦିଲ୍ଲୀ/ତେହେରାନ,୨୨ା୬: ଇରାନ-ଇସ୍ରାଏଲ ଯୁଦ୍ଧ ମଧ୍ୟରେ ଆମେରିକା ଇରାନ ଉପରେ ରବିବାର ଆକ୍ରମଣ କରିବା ପରେ କଠୋର ହୋଇଛି ଇରାନ । ଇରାନର ସଂସଦ ଏବେ ଏକ ବଡ଼ ନିଷ୍ପତ୍ତି ନେଇଛି। ଆମେରିକାର ଆକ୍ରମଣ ପରେ ଇରାନର…

ଏୟାର ଇଣ୍ଡିଆର ବଡ଼ ନିଷ୍ପତ୍ତି: ପଶ୍ଚିମ ଏସିଆ ଦେଇ ଉଡ଼ାଣ କରିବ ନାହିଁ କୌଣସି ବିମାନ, ବିଜ୍ଞପ୍ତି ଜାରି କରି କହିଲା…

ନୂଆଦିଲ୍ଲୀ,୨୨ା୬: ଆମେରିକା ଏବେ ଇରାନ-ଇସ୍ରାଏଲ ଯୁଦ୍ଧରେ ଧସେଇ ପଶିଛି । ଯାହା ଯୋଗୁ ପରିସ୍ଥିତି ଆହୁରି ଉତ୍ତେଜନାପୂର୍ଣ୍ଣ ହୋଇଛି। ଏହି ସମୟରେ ଟାଟା ଗ୍ରୁପ୍ ବିମାନ କମ୍ପାନୀ ଏୟାର ଇଣ୍ଡିଆ ରବିବାର ଏକ ବିଜ୍ଞପ୍ତି…

ଆମେରିକାର ଏକ ବଡ଼ ଭୁଲ! ପରମାଣୁସ୍ଥଳ ହୋଇନି କ୍ଷତିଗ୍ରସ୍ତ, ସାଟେଲାଇଟ୍ ଚିତ୍ରରେ ଇରାନର ବଡ଼ ଦାବି

ନୂଆଦିଲ୍ଲୀ: ରବିବାର ଭୋର ସମୟରେ ଆମେରିକା ଇରାନର ତିନୋଟି ପରମାଣୁ ସ୍ଥାନ, ଫୋର୍ଡୋ, ନାଟାଞ୍ଜ ଏବଂ ଇସଫାହାନ ଉପରେ ଆକ୍ରମଣ କରିଥିଲା। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାବି କରିଛନ୍ତି ଯେ ଇରାନର ପରମାଣୁ…

ସରକାରଙ୍କୁ ଠକିବାକୁ ବସିଥିଲା ପ୍ରେମିକା, ସୋସିଆଲ ମିଡିଆରେ ସବୁ ସିକ୍ରେଟ୍ ଖୋଲିଦେଲା ପ୍ରେମିକ

ଲକ୍ଷ୍ନୌ,୨୨ା୬: ଉତ୍ତରପ୍ରଦେଶର ବଦାୟୁଁରେ ଗର୍ଲଫ୍ରେଣ୍ଡ ବା ପ୍ରେମିକା ସରକାରଙ୍କୁ ବଡ଼ ଧରଣର ଠକିବାକୁ ଯାଉଥିଲା। ପ୍ରେମିକ ଏହାର ସୂଚନା ପାଇଲା ପରେ ସେ ଏହାକୁ ବିରୋଧ କଲା। ପୁଣି ଦୁଇଜଣଙ୍କ ମଧ୍ୟରେ ଫାଟ ସୃଷ୍ଟି…

ଟଙ୍କାର ଗଦିରେ ଶୁଅନ୍ତି ଏହି ମାସରେ ଜନ୍ମ ହୋଇଥିବା ବ୍ୟକ୍ତି, ସଫଳତା ଏମାନଙ୍କର ପାଦ ଛୁଁଏ

ଓଡ଼ିଶା ଭାସ୍କର: ୧୨ ମାସ ମଧ୍ୟରୁ ଲକ୍ଷ ଲକ୍ଷ ଲୋକେ ଭିନ୍ନ ଭିନ୍ନ ମାସରେ ଜନ୍ମ ଗ୍ରହଣ କରିଥାଆନ୍ତି। ସବୁ ଲୋକଙ୍କର ଭିନ୍ନ ଭିନ୍ନ ପରିଚୟ ହୋଇଥାଏ। ପ୍ରତି ବ୍ୟକ୍ତିଙ୍କ ସ୍ୱଭାବ ଭିନ୍ନ ହୋଇଥାଏ। ତେବେ ଆସନ୍ତୁ ଜାଣିବା…

ଶ୍ରୀମନ୍ଦିରରେ କାହିଁକି ପଡ଼େ ନାହିଁ ଛାଇ, ଜାଣନ୍ତୁ ଏହା ପଛର ରହସ୍ୟ…

ପୁରୀ,୨୨ା୬:  ପ୍ରଭୁ ଶ୍ରୀଜଗନ୍ନାଥଙ୍କ ମନ୍ଦିରକୁ ହିନ୍ଦୁଧର୍ମର ଚାରିଧାମ ମଧ୍ୟରୁ ଗୋଟିଏ ବୋଲି ବିବେଚନା କରାଯାଏ। ପ୍ରଭୁ ଜଗନ୍ନାଥ ମନ୍ଦିର ଭିତରେ ଏପରି ଅନେକ ଅସମାହିତ ରହସ୍ୟ ରହିଛି, ଯାହା ବିଷୟରେ କେହି ଜାଣିପାରି…

ମ୍ୟାଜିକ ମନ୍ଦିର, ଏଠାକୁ ଗଲେ ସରକାରୀ ଚାକିରୀ ସୁନିଶ୍ଚିତ

ହରିୟାଣା: ଏପରି ଏକ ମନ୍ଦିର ଅଛି ଯେଉଁଠିକୁ ଗଲେ ସରକାରୀ ଚାକିରୀ ମିଳିବା ସୁନିଶ୍ଚିତ। ଆଜ୍ଞା ହଁ, ହରିୟାଣାର ଆରାବଳୀ ପାହାଡ଼ରେ ଏକ ଦିବ୍ୟ ମନ୍ଦିର ଅଛି, ଯାହାର ମହିମା ଆପଣଙ୍କୁ ଆଶ୍ଚର୍ଯ୍ୟ କରିବ। ଫରିଦାବାଦର…

ଚୀନର ଚାଲରେ ଫସିଲା ଭାରତ, ଏହି ସେକ୍ଟରରେ ଯାଇପାରେ ୨୧ହଜାର ଚାକିରି

ନୂଆଦିଲ୍ଲୀ: ଭାରତରେ ଇଲେକ୍ଟ୍ରୋନିକ୍ ଶିଳ୍ପର ଏକ ସଂଘ ଆଲସିନା ଆକଳନ କରିଛି ଯେ ଚୀନ୍ ଦ୍ୱାରା ଲଗାଯାଇଥିବା ରପ୍ତାନି ନିଷେଧ ଯୋଗୁଁ ଦେଶର ଅଡିଓ ଇଲେକ୍ଟ୍ରୋନିକ୍ସ କ୍ଷେତ୍ରରେ 21,000 ରୁ ଅଧିକ ଚାକିରି ବିପଦରେ ପଡ଼ିଛି…

ରଥଯାତ୍ରାରେ ଜୈବିକ ଚାଉଳରେ ହେବ କୋଠଭୋଗ

ପୁରୀ: ପାଖେଇ ଆସୁଛି ରଥଯାତ୍ରା। ଏଥିପାଇଁ ସମସ୍ତ ପ୍ରସ୍ତୁତି ସରିଛି। ବର୍ତ୍ତମାନ ରଥଯାତ୍ରାକୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଚଳିତ ବର୍ଷ ରଥଯାତ୍ରୀରେ ଜୈବିକ ଚାଉଳରେ ପ୍ରସ୍ତୁତ ହେବ କୋଠଭୋଗ। ସୂଚନାନୁଯାୟୀ,…