(Video) ମୁଁ ଯେଉଁଠାରେ ଜନ୍ମ ହୋଇଥିଲି, ସେଠାରେ ୩ ଲୋକଙ୍କୁ ଲୋକମାନେ ଭଗବାନ୍ ଭାବୁଥିଲେ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ନୂଆଦିଲ୍ଲୀ: ସମ୍ବିଧାନ ଦିବସ ସମାରୋହରେ ଭାଷଣ ଦେଉଥିବା ବେଳେ ଏକ ବଡ଼ କଥା କହିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ରାଷ୍ଟ୍ରପତି ଶନିବାର ଦିନ କହିଛନ୍ତି ଯେ, ‘ବିଧାନସଭା, କାର୍ଯ୍ୟନିର୍ବାହୀ ଏବଂ ନ୍ୟାୟପାଳିକା ଦେଶ…