ଗିଟାର ଧରି ବାପା ଗାଇଲେ ଗୀତ: ସୁର ମିଶାଇବାକୁ ସବୁ ତାକତ ଲଗାଇଦେଲା ଝିଅ

ନୂଆଦିଲ୍ଲୀ: ଇଣ୍ଟରନେଟରେ ଛୋଟ ପିଲାମାନଙ୍କ ଭିଡିଓକୁ ଖୁବ ପସନ୍ଦ ହୋଇଥାଏ । ତେବେ ଅନେକ ଲୋକ ଏହି ସୋସିଆଲ ମିଡିଆରେ ଫେମସ ହେବା ପାଇଁ ବିଭିନ୍ନ ପ୍ରକାରର କାରନାମା କରିଥାନ୍ତି । କିନ୍ତୁ ଛୋଟ ପିଲାଙ୍କ ନ୍ୟାଚୁରାଲ…

IRCTC ମାଗଣାରେ ଦେଉଛି ଧାର୍ମିକ ଯାତ୍ରା ସୁଯୋଗ! ଖାଇବା ରହିବା ଖର୍ଚ୍ଚ ସବୁ ଛାଡ଼, ଜାଣନ୍ତୁ ଡିଟେଲ୍ସ

ନୂଆଦିଲ୍ଲୀ: ଇଣ୍ଡିଆନ ରେଲୱେ କ୍ୟାଟେରିଂ ଆଣ୍ଡ ଟ୍ୟୁରିଜିମ୍ କର୍ପୋରେସନ (ଆଇଆରସିଟିସି) ପକ୍ଷରୁ ଏକ ଶାନଦାର ଟୁର ପ୍ୟାକେଜ ଆସିଛି । ଏହି ପ୍ୟାକେଜରେ ଆପଣମାନେ ବାଲାଜି, ଶ୍ରୀକାଲାହସ୍ତି ସମେତ ଅନେକ ମନ୍ଦିର ବୁଲି…

BJP ନେତ୍ରୀ ସୋନାଲିଙ୍କ ହତ୍ୟା ପଛରେ ଯୌନ ଶୋଷଣ, ଅଶ୍ଲୀଳ ଭିଡିଓ, ଖାଦ୍ୟରେ ବିଷ: ଜଣେ ବିଧାୟକଙ୍କ ସମ୍ପୃକ୍ତି ନେଇ ଭାଇ ଆଣିଲେ ଗୁରୁତର ଅଭିଯୋଗ

ନୂଆଦିଲ୍ଲୀ: ଗତ ୨୨ ତାରିଖରେ ବିଜେପି ନେତ୍ରୀ ସୋନାଲି ଫୋଗଟଙ୍କ ମୃତ୍ୟୁ ଘଟିଥିଲା । ତେବେ ହୃଦଘାତ ଜନିତ କାରଣରୁ ସୋନାଲିଙ୍କ ମୃତ୍ୟୁ ଘଟିଥିବା କୁହାଯାଉଥିବା ବେଳେ ଏହା ମଧ୍ୟରେ ଆସିଛି ଏକ ନୂଆ ଅପଡେଟ୍ । ତାଙ୍କର…

ଏସିଆ କପ ପାଇଁ ବଦଳିଗଲେ ଟିମ ଇଣ୍ଡିଆର କୋଚ: ଦ୍ରାବିଡଙ୍କ ସ୍ଥାନରେ କିଏ ନେବେ ଦାୟିତ୍ୱ?

ନୂଆଦିଲ୍ଲୀ: ରାହୁଲ ଦ୍ରାବିଡଙ୍କ ସ୍ଥାନରେ ଏସିଆ କପରେ ଟିମ ଇଣ୍ଡିଆର ହେଡ କୋଚ ଦାୟିତ୍ୱ ନେବେ ଆଉ ଜଣେ ମହାନାୟକ । କୋଚ ରାହୁଲ ଦ୍ରାବିଡ କରୋନା ପଜିଟିଭ ହେବା ପରେ ଏ ନେଇ ନୂଆ ନିଷ୍ପତ୍ତି ନେଇଛି ବିସିସିଆଇ । ଆସନ୍ତା…

ସ୍ୱେଚ୍ଛାସେବୀ ସଂଗଠନ ପକ୍ଷରୁ ରିଲିଫ୍ ବଣ୍ଟନ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଭୁବନେଶ୍ୱରର କିଛି ଯୁବ ସ୍ୱେଚ୍ଛାସେବୀ ସଂଗଠନ ତରଫରୁ ରାଜଧାନୀ ଉପକଣ୍ଠରେ ବନ୍ୟାରେ ପ୍ରଭାବିତ ଲୋକମାନଙ୍କୁ ରିଲିଫ ପ୍ରଦାନ କରାଯାଇଛି। ବାଲିପାଟଣାର ଟିଙ୍କୀପଡ଼ା, ଦରଡ଼ା, ଦନାପଡ଼ା,…

ଲାଇନ-ମ୍ୟାନଙ୍କ ଚାଲାଣ କାଟିଥିଲେ ପୋଲିସ: ରାଗରେ ଏମିତି କଲେ Electrician

ଉତ୍ତରପ୍ରଦେଶ: ଉତ୍ତରପ୍ରଦେଶର ଶାମଲୀରେ ପୋଲିସ ଏବଂ ବିଜୁଳି ବିଭାଗର ମଧ୍ୟରେ ଦେଖାଯାଇଛି ଏକ ଅଜବ ଲଢେଇ । ବିଜୁଳି ବିଭାଗର ଜଣେ କର୍ମଚାରୀ କିଛି ଏମିତି କାଣ୍ଡ କରିଛନ୍ତି, ଯାହା ଶୁଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ…

ASO ପରୀକ୍ଷା ପାଇଁ ଶିକ୍ଷାନୁଷ୍ଠାନ ଛୁଟି ଘୋଷଣା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶା ଲୋକ ସେବା ଆୟୋଗ (ଓପିଏସସି) ଦ୍ୱାରା ପରିଚାଳିତ ଆସିଷ୍ଟାଣ୍ଟ ସେକ୍ସନ ଅଫିସର (ଏଏସଓ) ପରୀକ୍ଷା ଆସନ୍ତା ୨୭ ତାରିଖରେ ଅନୁଷ୍ଠିତ ହେବ । ଅଗଷ୍ଟ ୨୧ ତାରିଖରେ ପରୀକ୍ଷା ହେବା ନେଇ…

(video)କୁମ୍ଭୀର Attackର ଭୟଙ୍କର ଦୃଶ୍ୟ: ନିଜ ଆଖିକୁ ବି ବିଶ୍ୱାସ କରିପାରିବେନି ଆପଣ

ନୂଆଦିଲ୍ଲୀ: ଏମିତିରେ କୁମ୍ଭୀର ନାଁ ଶୁଣିଲେ ହିଁ ଭୟ ଲାଗେ । କିନ୍ତୁ ବିଶାଳ ଆକାରର କୁମ୍ଭୀର ଯେତେବେଳେ ଆକ୍ରମଣ କରିବାକୁ ଦୌଡି ଆସେ, ସେ ସମୟର ଦୃଶ୍ୟ ହୁଏତ ଭାବିବା ପାଇଁ ବି ଡର ଲାଗୁଥିବ । କିନ୍ତୁ ଏଭଳି ଏକ ଘଟରାର…

(video)ପ୍ରଧାନମନ୍ତ୍ରୀଙ୍କ ଘରେ ୨ Topless ମହିଳା: Kissing Sceneର ଫଟୋ ହେଉଛି ଭାଇରାଲ

ନୂଆଦିଲ୍ଲୀ: ଫିନଲାଣ୍ଡର ପ୍ରଧାନମନ୍ତ୍ରୀ ସନା ମରୀନଙ୍କ ଡାନ୍ସ ପାର୍ଟିକୁ ନେଇ ବିବାଦ ଶାନ୍ତ ହୋଇନଥିବା ବେଳେ ଏବେ ଆଉ ଏକ ମାମଲାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା । ଏହି ଘଟଣା ଏବେ ସୋସିଆଲ ମିଡିଆ ପ୍ଲାଟଫର୍ମରେ…

ମାସକୁ ମାତ୍ର ୩୦ ଟଙ୍କା ଖର୍ଚ୍ଚ କରନ୍ତୁ, ୩୬୫ ଦିନ ପର୍ଯ୍ୟନ୍ତ ଆକ୍ଟିଭ୍ ରହିବ ଆପଣଙ୍କର SIM

ନୂଆଦିଲ୍ଲୀ: ଗ୍ରାହକମାନେ ସର୍ବଦା ଟେଲିକମ କମ୍ପାନୀମାନଙ୍କର ଅଫରକୁ ଚାହିଁ ବସିଥାନ୍ତି । କମ୍ପାନୀମାନେ ମଧ୍ୟ ଗ୍ରାହକଙ୍କୁ ରୁଚିକୁ ଦୃଷ୍ଟିରେ ରଖି ନୂଆ ନୂଆ ଅଫରମାନ ଲଞ୍ଚ କରିଥାନ୍ତି । ତେବେ ନିକଟରେ ଏକ ଶାନଦାର ଅଫର…