Breaking News ପ୍ରକାଶ ପାଇଲା ସିବିଏସଇ ଦ୍ୱାଦଶ ରେଜଲ: ୯୨.୭୧ % ପାସ୍ Sushreejyoti Routray Jul 22, 2022 ନୂଆଦିଲ୍ଲୀ: ସିବିଏସଇ ଦ୍ୱାଦଶ ପରୀକ୍ଷା ରେଜଲ୍ଟ ଆଜି ପ୍ରକାଶ ପାଇଛି । ମୋଟ୍ ପାସ୍ ହାର ୯୨.୭୧ ପ୍ରତିଶତ ରହିଛି । ୯୪.୫୪% ଛାତ୍ରୀ ପାସ୍ ହୋଇଥିବା ବେଳେ ୯୧.୨୫% ଛାତ୍ରୀ ପାସ୍ ହୋଇଛନ୍ତି । ଛାତ୍ରଛାତ୍ରୀମାନେ…
Breaking News ଐତିହାସିକ ସଫଳତା: ଦୁନିଆରୁ ମ୍ୟାଲେରିଆକୁ ‘ଅଲବିଦା’ କହିବାର ସମୟ ଆସିଗଲା, ବିକଶିତ ହେଲା ଟିକା Sushreejyoti Routray Jul 22, 2022 ନୂଆଦିଲ୍ଲୀ: ଏଣିକି ମ୍ୟାଲେରିଆରୁ ମିଳିବ ମୁକ୍ତି । ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ବା ଡବ୍ଲୁଏଚଓ ଦୁନିଆରେ ପ୍ରଥମଥର ପ୍ରସ୍ତୁତ ହୋଇଥିବା ମ୍ୟାଲେରିଆ ବିରୋଧୀ ଟିକାକୁ ୩ ଆଫ୍ରିକୀୟ ଦେଶରେ ଲଗାଇବାକୁ ଘୋଷଣା କରିଛି ।…
Featured ମୋଦୀ ସରକାରଙ୍କ ଏହି ଯୋଜନାରେ ପ୍ରତି ମାସରେ ମିଳିବ ୫ ହଜାର ଟଙ୍କା, ଏପର୍ଯ୍ୟନ୍ତ ୪ କୋଟି ଲୋକ ପଞ୍ଜୀକୃତ କଲେଣି Odisha Bhaskar Bureau Jul 22, 2022 ନୂଆଦିଲ୍ଲୀ: ସାଧାରଣ ଲୋକମାନଙ୍କୁ ସୁବିଧା ସୁଯୋଗ ଦେବା ଲାଗି କେନ୍ଦ୍ର ସରକାର ଅନେକ ପ୍ରକାର ଯୋଜନା ଚଳାଇଛନ୍ତି। ଏହାରି ମଧ୍ୟରୁ ମୋଦି ସରକାରଙ୍କ ଏପରି ଏକ ଯୋଜନା ରହିଛି ଯାହା ଦ୍ୱାରା ପ୍ରତ୍ୟେକ ମାସରେ ଲୋକମାନେ ୫…
Breaking News ରାଜ୍ୟରୁ ୧୧୭୮ କରୋନା ପଜିଟିଭ ଚିହ୍ନଟ: ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ? Sushreejyoti Routray Jul 22, 2022 ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ପୁଣିଥରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି । ଆଜି ପୁଣି ଦୈନିକ ସଂକ୍ରମଣ ହଜାରେ ଟପିଛି । ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୧୧୭୮ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ…
Breaking News କାଶୀପୁରରେ ରୂପ ବଦଳାଉଛି କଲେରା ଜୀବାଣୁ: ଏବେ ‘ଶିଗେଲା’ ଭାଇରସ୍ ଚିହ୍ନଟ Sushreejyoti Routray Jul 22, 2022 ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକରେ ଆତଙ୍କ ସୃଷ୍ଟି କରିଥିବା ହଇଜାକୁ ଏକ ବଡ଼ ଖବର ସାମ୍ନାକୁ ଆସିଛି । କାଶୀପୁରରେ ରୂପ ବଦଳାଉଛି କଲେରା ଜୀବାଣୁ । ସେଠାରେ ଚିହ୍ନଟ ହୋଇଛି ନୂଆ ଜୀବାଣୁ ।…
Featured ‘ଓଡ଼ିଶା ଭାସ୍କର’ର ମହାପ୍ରଭାବ: ୪୮ଘଣ୍ଟା ମଧ୍ୟରେ ରାସ୍ତା କାମ ଆରମ୍ଭ Abinash Kumar Dhal Jul 22, 2022 ନିଆଳି,(ଭାସ୍କର ନ୍ୟୁଜ୍) : ଦେବୀକନ୍ଦଳ ଦୀପାଞ୍ଚଳ ବୋତାଖାଲ କୁଣ୍ଡିମୁହଁ ରାସ୍ତା ଧସି ଯାଇଥିଲା । ୪ଚକିଆ ଭାରିଯାନ ଯାତାୟତ ନିମନ୍ତେ ବନ୍ଦ ହୋଇଯାଇଥିବା ବେଳେ ଉଡ଼ିଶା ଭାସ୍କର ଖବର କାଗଜରେ ଉକ୍ତ ଘଟଣା ପ୍ରକାଶ…
Breaking News ରାଷ୍ଟ୍ରପତିଙ୍କ ଶପଥ ଗ୍ରହଣ ସମାରୋହରେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ Odisha Bhaskar Bureau Jul 22, 2022 ଭୁବନେଶ୍ୱର: ଭାରତର ୧୫ତମ ରାଷ୍ଟ୍ରପତି ଭାବେ ଆସନ୍ତା ୨୫ ତାରିଖରେ ଶପଥ ନେବେ ଦ୍ରୌପଦୀ ମୁର୍ମୁ । ରାଷ୍ଟ୍ରପତିଙ୍କ ଶପଥ ଗ୍ରହଣ କାର୍ଯ୍ୟକ୍ରମରେ ଯୋଗଦେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଯୋଗ ଦେବାକୁ…
Breaking News ପେଟ୍ରୋଲ ଏବଂ ଡିଜେଲ ଉପରେ ଆଜି ମଧ୍ୟ ଜାରି ରହିଛି ରିହାତି, ଜାଣନ୍ତୁ ଆପଣଙ୍କ ସହରରେ ତେଲ ଦର କେତେ? Odisha Bhaskar Bureau Jul 22, 2022 ଭୁବନେଶ୍ୱର: ଦୁଇ ମାସ ବିତିଗଲାଣି କିନ୍ତୁ ପେଟ୍ରୋଲ-ଡିଜେଲ ମୂଲ୍ୟରେ କୌଣସି ପରିବର୍ତ୍ତନ ଦେଖାଯାଇ ନାହିଁ। ଏହି ମଧ୍ୟରେ ମଧ୍ୟରେ ଅଶୋଧିତ ତୈଳର ମୂଲ୍ୟ ମଧ୍ୟ ପରିବର୍ତ୍ତନ ହେଉଥିବା ଦେଖାଯାଉଛି। କିଛି ଦିନ ପୂର୍ବରୁ…
Breaking News ୧୨ ଘଣ୍ଟା ପାଇଁ ବନ୍ଦ ରହିବ ଓଡ଼ିଶାର ଏହି ସହର: ଜାଣନ୍ତୁ କାହିଁକି? Sushreejyoti Routray Jul 22, 2022 ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜି ୧୨ ଘଣ୍ଡିଆ ଢେଙ୍କାନାଳ ବନ୍ଦ ପାଳନ । ବିଭିନ୍ନ ସଙ୍ଗଠନ ପକ୍ଷରୁ ଆଜି ୧୨ ଘଣ୍ଟିଆ ଢେଙ୍କାନାଳ ବନ୍ଦ ପାଳନ କରାଯାଉଛିି । ଏନଏଚ ୫୫ର ଦୂରାବସ୍ଥା ପ୍ରତିବାଦରେ ଢେଙ୍କାନାଳ ବନ୍ଦ ପାଳନ…
Breaking News (Video) ପୁଣି ଚମକିଲେ ନୀରଜ ଚୋପ୍ରା: ବିଶ୍ୱ ଆଥଲେଟିକ ଚାମ୍ପିଅନସିପର ଫାଇନାଲରେ ପହଞ୍ଚିଲେ ଗୋଲଡେନ୍ ବଏ Sushreejyoti Routray Jul 22, 2022 ନୂଆଦିଲ୍ଲୀ: ଅଲିମ୍ପିକର ଗୋଲ୍ଡେନ ବଏ ନୀରଜ ଚୋପ୍ରା ବିଶ୍ୱ ଆଟଲେଟିକ ଚାମ୍ପିଅନସିପ ଫାଇନାଲରେ ପହଞ୍ଜିଛନ୍ତି । ଯୋଗ୍ୟତାପର୍ଯ୍ୟାୟ ରାଉଣ୍ଡର ପ୍ରଥମ ଉଦ୍ୟମରେ ଫାଇନାଲରେ ପହଞ୍ଚିଛନ୍ତି ନୀରଜ । ୮୮.୩୯ ମିଟର ଫିଙ୍ଗି…