ଏହି ଗୁଣର ପୁରୁଷ ମାନଙ୍କୁ କେବେହେଲେ ଛାଡି ଚାଲି ଯାଆନ୍ତିନି ମହିଳା : ଚାଣକ୍ୟ ନୀତି
ପ୍ରେମ ଜୀବନ ହେଉ କି ବୈବାହିକ ଜୀବନ ଏହି ୨ଟି ଜୀବନରେ ପୁରୁଷ ଏବଂ ସ୍ତ୍ରୀ ମଧ୍ୟରେ ଭରଷା ସହ ପ୍ରେମ ସଂପର୍କ ରହିବା ନିହାତି ଆବଶ୍ୟକ । ଚାଣକ୍ୟ ନୀତିରେ ପୁରୁଷ ମାନଙ୍କ ଗୁଣକୁ ନେଇ ଏପରି କିଛି କଥା କୁହାଯାଇଛି…