ହେ ଭଗବାନ, ମୁଁ ମରିଯିବି: ଏଇଟା ସାପ ନା ଟ୍ରେନର ବଗି, ଏଇ ଜନ୍ତୁଟା କ’ଣ ଆମ ଘର ଭିତରେ ପଶିଲାଣି, ଦେଖନ୍ତୁ Video
ନୂଆଦିଲ୍ଲୀ: ଆଜିକାଲି ପ୍ରତ୍ୟେକ ଦିନ ସୋସିଆଲ ମିଡ଼ିଆରେ କିଛି ନା କିଛି ଭିଡିଓ ଭାଇରାଲ ହୋଇଥାଏ । ତେବେ ନିକଟରେ ଏକ ସାପକୁ ନେଇ ଏକ ଭିଡିଓ ଖୁବ୍ ଭାଇରାଲ ହେବାରେ ଲାଗିଛି । ଉକ୍ତ ଭିଡିଓଟିକୁ ଦେଖିଲେ ଆପଣ ଭୟରେ ଶୀହରୀ…