ବ୍ୟାଚ୍ ସଂଗ୍ରହ କରି ବିଶ୍ୱ ରେକର୍ଡ: ସାରା ପୃଥିବୀରେ ଚମକୁଛନ୍ତି ଓଡିଆ ପୁଅ ଶ୍ୟାମପ୍ରକାଶ
ପୁରୀ : ବ୍ୟାଚ ସଂଗ୍ରହ କରିବାର ନିଶା ଆଜି ବିଶ୍ୱ ରେକର୍ଡର ଅଧିକାରୀ କରି ଦେଇଛି । ଏଭଳି ନିଆରା ନିଶା ପାଇଁ ଆଜି ସେ ଓଡିଶାର ଗର୍ବ ଏବଂ ଗୌରବ ପାଲଟି ଯାଇଛନ୍ତି । ଏମିତି ଏକ ଉଦାହରଣ ହୋଇ ଉଭା ହୋଇଛନ୍ତି ପୁରୀ…