ପୂରଣ ହେଲା ଦୀର୍ଘ ଦିନର ଦାବି: କଟକ-ପଲାସା ମେମୁ ଟ୍ରେନ୍ ଗୁଣପୁରକୁ ହେଲା ସମ୍ପ୍ରସାରିତ
ଗୁଣପୁର, (ଭାସ୍କର ନ୍ୟୁଜ୍): କଟକ-ପଲାସା ମେମୁ ଟ୍ରେନକୁ ଗୁଣପୁର ପର୍ଯ୍ୟନ୍ତ ସମ୍ପ୍ରସାରିତ ନେଇ ଦୀର୍ଘ ଦିନ ଧରି ହେଉଥିବା ଦାବି ସାକାର ହୋଇଛି । ପୂର୍ବତଟ ରେଳପଥ ବିଭାଗ ପକ୍ଷରୁ ଏନେଇ ପ୍ରକାଶିତ ବିଜ୍ଞପ୍ତି ପ୍ରକାଶ…