ସ୍ୱାମୀ ସାଜିଲା ରାକ୍ଷସ, ସ୍ତ୍ରୀ ଆଉ 1 ବର୍ଷର ଝିଅକୁ ଚଳନ୍ତା ଟ୍ରେନରୁ ପେଲିଦେଲା
ଉତ୍ତରପ୍ରଦେଶ: ଚଳନ୍ତା ଟ୍ରେନରୁ ସ୍ତ୍ରୀ ଆଉ ଏକ ବର୍ଷର ଝିଅକୁ ପେଲିଦେଲା ସ୍ୱାମୀ। ଏଭଳି ଏକ ନିର୍ମମ ଘଟଣା ଦେଖିବାକୁ ମିଳିଛି ଉତ୍ତର ପ୍ରଦେଶର ଇଟାୱାରେ। ଯେଉଁଥିରେ କୋର୍ଟ, ସିଭିଲ୍ ଇଞ୍ଜିନିୟର ଚନ୍ଦନ ରାୟ…