ମହାନଦୀରେ ବନ୍ୟା ସ୍ଥିତି ଆହୁରୀ ୩ ଦିନ ଲାଗି ରହିବ, ଗାଧୋଇଲା ବେଳେ ଭାସିଗଲେ ଜଣେ ବ୍ୟକ୍ତି
କଟକ: ଉପରମୁଣ୍ଡରେ ପ୍ରବଳ ବର୍ଷା କାରଣରୁ ମହାନଦୀରେ ଆସିଛି ବନ୍ୟା। ବନ୍ୟା ପାଣୀ ରାଜ୍ୟର ବିଭୀନ୍ନ ଜିଲ୍ଲାରେ ତଳିଆ ଅଞ୍ଚଳରେ ପ୍ରବେଶ କରିଛି। ବାଙ୍କୀ ଗୟଳବାଙ୍କର ଜଣେ ବ୍ୟକ୍ତି ଗାଧୋଇଲା ବେଳେ ଭାସି ଯାଇଥିବବା ଖବର…