ବୟଫ୍ରେଣ୍ଡ ଗୋନୀଙ୍କୁ ବିବାହ କରିବେ ସୁଜୈନ, ଖୁବ୍ଶୀଘ୍ର ପଡିବ ହାତଗଣ୍ଠି
ମୁମ୍ବାଇ: ହ୍ରିତିକ୍ ରୋଶନ ଓ ତାଙ୍କର ପୂର୍ବତନ ପତ୍ନୀ ସୁଜୈନ ଖାନ ଛାଡ଼ ପତ୍ର ପରେ ମଧ୍ୟ ପରସ୍ପରର ଭଲ ବନ୍ଧୁ ହୋଇ ରହିଛନ୍ତି । ଉଭୟଙ୍କୁ ଅନେକ ସମୟରେ ଏକା ସାଥିରେ ସମୟ ବିତେଇବାର ଦେଖିବାକୁ ମିଳେ । ହ୍ରିତିକ୍ ରୋଶନ…