ଜେଲ ଭିତରକୁ ଟାଣିନେଲା ମଡେଲଙ୍କ ଅଶ୍ଳୀଳ ପୋଷ୍ଟ: ୬ ବର୍ଷ ପର୍ଯ୍ୟନ୍ତ କାଟିବେ ସଜା

ସ୍ୱପ୍ନକୁ ସାକାର କରିବା ଚକ୍କରରେ ଡାକ୍ତରରୁ ମଡେଲ ବନିଗଲେ ଜଣେ ମହିଳା । କିନ୍ତୁ ଏହି ସ୍ୱପ୍ନ ତାଙ୍କୁ ଆଜି ଜେଲର ଚାରିକାନ୍ଥ ଭିତରକୁ ଟାଣି ନେଇଛି । ସୋସିଆଲ ମିଡିଆରେ ଅଶ୍ଳୀଳ ଫଟୋ ପୋଷ୍ଟ କରିବା ଅଭିଯୋଗରେ ମାମଲା…

Porn ଦେଖୁଥିବା ଲୋକଙ୍କୁ ଚେତାବନୀ: ପର୍ଣ୍ଣୋଗ୍ରାଫିକୁ ନେଇ ଏମିତି ବୟାନ ଦେଲେ ଧର୍ମଗୁରୁ…

ନୂଆଦିଲ୍ଲୀ: ଭାରତରେ ଏବେ ବିଭିନ୍ନ ପର୍ଣ୍ଣ ସାଇଟକୁ ବ୍ୟାନ କରାଯାଇଛି । ଏହାପରେ ବି ଅନେକ ଲୋକ ପର୍ଣ୍ଣ ପାଇଁ କିଛି ୱେବସାଇଟରେ ସର୍ଚ୍ଚ କରୁଥିବା ଜଣାଯାଇଛି । ତେବେ ଏହି ଅନଲାଇନ ପର୍ଣ୍ଣକୁ ନେଇ ଚେତାବନୀ ଦେଇଛନ୍ତି…

ଏଣିକି ଭିତରକନିକା ଏବଂ ଚିଲିକାକୁ ଜଗି ରହିବ ଡ୍ରୋନ: ପର୍ଯ୍ୟବେକ୍ଷଣ ପାଇଁ ହେବ ବ୍ୟବସ୍ଥା

ଓଡିଶାର ପର୍ଯ୍ୟଟନସ୍ଥଳୀ ଏବଂ ଏହାର ସୁରକ୍ଷାକୁ ନେଇ ସରକାର ନେଇଛନ୍ତି ଆଉ ଏକ ବଡ ପଦକ୍ଷେପ । ପଶୁପକ୍ଷୀଙ୍କ ସୁରକ୍ଷା ବ୍ୟବସ୍ଥାକୁ ଆହୁରି କଡାକଡି କରାଯାଇଛି । ଫଳରେ ଏବେ ବେଆଇନ କାର୍ଯ୍ୟକଳାପରୁ ମୁକ୍ତ ରହିବ…

ଘୃଣା ସୃଷ୍ଟିକାରୀ ଭାଷଣ ମାମଲାରେ ଆଜାମ ଖାନଙ୍କୁ ତିନି ବର୍ଷ ସଜା, ଯାଇପାରେ ବିଧାୟକ ପଦ

ନୂଆଦିଲ୍ଲୀ: ଘୃଣା ସୃଷ୍ଟି କରୁଥିବା ଭାଷଣ ମାମଲାରେ ଦୋଷି ସାବ୍ୟସ୍ତ ହୋଇଛନ୍ତି ସମାଜବାଦୀ ପାର୍ଟୀ ବିଧାୟକ ଆଜାମ ଖାନ୍। କୋର୍ଟ ଏହି ମାମଲାରେ ତାଙ୍କୁ ତିନି ବର୍ଷ ସଜା ଶୁଣାଇଛନ୍ତି। ବର୍ତ୍ତମାନ ତାଙ୍କର ବିଧାୟକ ପଦ…

ବେଆଇନ ଟଙ୍କା କାରବାରର ପର୍ଦ୍ଧାଫାସ୍‌ କରିବ ଇଡି, FIR କପି ହସ୍ତାନ୍ତର କଲା କମିଶନରେଟ ପୋଲିସ

ଭୁବନେଶ୍ୱର: ବ୍ଲାକମେଲିଂ ଓ ହତ୍ୟା ଧମକ ମାମଲାରେ ଗତକାଲି ଭୁବନେଶ୍ୱର SDJM କୋର୍ଟରେ ହାଜର ହୋଇଥିଲେ ଅର୍ଚ୍ଚନା ନାଗ। ତେବେ ଆଜି ତାଙ୍କ ପାଇଁ ସମସ୍ୟା ଆହୁରି ବଢିଯାଇଛି। ଅର୍ଚ୍ଚନା ନାଗ ବେଆଇନ ଟଙ୍କା କାରବାରର ହେବ…

‘ଛଡ଼ାଇ ଆଣିବୁ POK, ଗିଲଗିତ-ବେଲୁଚିସ୍ତାନ ବିନା ଅଧୁରା ରହିବ ଜାମ୍ମୁ-କାଶ୍ମୀର ବିକାଶ’: ରକ୍ଷାମନ୍ତ୍ରୀ

ନୂଆଦିଲ୍ଲୀ: ରକ୍ଷାମନ୍ତ୍ରୀ ରାଜନାଥ ସିଂ ପାକିସ୍ତାନ ଅଧିକୃତ କାଶ୍ମୀରକୁ ନେଇ ପାକିସ୍ତାନକୁ ଅଲ୍ଟିମେଟମ୍ ଦେଇଛନ୍ତି। ସେ କହିଛନ୍ତି ଯେ, ପାକିସ୍ତାନ ଅଧିକୃତ କାଶ୍ମୀର ଲୋକଙ୍କ ଉପରେ ଅନେକ ଅତ୍ୟାଚାର କରୁଛି ଏବଂ ଏହାର…

ନେଦରଲାଣ୍ଡକୁ ମାତ ଦେଲା ଟିମ ଇଣ୍ଡିଆ: ସେମିଫାଇନାଲ ପାଇଁ ବଢାଇଲା ଆଉ ଏକ ପାଦ

ନୂଆଦିଲ୍ଲୀ: ଟି-୨୦ ବିଶ୍ବକପରେ ନେଦରଲାଣ୍ଡକୁ ମାତ ଦେଇଛି ଟିମ ଇଣ୍ଡିଆ । ପାକିସ୍ତାନ ପରେ ଏବେ ନେଦରଲାଣ୍ଡକୁ ହରାଇ ସେମିଫାଇନାଲ ଆଡକୁ ଆଉ ଏକ ପାଦ ପକାଇଛି ରୋହିତ ସେନା । ଭାରତୀୟ ବୋଲରଙ୍କ ଦମଦାର ବୋଲିଂକୁ ସାମନା…

ଡ୍ୟୁଟିରେ ଅବହେଳା କଲେ, ଖରାପ ଆଚରଣ କଲେ ବନ୍ଦ ହୋଇଯିବ Pension-Gratuity: ନିୟମରେ ସଂଶୋଧନ କଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: ଲକ୍ଷ ଲକ୍ଷ ସରକାରୀ କର୍ମଚାରୀଙ୍କ ପାଇଁ ଏକ ବଡ଼ ଅପଡେଟ୍ ଆସିଛି । ନିକଟରେ କେନ୍ଦ୍ର ସରକାର କର୍ମଚାରୀଙ୍କୁ ଡବଲ୍ ବେନିଫିଟ୍ ଦେଇଥିଲେ । କର୍ମଚାରୀଙ୍କ ମହଙ୍ଗା ଭତ୍ତା ବୃଦ୍ଧି ହେବା ସହ ଦଶହରା ଓ ଦିପାବଳୀ…

ଭାରତୀୟ ନୋଟ୍ ଉପରେ ଛପା ଯାଇଛି ମନ୍ଦିର, ଉପଗ୍ରହ ଏବଂ ଡ୍ୟାମର ଫଟୋ, ଜାଣନ୍ତୁ କରେନ୍ସିର ପୂରା ଇତିହାସ

ନୂଆଦିଲ୍ଲୀ: ଭାରତୀୟ ନୋଟ୍ ଉପରେ ମହାତ୍ମା ଗାନ୍ଧୀଙ୍କ ସହ ଭଗବାନ ଗଣେଶ ଏବଂ ଲକ୍ଷ୍ମୀଙ୍କ ଫଟୋ ରହୁ ବୋଲି ଅରବିନ୍ଦ କେଜ୍ରିଓ୍ଵାଲ କହିଛନ୍ତି। ତାଙ୍କର ଏହି ମନ୍ତବ୍ୟ ପରେ ଦେଶରେ ବିତର୍କ ଆରମ୍ଭ ହୋଇ ଯାଇଛି। ଏହା…

ବିଜ୍ଞାନର ଚମତ୍କାର: ୧୯୯୬ ମସିହାରେ ସ୍ପର୍ମକୁ ରଖାଗଲା ସଂରକ୍ଷିତ, ୨୦୨୨ରେ ପୁରୁଣା ସ୍ପର୍ମରୁ ଜନ୍ମ ନେଲା ଛୁଆ

ନୂଆଦିଲ୍ଲୀ: ବର୍ଷ ବର୍ଷର ପୁରୁଣା ସ୍ପର୍ମ ଦ୍ୱାରା ଛୁଆ ଜନ୍ମ ନେବା ଘଟଣାଟି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିବାରେ, ମାତ୍ର କଥାଟି ସମ୍ପୂର୍ଣ୍ଣ ସତ । ଜଣେ ଯୁବକ ତାଙ୍କର ସ୍ପର୍ମକୁ ୨୬ ବର୍ଷ ପୂର୍ବରୁ ସଂରକ୍ଷିତ କରି…