ମଧ୍ୟାନ୍ନ ଭୋଜନ ଦୁର୍ନୀତି ପ୍ରସଙ୍ଗ ନେଇ ବିଧାନସଭା ହୁଲସ୍ତୁଲ, କାଠଗଡାରେ ସରକାର

ଭୁବନେଶ୍ୱର: ମଧ୍ୟାନ୍ନ ଭୋଜନରେ ବଡ ଦୁର୍ନୀତି। ପ୍ରତି ବସ୍ତାରେ ଗାଏବ୍ ହେଇଯାଉଛି୨/୩କେଜି ଚାଉଳ। ଆଉ ପିଲାଙ୍କ ପେଟରେ ପଡୁଛି ଲାତ। ଅନେକ ଦିନ ଧରି ଏହି ବିଷୟରେ ଅଭିଯୋଗ ହୋଇ ଆସୁଥିଲେ ମଧ୍ୟ ଶୋଇ ରହିଥିଲେ ସରକାର।…

ଉଚ୍ଚ ଶିକ୍ଷାମନ୍ତ୍ରୀଙ୍କ ବାସଭବନ ଘେରାଉ କଲା ଛାତ୍ର କଂଗ୍ରେସ, ପ୍ରତିବାଦ ବେଳେ ଉଠାଇନେଲା ପୋଲିସ

ଭୁବନେଶ୍ୱର: ବିଜେବି ଛାତ୍ରୀ ରୁଚିକା ମହାନ୍ତିଙ୍କୁ ନ୍ୟାୟ ଦାବି କରି ଉଚ୍ଚ ଶିକ୍ଷାମନ୍ତ୍ରୀଙ୍କ ବାସଭବନ ଘେରାଉ କରିଛି ଛାତ୍ର କଂଗ୍ରେସ । ରୁଚିକାଙ୍କୁ ନ୍ୟାୟ ଦାବିରେ ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀଙ୍କ…

ରାଉରକେଲା NITରେ ଭୟଙ୍କର ଅଗ୍ନିକାଣ୍ଡ

ରାଉରକେଲା(ଓଡ଼ିଶା ଭାସ୍କର): ରାଉରକେଲା ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ୍ ଟେକ୍ନୋଲୋଜିର ବା ଏନଆଇଟି ଇଲେକ୍ଟ୍ରିକାଲ ବିଭାଗରେ ହୋଇଛି ଭୟଙ୍କର ଅଗ୍ନିକାଣ୍ଡ । ସର୍ଟ ସର୍କିଟ ଯୋଗୁଁ ଏହି ଅଗ୍ନିକାଣ୍ଡ ଘଟିଥିବା ସନ୍ଦେହ…

(Video)ମହିଳା ସାଂସଦ ‘ବାହୁବଳୀ’ ଷ୍ଟାଇଲରେ ଉଠାଇଲେ ସିଲିଣ୍ଡର: ମୁଦ୍ରାସ୍ଫୀତିକୁ ନେଇ କେନ୍ଦ୍ର ଉପରେ ବର୍ଷିଲା କଂଗ୍ରେସ

ନୂଆଦିଲ୍ଲୀ: ମହଙ୍ଗା ଦରଦାମକୁ ନେଇ କେନ୍ଦ୍ରର ମୋଦୀ ସରକାରଙ୍କୁ ପୁଣି ଟାର୍ଗେଟ କରିଛି କଂଗ୍ରେସ । ବୁଧବାର ଦିନ ସଂସଦରେ କଂଗ୍ରେସ ଏହାକୁ ନେଇ ବିରୋଧ ପ୍ରଦର୍ଶନ କରିଛି । ଏହି ସମୟରେ ଜଣେ ମହିଳା ସାଂସଦ ଗ୍ୟାସ…

ସରକାରୀ ସ୍କୁଲରେ ପିଲା ପିଛା ଟଙ୍କା ଖର୍ଚ୍ଚର ହିସାବ: ଗୃହରେ ଉତ୍ତର ରଖିଲେ ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗୃହରେ ଆଜି ବିଭିନ୍ନ ପ୍ରସଙ୍ଗକୁ ନେଇ ଆଲୋଚନା ହୋଇଛି । ବିରୋଧୀଙ୍କ ପ୍ରଶ୍ନର ଗୋଟି ଗୋଟି କରି ଉତ୍ତର ରଖିଛନ୍ତି ରାଜ୍ୟ ସରକାର । ଏହାରି ମଧ୍ୟରେ ସରକାରୀ ସ୍କୁଲରେ ପିଲାଙ୍କ ମୁଣ୍ଡପିଛା…

ଅଯଥା ଗୃହର ସମୟ ନଷ୍ଟ କରନ୍ତୁ ନାହିଁ, ସଂକ୍ଷିପ୍ତ ବିବୃତି ରଖିବାକୁ ପରାମର୍ଶ

ଭୁବନେଶ୍ୱର: ମନ୍ତ୍ରୀଙ୍କ ଲମ୍ବା ଉତ୍ତରକୁ ନେଇ ବିରକ୍ତି ପ୍ରକାଶ କଲେ ବାଚସ୍ପତି। ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦଶ ୧୦ ମିନିଟ ଧରି ଗୃହରେ ଉତ୍ତର ପଢିବାରୁ ଅସନ୍ତୋଷ ପ୍ରକାଶ କଲେ ବାଚସ୍ପତି ବିକ୍ରମ। ମନ୍ତ୍ରୀଙ୍କୁ…

ଏମିତି ହେଲେ ସବୁ ସରକାର ଭାଙ୍ଗିଯିବ, ସୁପ୍ରିମକୋର୍ଟରେ ଉଦ୍ଧବ ଗୋଷ୍ଠୀଙ୍କ ଦଲିଲ୍, ଅଗଷ୍ଟ ୧ରେ ପରବର୍ତ୍ତୀ ଶୁଣାଣି

ନୂଆଦିଲ୍ଲୀ: ଶିବସେନାର ୧୬ ବିଧାୟକଙ୍କ ଅଯୋଗ୍ୟତା ଏବଂ ଏକନାଥ ସିନ୍ଧେଙ୍କ ଶପଥ ଗ୍ରହଣକୁ ଚ୍ୟାଲେଞ୍ଜ କରି ଦାଖଲ ଆବେଦନ ଉପରେ ଆଜି ସୁପ୍ରିମକୋର୍ଟରେ ଶୁଣାଣି ହୋଇଛି। ଏହି ସମୟରେ ଉଭୟ ପକ୍ଷ ମଧ୍ୟରେ ଖୁବ୍ ବିତର୍କ…

(Video) ୧୦ ଦିନ ଧରି ଉପଭୋଗ କରିବା ପରେ ଛାଡ଼ିଦେଲା ପ୍ରେମିକ: ନ୍ୟାୟ ପାଇବାକୁ ଥାନାର ଦ୍ୱାରସ୍ଥ ହୋଇଛନ୍ତି ଯୁବତୀ

ପୁରୀ(ଓଡ଼ିଶା ଭାସ୍କର): ଆଜିକାଲି ବାହାଘରର ଲୋଭ ଦେଖାଇ ପ୍ରେମରେ ଧୋକା ଦେଉଥିବାର ଅନେକ ଘଟଣା ସାମ୍ନାକୁ ଆସୁଛି । କିଏ ଲିଭ-ଇନରେ ରହି ଛାଡ଼ି ଦେଉଛନ୍ତି ତ ଆଉ କିଏ ବାହାଘରରୁ ବଞ୍ଚିବା ପାଇଁ ହତ୍ୟା କରିବାକୁ ମଧ୍ୟ ପଛାଉ…

ସାହାରା ଇଣ୍ଡିଆର କୋଟି କୋଟି ନିବେଶକଙ୍କ ପାଇଁ ବଡ ଖବର, ସୁବ୍ରତ ରାୟଙ୍କ ବିରୋଧରେ ନିଆଗଲା ଏହି ବଡ଼ କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ: ଯଦି ଆପଣ ସାହାରା ଇଣ୍ଡିଆରେ ନିବେଶ କରିଛନ୍ତି, ତେବେ ଏହି ଖବର ସହିତ ଅପଡେଟ୍ ରହିବା ଆପଣଙ୍କ ପାଇଁ ଜରୁରୀ। ସାହାରାରେ ବିନିଯୋଗ କରିଥିବା ଅଧିକାଂଶ ଲୋକ ଏପର୍ଯ୍ୟନ୍ତ ଟଙ୍କା ପାଇନାହାଁନ୍ତି। ସାହାରା ଗତ…

ଦଳିତ ହୋଇଥିବାରୁ ମିଳୁନି ସମ୍ମାନ, ମର୍ମାହତ ହୋଇ ନିଜ ପଦରୁ ଇସ୍ତଫା ଦେଲେ ଯୋଗୀ ସରକାରଙ୍କ ମନ୍ତ୍ରୀ ଖଟିକ୍

ଲକ୍ଷ୍ନୌ: ମୋତେ ମୋ ବିଭାଗରେ ଅଣଦେଖା କରାଯାଉଛି। ଦଳିତ ହୋଇଥିବାରୁ ଅପମାନିତ କରାଯାଉଛି। ଅଧିକାରୀ ମୋ କଥା ଶୁଣୁ ନାହାନ୍ତି... ଏମିତି ସଙ୍ଗୀନ ଅଭିଯୋଗ ଲଗାଇ ଯୋଗୀ ସରକାରରେ ଜଳଶକ୍ତି ବିଭାଗର ରାଜ୍ୟ ମନ୍ତ୍ରୀ…